Press "Enter" to skip to content

ପୁଣି ପ୍ରେମରେ ମିଳିଲା ପ୍ରତାରଣା । ପ୍ରେମିକ ଘର ଆଗରେ ଧାରଣାରେ ବସିଲେ ପ୍ରେମିକା ।

ଆଜି ପ୍ରେମର ପରିଭାଷା ବଦଳି ଯାଇଛି ।ପ୍ରେମର ସଂଜ୍ଞା ବଦଳିଛି ।ଆଉ ଭଲପାଇବାର ଅର୍ଥ ବଦଳି ଯାଇଛି ।ଆଉ ଆଜିକା ଦୁନିଆରେ ପ୍ରେମ କହିଲେ କେବଳ ସେ-କ୍ସ ଆଉ ଧୋକା ।ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକ ମାର୍ଶାଘାଇ ଥାନା ଅନ୍ତର୍ଗତ କୁଉସିଙ୍ଗା ପଞ୍ଚାୟତ ବାନ୍ଧକୁନ୍ଧ ଗ୍ରାମରେ । ବାନ୍ଧକୁନ୍ଧ ଗାଁର ରମେଶଚନ୍ଦ୍ର ଓଝାଙ୍କ ପୁଅ ରଞ୍ଜନ ଓଝା ଯାହାଙ୍କ ବୟସ ୨୮ ବର୍ଷ ।ସେ ଝାଡ଼ଖଣ୍ଡ ରୁଙ୍ଗଟା ମାଇନ୍ସରେ କାମ କରୁଥିଲେ ରମେଶ ।

ଆଉ ସେ କାମ କରୁଥିବା ବେଳେ ଯାଜପୁର ସଦର ଥାନା ଅନ୍ତର୍ଗତ ଏକ ଗ୍ରାମର ଝିଅଙ୍କ ସହ ଇନଷ୍ଟାଗ୍ରାମରେ କଥା ହେଉଥିଲେ ।ଆଉ ଦୀର୍ଘ ୧୪ ମାସର ଚାଟିଂ ପରେ ଉଭୟଙ୍କ ଭିତରେ ଗଢି ଉଠିଲା ପ୍ରେମ ସମ୍ପର୍କ ।ତାପରେ ନିଜ ଘର, ଭଉଣୀ ଘର ଏବଂ ଓୟୋ ହୋଟେଲ ଏକାଠି ଗଲେ ।ବାରମ୍ବାର ନିଜ ଗାଁ ଆଉ ହୋଟେଲରେ ଶା-ରୀ-ରି-କ ସଂପର୍କ ରଖିବା ପରେ ରମେଶ ଏବେ କହୁଛି ସେ ଝିଅକୁ ବାହା ହେବ ନାହିଁ ।ଯାହାକୁ ନେଇ ପ୍ରେମିକା ଜଣକ ଥାନାର ଦ୍ବାରସ୍ଥ ମଧ୍ୟ ହୋଇଥିଲେ ।

ଆଉ ସେତେବେଳେ ରମେଶ କହିଥିଲା ସେ ଝିଅକୁ ବାହା ହେବ ଏବଂ ପାଖରେ ରଖିବ ।କିନ୍ତୁ ଥାନା ବାହାରକୁ ଆସିଲା ପରେ ସବୁକିଛି ବଦଳି ଗଲା ।ଆଉ ଏହାପରେ ପ୍ରେମିକା ଆସି ପ୍ରେମିକର ଘର ଆଗରେ ବସିଛି ଆଉ ପ୍ରେମିକ କହୁଛି ଘର ଆଗରେ ବସି ଇଜ୍ଜତ ଖରାପ କରନା ।ଆଉ ସେ ତାଙ୍କୁ ହୋଟେଲ ନେଇଥିଲେ ସେଠି ବସିବାକୁ କହୁଛନ୍ତି ଏହି ପ୍ରେମିକ ଜଣକ ।ଆଉ ଏବେ ଦେଖିବାକୁ ବାକି ରହିଲା କେବେ ନ୍ୟାୟ ମିଳୁଛି ଏହି ଝିଅଙ୍କୁ ।ଆଉ ତାଙ୍କ ପ୍ରେମିକ କେବେ ତାଙ୍କ ମଥାରେ ସିନ୍ଦୂର ଆଉ ହାତରେ ଶଙ୍ଖା ଦେଇ ନିଜର କରୁଛି ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *