Press "Enter" to skip to content

ମୋ ସ୍ତ୍ରୀ ର ଅନ୍ୟ ପୁରୁଷ ସହ ସମ୍ପର୍କ ଅଛି, ସେ ତାକୁ ୟୁଜ୍ କରିସାରି ଦେହ ବେପାର କରାଉଛି ।

ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆଉ ଅନେକ ପ୍ରକାରର ଘଟଣା ମଧ୍ୟ ଆଜିକା ଦୁନିଆରେ ଘଟି ଚାଲିଛି । ଆଉ ଏମିତି ଅନେକ ଘଟଣା ଘଟୁଛି ଯାହାକୁ ଦେଖିଲେ ଆପଣ ବି କହିବେ ଏମିତି କାହିଁକି ହେଲା ? ଆଉ ଏମିତି ଅନେକ ପ୍ରଶ୍ନ ମଧ୍ୟ ଆପଣଙ୍କ ମନକୁ ଆସିବ । ଆଉ ଏମିତି କିଛି ଖବର ଅଛି ଯାହାକୁ ଦେଖିଲା ପରେ ମନରେ ଅନେକ ପ୍ରକାରର ଭାବନା ଆସିବ । ଆଉ ଏମିତି କିଛି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି।ଆଉ ଏମିତି ଏକ ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ଆପଣମାନେ ଜାଣିଥିବେ ଆଜିକାଲି ଦୁନିଆରେ ପରକୀୟା ପ୍ରୀତି ଏତେ ବଢ଼ିଯାଇଛି ଯେ ଲୋକମାନେ ପରକୀୟା ପ୍ରୀତିରେ ମାତି ଏତେ ତଳକୁ ଖସି ଯାଉଛନ୍ତି ତାହା ଅତ୍ୟନ୍ତ ଦୁଃଖଦାୟକ। ଅଧିକାଶ ବିବାହିତା ମହିଳା ନିଜ ଜନ୍ମ କଲା ସନ୍ତାନ ମାନଙ୍କୁ ପର କରି ଏବେ ପରକୀୟା ପ୍ରୀତିରେ ମସଗୁଲ ରହୁଛନ୍ତି।ନିଜ ସ୍ତ୍ରୀର ପ୍ରେମିକ ଉପରେ ଅଭିଯୋଗ କରି ଜଣେ ବ୍ୟକ୍ତି କହିଛନ୍ତି ମୋ ସ୍ତ୍ରୀର ସେ ରାଜା ସାଙ୍ଗରେ ସମ୍ପର୍କ ଅଛି ଆଉ ରାଜା ମୋ ସ୍ତ୍ରୀକୁ ନେଇ ଦେହ ବ୍ୟବସାୟ କରୁଛି।

ଆଉ ମୁଁ ତାକୁ ବିରୋଧ କରିବାରୁ ସେ ମୋତେ ଜୀବନରୁ ମାରିଦେବାକୁ ଧମକ ଦେଉଛି।ମୋତେ କେତେଥର ମରଣାନ୍ତକ ଆକ୍ରମଣ କଲାଣି।ତା ପାଇଁ ମୋ ଜୀବନ ଦୁର୍ବିସହ ହୋଇପଡ଼ିଛି।ସେ ମୋତେ ଶାନ୍ତିରେ ବଞ୍ଚିବାକୁ ଦଉନି।ମୋର କିଛି ହେଇଗଲେ ମୋ ପରିବାର ଲୋକ କେମିତି ବଞ୍ଚିବେ‌।ମୋର ଗୋଟେ ଛୋଟ ପୁଅବି ଅଛି।ମୁଁ ଚାହୁଁଛି ମୋ ସ୍ତ୍ରୀ ମୋ ପାଖକୁ ଫେରିଆସୁ। ଏଥିପାଇଁ ସେ ପୋଲିସର ସାହାଯ୍ୟ ଲୋଡ଼ିଛନ୍ତି।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,
ଭାଈରାଲ ଖବର ଓଲିଉଡ, ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *