Press "Enter" to skip to content

ଘରେ ସ୍ତ୍ରୀ ଥାଉ ଥାଉ ଛାତ୍ରୀଙ୍କ ସହ ଅସଦାଚରଣ କରିଲେ ଶିକ୍ଷକ । ଭିଡିଓ ହେଲା ଭାଇରାଲ ।

ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ ।ଆଉ ସୋସିଆଲ ମିଡିଆରେ ଏମିତି ଅନେକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।ଆଉ ଏମିତି କିଛି ଭିଡିଓ ଅଛି ଯାହାକୁ ଦେଖିଲେ ଆପଣ ଆପଣଙ୍କ ମନ ଭିତରେ ଅନେକ ପ୍ରକାରର ଭାବନା ଭାବିବେ ।ଆଉ ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ଏବେ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ଭାବିବେ ଏଭଳି ଗୁରୁ କୌଣସି ସ୍କୁଲରେ ନଥାନ୍ତୁ ।

ଗୁରୁ ଆଉ ଶିଷ୍ୟର ସମ୍ପର୍କ କେତେ ମଧୁର ଆଉ ପବିତ୍ର ତାହା ଆପଣମାନେ ଜାଣିଥିବେ ।କିନ୍ତୁ ଏବେକାର ଦୁନିଆରେ ଏଭଳି କିଛି ଘଟଣା ଘଟୁଛି ଯାହା ଗୁରୁ ଓ ଶିଷ୍ୟ ମାନଙ୍କ ସଂପର୍କରେ କଳଙ୍କର ଦାଗ ଲଗାଇ ଦେବ ।ଆଉ ଆଜିକା ସମାଜରେ ଏଭଳି ଘଟଣା ଘଟୁଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।ଏହି ଭିଡିଓରେ ଦେଖିବାକୁ ମିଳୁଛି କି ଜଣେ ଶିକ୍ଷକ ଜଣେ ଛାତ୍ରୀଙ୍କୁ କଲ୍ କରିଛନ୍ତି ।ଆଉ ଏହି କଲ୍ ରେକୋର୍ଡିଂ ଏବେ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେଉଛି ।

ସେହି ଶିକ୍ଷକ ଜଣଙ୍କର ମନରେ ଏତେ ପାପ ଅଛି ସେକଥା ଏହି ଅଡିଓ କ୍ଲିପରେ ଆପଣ ଶୁଣିପାରିବେ ।ଆଉ ଶିକ୍ଷକ ହୋଇ ସେହି ଛାତ୍ରୀ ଜଣଙ୍କୁ ସାଙ୍ଗ ହେବା ପାଇଁ କହୁଛନ୍ତି ।ଘରେ ସ୍ତ୍ରୀ ଥାଉ ଥାଉ ଶିକ୍ଷକ ଜଣକଙ୍କ ମନରେ ଏଭଳି ପାପ ଅଛି ଯାହା ଶୁଣିଲେ ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବେ ।ଆଉ ଏହି ଶିକ୍ଷକ ଜଣକ ଛାତ୍ରୀଙ୍କୁ ଭଲ ପାଉଛନ୍ତି ବୋଲି କହିଛନ୍ତି ।ଆଉ ଏଭଳି ଅନେକ କଥା କହିଛନ୍ତି ଯାହା ଏହି ଅଡିଓ କ୍ଲିପରୁ ଆପଣ ଶୁଣିପାରିବେ ।

ଆଉ ଏହି କଥା ଶୁଣି ଛାତ୍ରୀ ଜଣକ ବିରୋଧ କରିଛନ୍ତି ଆଉ ଏଭଳି କିପରି କହିପାରିଲେ ଏହାକୁ ନେଇ ପ୍ରଶ୍ନ କରିଛନ୍ତି ।ସେହି ଛାତ୍ରୀ ଜଣକ ତାଙ୍କୁ କଥା ନହେବାକୁ କହିଛନ୍ତି ଆଉ ନମ୍ବର ଡିଲିଟ କରିବାକୁ କହିଛନ୍ତି ।ଜଣେ ଶିକ୍ଷକ ହୋଇ ଏଭଳି ଚିନ୍ତାଧାରା ଆଉ ଏଭଳି କଥା ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ ।ଆଉ ଏହିଭଳି ଗୁରୁ ସମାଜ ପାଇଁ କଳଙ୍କ ।ଏଭଳି ଶିକ୍ଷକଙ୍କୁ ଦଣ୍ଡ ମିଳିବା ଉଚିତ୍ ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *