Press "Enter" to skip to content

ଧରାପଡିଲା ଜମାଟୋ ବୟ ଓ ଯୁବତୀଙ୍କ ସମ୍ପର୍କ, ଦେଖନ୍ତୁ Video ।

ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ।ଆଉ ଅନେକ ପ୍ରକାରର ଘଟଣା ମଧ୍ୟ ଆଜିକା ଦୁନିଆରେ ଘଟି ଚାଲିଛି।ଆଉ ଏମିତି ଅନେକ ଘଟଣା ଘଟୁଛି ଯାହାକୁ ଦେଖିଲେ ଆପଣ ବି କହିବେ ଏମିତି କାହିଁକି ହେଲା ? ଆଉ ଏମିତି ଅନେକ ପ୍ରଶ୍ନ ମଧ୍ୟ ଆପଣଙ୍କ ମନକୁ ଆସିବ।ଆଉ ଏମିତି କିଛି ଖବର ଅଛି ଯାହାକୁ ଦେଖିଲା ପରେ ମନରେ ଅନେକ ପ୍ରକାରର ଭାବନା ଆସିବ।ଆଉ ଏମିତି କିଛି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି।ଆଉ ଏମିତି ଏକ ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ।

ବନ୍ଧୁଗଣ ଆଜିଆମେ ଆପଣମାନଙ୍କୁ ଏମିତି ଏକ ଭିଡିଓ ବିଷୟରେ କହିବାକୁ ଯାଉଛୁ ଯାହାକୁ ଦେଖିଲେ ଆପଣମାନେ ମଧ୍ୟ ଆଶ୍ଚର୍ଯ୍ୟ ହେବେ। ତେବେ ଏହି ଭିଡିଓରେ ଦେଖାଯାଇଛି ଯେ ଜମାଟୋର ଜଣେ ଡେଲିଭରି ବୟ ଏକ ପାର୍ସଲ ନେଇ ଗୋଟିଏ କଷ୍ଟୋମର ପାଖକୁ ଯାଇଛନ୍ତି।ଘର ବାହାରେ ରହି ପ୍ରଥମେ କଷ୍ଟୋମରକୁ ଫୋନ୍ କରିଛନ୍ତି ତାପରେ କଷ୍ଟୋମର ଙ୍କ ଘର ବାହାରୁ ଠେଲିଭରି ବୟ ଜଣକ କଲିଙ୍ଗ୍ ବେଲ ମାରିବା ପରେ ଘରୁ ଜଣେ ଯୁବତୀ ବାହାରକୁ ଆସୁଛନ୍ତି।

ତା ପରେ ଯୁବତୀ ଜଣକ ଡେଲିଭରି ବୟ ଜଣଙ୍କୁ ରୁମ ଭିତରକୁ ଟାଣି ନେଇ ଯାଉଛି।ବେଶ କିଛି ସମୟପରେ ସେମାନେ ରୁମରୁ ବାହାରକୁ ବାହାରୁଛନ୍ତି ଓ ପରସ୍ପରକୁ ହକ୍ କରୁଛନ୍ତି।ଏହି ଭିଡିଓଫୁଟେଜଟି ସିସିଟିଭିରେ କଏଦ ହୋଇଥିଲା। ଯାହାକି ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଅନେକ ମାତ୍ରାରେ ଭାଇରାଲ ହେବାରେ ଲାଗିଛି।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ, ବାସ୍ତୁ, ସ୍ପେଶାଲଖବର, ଭାଈରାଲ ଖବର ଓଲିଉଡ, ବଲିଉଡ, ଦୈନନ୍ଦିନ ରାଶିଫଳ,ସାପ୍ତାହିକ, ମାସିକ, ରାଶିଫଳର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *