Press "Enter" to skip to content

ସୋସିଆଲ ମିଡିଆରେ ଭାଇରାଲ ହେଲା କଲେଜ ଛାତ୍ରୀଙ୍କ ଭିଡିଓ, ଫସିଲେ ପ୍ରେମୀ ଯୁଗଳ ।

ଆପଣମାନେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ ।ଆଉ ଆଜିକା ଦୁନିଆରେ ଏମିତି ସବୁ ଘଟଣା ଘଟୁଛି ଯାହା ବିଷୟରେ ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।ଆଉ ଆଜିକା ସମାଜରେ ଏମିତି ଅନେକ ପ୍ରକାରର ଘଟଣା ଘଟିଛି ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ ।ଆଉ ଏହି ସମାଜ ପାଇଁ କଳଙ୍କିତ ମଧ୍ୟ ଅଟେ ।ଆଉ ଆଜିକା ସମାଜରେ ବାସ କରୁଥିବା ଲୋକମାନେ ନିଜ ଇଜ୍ଜତ କଥା ଭୁଲି ଏଭଳି କାମ କରନ୍ତି ଯାହା ନିନ୍ଦନୀୟ ଅଟେ ।

ଆଉ ଏଭଳି ଘଟଣା ସବୁ ସମୟରେ ବା ସବୁଆଡ଼େ ଆପଣମାନେ ଦେଖି ପାରୁଥିବେ ।ଆଉ ଏମିତି ଅନେକ ଘଟଣା ଘଟୁଛି ଯାହା ଫଳରେ ସମାଜ ବଦନାମ୍ ହେଉଛି ।ଆଉ ଏମିତି ଘଟଣା ଘଟୁଛି ଯାହାକୁ ଦେଖିଲେ ଆପଣମାନେ ଭାବିବେ ଝିଅ ହୋଇ ଏଭଳି କାମ କେମିତି କରିପାରିଲା ।ଆଉ ଏହି ଭିଡିଓ ହେଉଛି ଏକ କଲେଜ ଝିଅର ।ଆଉ ଏହି କଲେଜ ଝିଅଟି ଏଭଳି କିଛି କମ୍ କରୁଛି ଯାହା ନିନ୍ଦନୀୟ ଅଟେ ।ଆଉ ଏହି ଝିଅଟି ଜଣେ ଯୁବକଙ୍କୁ ଦେଖା କରିବାକୁ ଯାଇଥିଲା ।

ଆଉ ସେଠାରେ ତାଙ୍କୁ କିଛି ଲୋକମାନେ ଦେଖି ନେଇଥିଲେ ।ଆଉ ଧରି ପକାଇଥିଲେ ।ଆଉ ଏହାପରେ ସେହି ଯୁବକ ଆଉ ଯୁବତୀଙ୍କୁ ବିବାହ କରିବାକୁ କହିଥିଲେ ।ଆଉ ଏମିତି କିଛି ସ୍ଥାନୀୟ ଲୋକ କହିବା ପରେ ଯୁବତୀ ଜଣଙ୍କ ମଥାରେ ସେହି ଯୁବକ ଜଣଙ୍କ ସିନ୍ଦୂର ଲଗାଇଲେ ।ଆଉ ଏହି ଭିଡିଓ ଏବେ ସୋସିଆଲ ମିଡ଼ିଆର ବହୁତ ପରିମାଣରେ ଭାଇ ରାଲ ହେଉଛି ।ଆଉ ଲୋକମାନେ ଏହାକୁ ଦେଖି ଅନେକ ପ୍ରକାରର କଥା କହିଛନ୍ତି ।ଆଉ ତାଙ୍କ ମନରେ ଅନେକ ପ୍ରକାରର କଥା ଭାବୁଛନ୍ତି ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ଭାଇରଲ ଖବରMore posts in ଭାଇରଲ ଖବର »

Be First to Comment

Leave a Reply

Your email address will not be published. Required fields are marked *