Press "Enter" to skip to content

ବୁଷ୍ଟର ଡୋଜ ପାଇଁ ଲୋକମାନଙ୍କର ଅପେକ୍ଷା ଖବର ଶୁଣିଲେ ଆପଣଙ୍କ ହୋସ ଉଡିଯିବ ।

ବୁଷ୍ଟର ଡୋଜ ପାଇଁ ରାତି ୧୦ ଟାରୁ ଲାଇନ୍ ଲାଗିଛି ।ଦାନ୍ତ ଘଷି ନାହାଁନ୍ତି କି କିଛି ଖାଇ ନାହାଁନ୍ତି ।ଆଉ ଲୋକମାନେ ସାଙ୍ଗରେ ବେଡସିଟ ନେଇ ଆସିଛନ୍ତି ଲୋକ ।ଆସିକି ଦିନ ଅଧା ହେଲାଣି ପଛକେ ଲାଇନ୍ ସରୁନି ।ଏଭଳି କିଛି କହିଛନ୍ତି ଜଣେ ମହିଳା ।ଲାଇନ୍ ଲାଗିଛି ଆଧାର କାର୍ଡର ।ଆଉ ଆଧାର କାର୍ଡକୁ ଏମିତି ଲୋକମାନେ କାହିଁକି ରଖିଛନ୍ତି ।ସେହି ଅଞ୍ଚଳରେ ଏମିତି ଆଧାର କାର୍ଡ ରଖାଯାଇଛି ।

ଆଉ ଲୋକମାନଙ୍କର ଭିଡ ଜମିଛି ।ଲୋକମାନେ ଏଠି ଟୀକା ନେବାକୁ ଭିଡ ଲଗାଉଛନ୍ତି ।ଲୋକମାନେ ରାତି ୧୦ ଟାରୁ ଆସି ବୁଷ୍ଟର ଡୋଜ୍ ପାଇଁ ଛିଡ଼ା ହୋଇଛନ୍ତି ।ଏଭଳି କିଛି ଘଟଣା ଦେଖିବାକୁ ମିଳୁଛି ବସ୍ତା ଅଞ୍ଚଳରେ ।ସରକାର ବୁଷ୍ଟର ଡୋଜ ପାଇଁ ଜୁଲାଇ ୧୫ ତାରିଖରୁ ଏହି ସେବା ଆରମ୍ଭ କରିଛନ୍ତି ।ଟିକା ଯେତେ ସରି ସରି ଆସିଲା ଆଉ ସରକାର ଟିକା ଦେବାର ଏକ ତାରିଖ ଧାର୍ଯ୍ୟ କରିଲେ ।

ଆଉ ସରକାର ଧାର୍ଯ୍ୟ କରିବାର ଶେଷ ତାରିଖ ଯୋଗୁଁ ଲୋକମାନଙ୍କର ଭିଡ ଲାଗିଲା ।ଆଉ ଏହି ଜିଲ୍ଲା ବାଲେଶ୍ଵର ବସ୍ତା ସନ୍ତୋସପୁର ଅଞ୍ଚଳରେ ଲୋକମାନଙ୍କର ଭିଡ ରହିଛି ।୧୫୦ ଟୀକା ଆସିଥିବା ବେଳେ ଲୋକମାନଙ୍କର ଭିଡ ଲାଗିଛି ।ଆଉ ଲୋକମାନେ ଚାଷ କରୁଥିଲେ ବୋଲି ଆସି ପାରୁନାହାଁନ୍ତି ବୋଲି କହିଥିଲେ ।ଏହି ଖବର ଏବେ ଆଶ୍ଚର୍ଯ୍ୟ ସୃଷ୍ଟି କରିଛି ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *