Press "Enter" to skip to content

ହାଇ ସିକ୍ୟୁରିଟି ନମ୍ୱର୍ ପ୍ଲେଟକୁ ନେଇ ଏଭଳି କିଛି ମନ୍ତବ୍ୟ ଦେଲେ ଆଇନଜୀବୀ ।

ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ ।ଆଉ ସୋସିଆଲ ମିଡିଆରେ ସବୁ ପ୍ରକାରର ଭିଡିଓ ଆଉ ସବୁ ଘଟଣା ଏବଂ ଖବର ବିଷୟରେ ଆପଣମାନେ ଜାଣିପାରିବେ ।ଆଉ ଏବେ ସବୁଆଡ଼େ ହାଇ ସିକ୍ୟୁରିଟି ନମ୍ୱର ପ୍ଲେଟ ବିଷୟରେ ଜାଣିଥିବେ । ଆଉ ଏବେ ଯୁଆଡ଼େ ଦେଖିବେ ଆପଣ ସିଆଡେ ଗାଡ଼ି ମାନଙ୍କର ନମ୍ବର ପ୍ଲେଟ ଚେଞ୍ଜ ହେଉଛି ।ଆଉ ଏବେ ସବୁ ଗାଡ଼ିରେ ହାଇ ସିକ୍ୟୁରିଟି ନମ୍ବର ଲାଗିବ ବୋଲି ସରକାର ଘୋଷଣା କରିଛନ୍ତି ।

ଆଉ ଏବେ ଯେଉଁମାନେ ଗରିବ ଶ୍ରେଣୀର ଲୋକ ଅଛନ୍ତି ଆଉ ଯେଉଁମାନେ ନେଟ ବିଷୟରେ ଜାଣି ନାହାନ୍ତି ସେମାନେ ଏହି ହାଇ ସିକ୍ୟୁରିଟି ନମ୍ୱର୍ ପ୍ଲେଟ କିପରି ଲଗାଇବେ ଏହାକୁ ନେଇ ଏବେ ଏହି ଆଇନଜୀବୀ ଜଣକ ଗଣମାଧ୍ୟମ ଆଗରେ କହିଛନ୍ତି ।ଓଡ଼ିଶାରେ ୮୦ ଲକ୍ଷ ଗାଡ଼ି ଅଛି ଆଉ ୭୦୦, ୪୦୦ ଟଙ୍କା ଦେଇ ଲୋକମାନେ ଏହି ହାଇ ସିକ୍ୟୁରିଟି ନମ୍ବର ଲଗାଉଛନ୍ତି ।ଏଥିରେ କେନ୍ଦ୍ର ସରକାର କଣ ଲାଭ ପାଉଛନ୍ତି ।

ଏହି ଗାଡ଼ି ନମ୍ବର ପ୍ଲେଟ ଲାଗିଲେ ହଜିବା ଗାଡ଼ି ଲୋକ ପାଇବ ତ ।ଆଉ ଏବେ ଏହାକୁ ନେଇ ଯେଉଁ ୨୦ ହଜାର ଲୋକ ଷ୍ଟ୍ରାଇକ କରିଛନ୍ତି ସେମାନେ ଠିକ୍ କରିଛନ୍ତି ।ଅନେକ ଲୋକଙ୍କର ପନ୍ଥାକୁ ଲୁଟି ଆଉ ସରକାର ମିଶି ୪ଟି କମ୍ପାନୀକୁ ନିଜ ଲାଭ କି କଣ ପାଇଁ ଏହି ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଉଛନ୍ତି ।ଆଉ ଏହି ଘଟଣାର ଶୁଣାଣି କୋର୍ଟରେ ହେବ ଆଉ ଏହାକୁ ନେଇ ଏବେ ଚର୍ଚ୍ଚା ହେଉଛି ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *