Press "Enter" to skip to content

ମାମାର ସରିଲା ବାହାଘର, ପଡିଲା ହାତଗଣ୍ଠି, ମାମା ପିନ୍ଧିଲା ସିନ୍ଦୁର । ଆଉ ସବୁଦିନ ପାଇଁ ମାମାଙ୍କ ହାତ ଧରିଲେ ପ୍ରେମିକ ।

ମାମାର ସରିଲା ବାହାଘର, ପଡିଲା ହାତଗଣ୍ଠି,ମାମା ପିନ୍ଧିଲା ସିନ୍ଦୁର । ଆଉ ସବୁଦିନ ପାଇଁ ମାମାଙ୍କ ହାତ ଧରିଲେ ପ୍ରେମିକ । ବେକରେ ଫୁଲ ମାଳ, ମଥାରେ ଚହଟୁଛି ସିନ୍ଦୂର । ଲାଲ ଟୁକୁ ଟୁକୁ ସାଧବ ବୋହୂ ଭଳି ଦିଶୁଛନ୍ତି ମାମା । ରେଡ କଲର ସାଲୁଆର ସୁଟରେ ପୁରା ନୂଆ ବୋହୂ । ମୁହଁରେ ଖୁସି କହିଲେ ନସରେ । ଆଜି ଯାହାକୁ ପାଇବା ପାଇଁ ଏତେ କଷ୍ଟ କରିଥିଲେ, ସେ ଆଜି ତାଙ୍କୁ ମିଳିଯାଇଛି । ସାତ ଜନ୍ମର ସାଥୀ ପାଇଛନ୍ତି ମାମା । ହଁ ଦର୍ଶକବନ୍ଧୁ ଆଜି ମାମାଙ୍କର ସରିଛି ବାହାଘର । ରଞ୍ଜନ ଧରିଛନ୍ତି ମାମାଙ୍କ ହାତ । ଆଉ ଆଜି ସେ ପ୍ରମାଣିତ କରିଦେଇଛନ୍ତି, ସେ ମାମାଙ୍କୁ କେତେ ଭଲ ପାଉଛନ୍ତି । ଦୁନିଆ ଆଗରେ ଆଜି ମାମାଙ୍କୁ ନିଜର କରିଛନ୍ତି ରଞ୍ଜନ ।

ଦର୍ଶକବନ୍ଧୁ ଯଦି ଦେଖିବା ଇନଷ୍ଟାଗ୍ରାମ ରୁ ଆରମ୍ଭ ହୋଇଥିଲା ପ୍ରେମ । ଘଣ୍ଟା ଘଣ୍ଟା ଧରି ଚାଟିଂ ରୁ ଅଧିକ ନିବିଡ଼ ହୋଇଥିଲା ସମ୍ପର୍କ । ହେଲେ ବାହା ହେବାର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ ପ୍ରେମିକ ଜଣକ । ଆଉ ଶେଷରେ ଅଧା ରାସ୍ତାରେ ପ୍ରେମିକାକୁ ଛାଡି ଚମ୍ପଟ ମାରିଥିଲା ପ୍ରେମିକ । ଆଉ ଶେଷରେ ନ୍ୟାୟ ପାଇଁ ଦୁଇଦିନ ଧରି ପ୍ରେମିକର ଘର ବାହାରେ ଆସି ଧାରଣାରେ ବସିଥିଲେ ମାମା ।

ଆଉ ଦୁଇଦିନ ପରେ ଆସି ପ୍ରେମିକ ମାମାଙ୍କ ଜନ୍ମ ଦିନରେ ମାମାଙ୍କୁ ଘର ଭିତରକୁ ନେଇଯାଇଥିଲେ । ଆଉ ଆଜି ମାମାଙ୍କୁ ଶଙ୍ଖା, ସିନ୍ଦୂର ଦେଇ ନିଜର କରିଛନ୍ତି ପ୍ରେମିକ ଜଣକ । ତେବେ ମାମା ରଞ୍ଜନଙ୍କୁ ପାଖରେ ପାଇ ବୋହୁତ ଖୁସି ହୋଇଛନ୍ତି । ଆଉ ରଞ୍ଜନ ମାମାଙ୍କ ମଥାରେ ସିନ୍ଦୂର ଦେଇ ସାତ ଜନ୍ମର ସାଥୀ କରିଛନ୍ତି ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *