Press "Enter" to skip to content

ଅଭିନେତ୍ରୀ Barsha Priyadarshini ଛାଡ଼ିଲେ ଶାଶୂଘର । କୋର୍ଟଙ୍କ ନିର୍ଦେଶ ମାନି ଶାଶୂଘର ଛାଡିଛନ୍ତି Barsha Priyadarshini ।

ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆଉ ଅନେକ ପ୍ରକାରର ଘଟଣା ମଧ୍ୟ ଆଜିକା ଦୁନିଆରେ ଘଟି ଚାଲିଛି । ଆଉ ଏମିତି ଅନେକ ଘଟଣା ଘଟୁଛି ଯାହାକୁ ଦେଖିଲେ ଆପଣ ବି କହିବେ ଏମିତି କାହିଁକି ହେଲା ? ଆଉ ଏମିତି ଅନେକ ପ୍ରଶ୍ନ ମଧ୍ୟ ଆପଣଙ୍କ ମନକୁ ଆସିବ । ଆଉ ଏମିତି କିଛି ଖବର ଅଛି ଯାହାକୁ ଦେଖିଲା ପରେ ମନରେ ଅନେକ ପ୍ରକାରର ଭାବନା ଆସିବ । ଆଉ ଏମିତି କିଛି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି।ଆଉ ଏମିତି ଏକ ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଛାଡ଼ିଲେ ଶାଶୂଘର।କୋର୍ଟଙ୍କ ନିର୍ଦେଶ ମାନି ଶାଶୂଘର ଛାଡିଛନ୍ତି ବର୍ଷା ପ୍ରିୟଦର୍ଶିନୀ।ମାସେ ଭିତରେ ଘର ଛାଡ଼ିନେଇ ଅଗଷ୍ଟ ୩୦ରେ ଘର ଛାଡ଼ିବାକୁ ଆଦେଶ ଦେଇଥିଲେ କୋର୍ଟ। ଶୁକ୍ରବାର ଦିନ ସମୟସୀମା ପୂରଣ ହୋଇଥିବାବେଳେ ବର୍ଷା ତାଙ୍କ ଶାଶୂଘର ଛାଡି ବାପଘରକୁ ଚାଲିଯାଇଛନ୍ତି।ସେପଟେ ଏଯାଏ ଅନୁଭବ ଘରକୁ ଯାଇନାହାନ୍ତି।

ଅନ୍ୟପଟେ ପୋଲିସ ଉପସ୍ଥିତିରେ ପ୍ରବେଶ ପାଇଁ ପୁରୀଘାଟ ଥାନାରେ ଲିଖିତ ନିବେଦନ କରିଛନ୍ତି।ପୋଲିସ ଅନୁଭବଙ୍କ ନିର୍ଦେଶକୁ ଗ୍ରହଣ କରିବା ସହିତ ସମସ୍ତ ପ୍ରକାର ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଥିବାର ସୂଚନା ମିଳିଛି।ଆଉ ଏବେ ବି କଟକ ଅଦାଲତ ପରିବାରରେ କେଶ ଚାଲିଛି।ପୂର୍ବରୁ ଉଭୟଙ୍କ ମଧ୍ୟରେ ସମାଧାନର ମଧ୍ୟସ୍ଥତା କରାଯାଇଥିଲେ ମଧ୍ୟ କୈାଣସି ସଫଳତା ମିଳିନଥିଲା।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,
ଭାଈରାଲ ଖବର ଓଲିଉଡ, ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from BREAKING NEWSMore posts in BREAKING NEWS »

Be First to Comment

Leave a Reply

Your email address will not be published. Required fields are marked *