Press "Enter" to skip to content

ହେଡ଼ ସାରଙ୍କ ନିଦ ଆଗରେ କୁମ୍ଭକର୍ଣ୍ଣଙ୍କ ନିଦ ବି ହାର ମାନିଯିବ ଦେଖନ୍ତୁ ଭିଡ଼ିଓ ।

ଆପଣମାନେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ ।ଆଉ ଆଜିକା ଦୁନିଆରେ ଏମିତି ସବୁ ଘଟଣା ଘଟୁଛି ଯାହା ବିଷୟରେ ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।ଆଉ ଆଜିକା ସମାଜରେ ଏମିତି ଅନେକ ପ୍ରକାରର ଘଟଣା ଘଟିଛି ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ ।ଆଉ ଏହି ସମାଜ ପାଇଁ କଳଙ୍କିତ ମଧ୍ୟ ଅଟେ ।ଆଉ ଆଜିକା ସମାଜରେ ବାସ କରୁଥିବା ଲୋକମାନେ ନିଜ ଇଜ୍ଜତ କଥା ଭୁଲି ଏଭଳି କାମ କରନ୍ତି ଯାହା ନିନ୍ଦନୀୟ ଅଟେ ।

ଆଉ ଏବେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯାହାକୁ ଦେଖିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବେ ।ଆଉ ଏମିତି ଏକ ଘଟଣା ଏବେ ସାମ୍ନାକୁ ଆସିଛି ।ଏହି ଘଟଣାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ହେଉଛି ।ଜଣେ ଶିକ୍ଷକ ସମସ୍ତଙ୍କୁ ପାଠ ପଢ଼ାଇଥାନ୍ତି ।ଆଉ ଭଲ ରାସ୍ତାକୁ ଆଣିଥାନ୍ତି ।ଗୋଟେ ପିଲାର ଭବିଷ୍ୟତ ପାଇଁ ଜଣେ ଶିକ୍ଷକଙ୍କର ହାତ ଆଉ ତାଙ୍କ ଶିକ୍ଷାର ବହୁତ ମହତ୍ତ୍ଵ ଥାଏ ।

ଆଉ ଏହି ଭିଡିଓରେ ଦେଖିବାକୁ ମିଳୁଛି କି କଣ୍ଟାବିଞ୍ଜା ଗ୍ରାମର ଏକ ବିଦ୍ୟାଳୟରେ ଶିକ୍ଷକ ପାଠ ପଢ଼ାଇବା ବଦଳରେ ଏତେ ଘୋର ନିଦରେ ଶୋଇଛନ୍ତି ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି ।ସ୍କୁଲର ଶିକ୍ଷକ ଜଣକ ଏଭଳି ଶୋଇଛନ୍ତି ତାଙ୍କ ଆଗରେ କୁମ୍ଭକର୍ଣ୍ଣ ନିଦ ବି ହାର ମାନିଯିବ ।ଆଉ କୁମ୍ଭକର୍ଣ୍ଣ ଭଳି ହେଡ ସାର୍ ଜଣଙ୍କ ଶୋଇଲେ ଆମ ଶିକ୍ଷା ବ୍ୟବସ୍ଥା କଣ ହେବ ।

ଆଉ ପିଲାମାନଙ୍କର ଭବିଷ୍ୟତ କଣ ହେବ ।ଏଭଳି କିଛି ଘଟଣା ଘଟିଛି ମାଓବାଦୀ ପ୍ରବଣ ଅଞ୍ଚଳରେ ।ଏଭଳି ଶିକ୍ଷାଦାନ ଚାଲିଲେ ପିଲାଙ୍କ ଭବିଷ୍ୟତ ଅନ୍ଧାର ।ପିଲାମାନେ କ୍ଲାସ ଭିତରେ ଆଉ ବାହାରେ ବୁଲୁଥିବାର ଏହି ଭିଡିଓରେ ଦେଖିବାକୁ ମିଳିଛି ।ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।ଏଭଳି ଶିକ୍ଷକଙ୍କୁ ଚାକିରିରୁ ବହିଷ୍କାର କରିବା ଉଚିତ୍ ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *