Press "Enter" to skip to content

ନୟାଗଡ଼ରେ ଭକ୍ତକୁ ଦେଖାଦେଲେ ଭଗବାନ ।

ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ।ଆଉ ଅନେକ ପ୍ରକାରର ଘଟଣା ମଧ୍ୟ ଆଜିକା ଦୁନିଆରେ ଘଟି ଚାଲିଛି।ଆଉ ଏମିତି ଅନେକ ଘଟଣା ଘଟୁଛି ଯାହାକୁ ଦେଖିଲେ ଆପଣ ବି କହିବେ ଏମିତି କାହିଁକି ହେଲା ? ଆଉ ଏମିତି ଅନେକ ପ୍ରଶ୍ନ ମଧ୍ୟ ଆପଣଙ୍କ ମନକୁ ଆସିବ।ଆଉ ଏମିତି କିଛି ଖବର ଅଛି ଯାହାକୁ ଦେଖିଲା ପରେ ମନରେ ଅନେକ ପ୍ରକାରର ଭାବନା ଆସିବ।ଆଉ ଏମିତି କିଛି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି।ଆଉ ଏମିତି ଏକ ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ।

ବନ୍ଧୁଗଣ ଆଜିଆମେ ଆପଣମାନଙ୍କୁ ଏମିତି ଏକ କଥା କହିବାକୁ ଯାଉଛୁ ଯାହା ସମ୍ପୂର୍ଣ୍ଣ ସତ୍ୟ ଘଟଣା ଉପରେ ଆଧାରିତ।ଯାହା ନୟାଗଡ଼ ଜିଲ୍ଲାରେ ଘଟିଥିଲା।କୁହାଯାଏ ଭକ୍ତର ଭକ୍ତିରେ ଭଗବାନ ଦେଖାଦିଅନ୍ତି ଏଭଳି ଏକ ଘଟଣା ଘଟିଛି ନୟାଗଡ଼ ଜିଲ୍ଲାର ବିଶ୍ଵନାଥ ପଣ୍ଡାଙ୍କ ସହ ସେ ସେହି ଜିଲ୍ଲାର ଏକ ଶିବ ମନ୍ଦିର ପାଖରେ ତାଙ୍କ ଘରେ ରହୁଥିଲେ।

ସେ ଥିଲେ ଜଣେ ପରମ ଶିବ ଭକ୍ତ।ସେ ନିଜର ଏକ ଓୈାଷଧ ଦୋକାନ କରି ନିଜର ଗୁଜୁରାଣ ମେଣ୍ଟାଉଥିଲେ।ଭଗବାନ ଶିବଙ୍କ ଭକ୍ତିରେ ଏତେ ନିମଗ୍ନ ଥିଲେ ଯେ ସାରା ଜୀବନ ଅବିବାହିତ ରହିବାକୁ ନିଷ୍ପତ୍ତି ନେଇଥିଲେ।କିନ୍ତୁ ପରବର୍ତ୍ତୀ ସମୟରେ ପରିସ୍ଥିତିରେ ପଡି ବିବାହ କରିଥିଲେ।ବୈବାହିକ ଜୀବନରେ ସେ ଏତେ ବ୍ୟସ୍ତ ରହିଲେ ଯେ ଠାକୁରଙ୍କ ନାମ ମଧ୍ୟ ଉଚ୍ଚାରଣ କରିବାକୁ ଭୁଲିଗଲେ।

ଏହାର କିଛି ଦିନ ପରେ ହଠାତ୍ ତାଙ୍କ ବାପାଙ୍କ ଦେହ ଅସୁସ୍ଥ ହୋଇ ପଡିଲା ଓୈାଷଧ ଦୋକାନରେ କ୍ଷତି ଫଳରେ ତାଙ୍କର ଦେବାଳିଆ ପରିସ୍ଥିତି ଦେଖାଦେଲେ ଏସବୁ ଦେଖି ସେ ବିଚଳିତ ହୋଇଯାଇଥିଲେ।କିଛି ଉପାୟ ନପାଇ ସେ ତାଙ୍କ ଘର ପାଖ ଶିବ ମନ୍ଦିରକୁ ଦଉଡି ଯାଇ ପ୍ରଭୁଙ୍କୁ କ୍ଷମା ମାଗିଲେ।ପରେ ତାଙ୍କ ବାପାଙ୍କ ଦେହ ଠିକ୍ ହୋଇଗଲା।ତେଣୁ କୁହାଯାଏ ଭଗବାନ କେବେ ହେଲେ ଭକ୍ତର ଦୁଃଖ ସହି ପାରନ୍ତି ନାହିଁ।ସେ ସବୁବେଳେ ତାଙ୍କ ଭକ୍ତକୁ କ୍ଷମା କରିଦିଅନ୍ତି।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ, ବାସ୍ତୁ, ସ୍ପେଶାଲଖବର, ଭାଈରାଲ ଖବର ଓଲିଉଡ, ବଲିଉଡ, ଦୈନନ୍ଦିନ ରାଶିଫଳ,ସାପ୍ତାହିକ, ମାସିକ, ରାଶିଫଳର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *