Press "Enter" to skip to content

ସ୍ବାମୀଙ୍କ ସାଙ୍ଗ ହୋଇ ଘରେ କେହି ନଥିବା ବେଳେ ପାଟି ବନ୍ଦ କରି ସ୍ତ୍ରୀ ସହ ଶା-ରୀ-ରି-କ ସମ୍ପର୍କ ରଖିଲା । ବାରମ୍ବାର ଡରାଇ ଶା-ରୀ-ରି-କ ସଂପର୍କ ରଖିଲା ସେହି ନର ରାକ୍ଷସ ।

ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ ।ଆଉ ସୋସିଆଲ ମିଡିଆରେ ଏମିତି ଅନେକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।ଆଉ ଏମିତି କିଛି ଭିଡିଓ ଅଛି ଯାହାକୁ ଦେଖିଲେ ଆପଣ ଆପଣଙ୍କ ମନ ଭିତରେ ଅନେକ ପ୍ରକାରର ଭାବନା ଭାବିବେ ।ଆଉ ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ଏବେ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ସ୍ବାମୀଙ୍କ ସାଙ୍ଗ ହୋଇ ଘରେ କେଭି ନଥିବା ବେଳେ ପାଟି ବନ୍ଦ କରି ସ୍ତ୍ରୀ ସହ ଶା-ରୀ-ରି-କ ସମ୍ପର୍କ ରଖିଲା ।ବାରମ୍ବାର ଡରାଇ ଶା-ରୀ-ରି-କ ସଂପର୍କ ରଖିଲା ସେହି ନର ରାକ୍ଷସ ।ଏମିତି ଏକ ଲଜ୍ୟାଜନକ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ପେଣ୍ଠ ଗ୍ରାମରେ ।ସେହି ଗ୍ରାମର ଏଭଳି ଲଜ୍ୟାଜନକ କାମ କରିଥିବା ବ୍ୟକ୍ତି ଜଣକ ହେଉଛନ୍ତି ଟୁନା ।ଆଉ ସେହି ମହିଳାଙ୍କ ସ୍ବାମୀ ଏହି ବିଷୟରେ ଜାଣିବା ପରେ ତାଙ୍କ ସ୍ତ୍ରୀ ଠାରୁ ସବୁ ସମ୍ପର୍କ କାଟି ଦେଇଥିଲେ ।ଆଉ ଏବେ ଏହି ମହିଳା ଜଣକ ସେହି ବ୍ୟକ୍ତି ଟୁନାଙ୍କ ଘର ଆଗରେ ଧାରଣାରେ ବସିଛନ୍ତି ।

ଏହି ମହିଳା ଜଣଙ୍କୁ ସ୍ବାମୀ ରଖିବାକୁ ନାରାଜ ଆଉ ବାପଘର ଲୋକ ମଧ୍ୟ ନାରାଜ ଅଛନ୍ତି ।ସେହି ବ୍ୟକ୍ତି ଜଣକ ଦୀର୍ଘ ଛଅ ମାସ ଧରି ସେହି ମହିଳାଙ୍କ ସହିତ ଶା-ରୀ-ରି-କ ସମ୍ପର୍କ ରଖିଥିଲେ ।ଏବେ ଏହି ମହିଳା ଜଣକ ଥାନାର ଦ୍ବାରସ୍ଥ ହୋଇଛନ୍ତି ।ଏହି ଘଟଣାକୁ ଛଅ ମାସ ହୋଇଗଲାଣି ।ମହିଳା ଜଣକ ତାଙ୍କ ସ୍ବାମୀଙ୍କୁ କହିବାକୁ କହିବା ପରେ ତାଙ୍କୁ ଧମକ ଦେଇଥିଲେ ଏହି ପର ଯୁବକ ଟୁନା ।ଏବେ ଦେଖିବାକୁ ବାକି ରହିଲା ଏହି ମହିଳା ଜଣଙ୍କୁ ତାଙ୍କ ସ୍ବାମୀ ପାଖରେ ରଖୁଛନ୍ତି ନା ଆଉ କଣ ନୂଆ ମୋଡ ଆସୁଛି ତାକୁ ଦେଖିବାକୁ ଅପେକ୍ଷା ରହିଛି ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *