Press "Enter" to skip to content

ଶ୍ରୀମନ୍ଦିର ରତ୍ନଭଣ୍ଡାର ଦେଖି ବୈଜ୍ଞାନିକଙ୍କ ହୋସ ଉଡ଼ିଗଲା ! ମିଳିଲା ପ୍ରମାଣ ।

ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ।ଆଉ ଅନେକ ପ୍ରକାରର ଘଟଣା ମଧ୍ୟ ଆଜିକା ଦୁନିଆରେ ଘଟି ଚାଲିଛି।ଆଉ ଏମିତି ଅନେକ ଘଟଣା ଘଟୁଛି ଯାହାକୁ ଦେଖିଲେ ଆପଣ ବି କହିବେ ଏମିତି କାହିଁକି ହେଲା ? ଆଉ ଏମିତି ଅନେକ ପ୍ରଶ୍ନ ମଧ୍ୟ ଆପଣଙ୍କ ମନକୁ ଆସିବ।ଆଉ ଏମିତି କିଛି ଖବର ଅଛି ଯାହାକୁ ଦେଖିଲା ପରେ ମନରେ ଅନେକ ପ୍ରକାରର ଭାବନା ଆସିବ।ଆଉ ଏମିତି କିଛି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି।ଆଉ ଏମିତି ଏକ ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି ଯାହାକୁ ଦେଖିଲେ ଆପଣ ବହୁତ ଖୁସି ହେବେ।

ବନ୍ଧୁଗଣ ଆପଣମାନେ ସମସ୍ତେ ବିଶ୍ଵପ୍ରସିଦ୍ଧ ପୁରୀ ଜଗନ୍ନାଥ ମନ୍ଦିର ବିଷୟରେ ନିଶ୍ଚିୟ ଜାଣିଥିବେ। ଯାହା ଭାରତର ଚାରି ତୀର୍ଥଧାମ ମଧ୍ୟରୁ ଗୋଟିଏ ଅଟେ।ଆଜି ମୁଁ ଆପଣଙ୍କୁ ପୁରୀ ମନ୍ଦିର ଭିତରେ ଥିବା ବହୁତ ରହସ୍ୟମୟ ବିଷୟ ସମ୍ପର୍କରେ କହିବାକୁ ଯାଉଛି।୧୯୮୫ ମସିହାରେ ଯେତେବେଳେ ଆରୋକଲୋଜି ଟିମ୍ ପୁରୀ ମନ୍ଦିର ପରିଦର୍ଶନ କରିବାକୁ ଆସିଥିଲେ।

ସେତେବେଳେ ଭାରତ ସରକାରଙ୍କ ଘୋଷଣା କଲେ ଯେ ଏହି ଟିମ୍ ଶ୍ରୀମନ୍ଦିରରେ ଥିବା ରତ୍ନଭଣ୍ଡାରକୁ ଯାଇ ଗହଣାର ମୂଲ୍ୟାଙ୍କନ କରିବେ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଯେତେବେଳେ ସେମାନେ ସେମାନେ ଶ୍ରୀମନ୍ଦିର ରତ୍ନଭଣ୍ଡାରର କବାଟ ଖୋଲିଲେ ସେତେବେଳେ ତା ଭିତରୁ ଭୟଙ୍କର ଶଦ୍ଦ ବାହାରିଥିଲା ଯାହାଫଳରେ ସେମାନେ ଆଉ ରନ୍ତଭଣ୍ଡାର ମଧ୍ୟକୁ ଯାଇପାରି ନଥିଲେ।ଏହାର କାରଣ କିନ୍ତୁ ଏ ପର୍ଯ୍ୟନ୍ତ ଜଣାପଡିନାହିଁ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ, ବାସ୍ତୁ, ସ୍ପେଶାଲଖବର, ଭାଈରାଲ ଖବର ଓଲିଉଡ, ବଲିଉଡ, ଦୈନନ୍ଦିନ ରାଶିଫଳ,ସାପ୍ତାହିକ, ମାସିକ, ରାଶିଫଳର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *