Press "Enter" to skip to content

ସାବଧାନ ହୁଅ ପୁରୁଷ ମାନେ । ଏଥର ଲୁଚାଇ ପାରିବେନି ନିଜ ସ୍ତ୍ରୀକୁ ଦରମା ।

ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ।ଆଉ ଅନେକ ପ୍ରକାରର ଘଟଣା ମଧ୍ୟ ଆଜିକା ଦୁନିଆରେ ଘଟି ଚାଲିଛି।ଆଉ ଏମିତି ଅନେକ ଘଟଣା ଘଟୁଛି ଯାହାକୁ ଦେଖିଲେ ଆପଣ ବି କହିବେ ଏମିତି କାହିଁକି ହେଲା ? ଆଉ ଏମିତି ଅନେକ ପ୍ରଶ୍ନ ମଧ୍ୟ ଆପଣଙ୍କ ମନକୁ ଆସିବ।ଆଉ ଏମିତି କିଛି ଖବର ଅଛି ଯାହାକୁ ଦେଖିଲା ପରେ ମନରେ ଅନେକ ପ୍ରକାରର ଭାବନା ଆସିବ।ଆଉ ଏମିତି କିଛି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି।ଆଉ ଏମିତି ଏକ ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ।

ସ୍ତ୍ରୀଙ୍କୁ ଦରମା ଲୁଚାଇବାକୁ କି ଭୁଲ୍ ତଥ୍ୟ ଦେବାକୁ ଯଦି ଚେଷ୍ଟା କରୁଛନ୍ତି ତ ହେଇଯାଆନ୍ତୁ ସାବଧାନ।ଏହି ସାମାନ୍ୟ କଥା ଯେ କେଉଁଠି ପହଞ୍ଚିପାରେ ଆଉ ବିଚରା ସ୍ବାମୀକୁ କେମିତି ହଟହଟା ହେବାକୁ ପଡ଼େ ତାର ଏକ ଜ୍ୱଳନ୍ତ ଉଦାହରଣ ଆମେ ଆପଣମାନଙ୍କୁ ଜଣାଇବାକୁ ଯାଉଛୁ।

ତେବେ ଏହି ଘଟଣାଟି ହେଉଛି ଉତ୍ତରପ୍ରଦେଶର।ସଂଜୁ ଗୁପ୍ତା ନାମ୍ନୀ ଜଣେ ମହିଳାଊ ତାଙ୍କ ସ୍ବାମୀ ନିଜର ଦରମା ସମ୍ପର୍କରେ ବାରମ୍ବାର ପଚାରିବା ସତ୍ତ୍ବେ ଜଣାଇନଥିଲେ। ତେଣୁ ମହିଳା ଜଣକ ବାଧ୍ୟ ହୋଇ ସ୍ବାମୀଙ୍କ ଦରମା ଓ ଇକୋନୋମିକାଲ ଷ୍ଟାଟସ୍ ଜାଣିବା ପାଇଁ ଆରଟିଆଇର ଦ୍ବାରସ୍ଥ ହୋଇଛନ୍ତି।

ସବୁଠାରୁ ବଡ଼ କଥା ହେଉଛି ସ୍ରେଣ୍ଟୋଲ ଇନଫରମେସନ କମିଶନ କହିଛନ୍ତି ସ୍ବାମୀର ରୋଜଗାର ସମ୍ପର୍କିତ ତଥ୍ୟ ଜାଣିବା ପାଇଁ ସ୍ତ୍ରୀ ଆରଟିଆଇର ବ୍ୟବହାର କରିପାରିବେ।ତେଣୁ ଉକ୍ତ ମହିଳାଙ୍କୁ ତାଙ୍କ ସ୍ବାମୀଙ୍କ ରୋଜଗାର ସମ୍ପର୍କିତ ସମସ୍ତ ତଥ୍ୟ ଦେବାକୁ ଆରଟିଆଇ ପକ୍ଷରୁ ଆୟକର ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ, ବାସ୍ତୁ, ସ୍ପେଶାଲଖବର, ଭାଈରାଲ ଖବର ଓଲିଉଡ, ବଲିଉଡ, ଦୈନନ୍ଦିନ ରାଶିଫଳ,ସାପ୍ତାହିକ, ମାସିକ, ରାଶିଫଳର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।। ଏବେ ସୋସିଆଲ ମିଡ଼ିଆରେ ଅନେକ ମାତ୍ରାରେ ଭାଇରାଲ ହେଉଛି।।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *