Press "Enter" to skip to content

ଧାରଣାରେ ବସିଥିଲେ ମହିଳା । ଆଉ ଅଧରାତିରେ ପୋଲିସ ଆସି କରିଥିଲେ ଏଭଳି କାମ ।

ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ ।ଆଉ ସୋସିଆଲ ମିଡିଆରେ ଆପଣମାନେ ସବୁ ପ୍ରକାରର ଘଟଣା ବିଷୟରେ ଜାଣି ପାରୁଥିବେ ।ଆପଣମାନେ ଆଜିକା ସମାଜରେ ଘଟୁଥିବା ଘଟଣା ବିଷୟରେ ଜାଣିବା ଦ୍ବାରା ଆପଣଙ୍କ ମନରେ ଅନେକ ପ୍ରକାରର ଭାବନା ଆସିଥାଏ ।ଆଉ ଆଜିକା ଯୁଗରେ ଲୋକମାନେ ଏଭଳି କିଛି କାମ କରିଥାନ୍ତି ଯାହା ନିନ୍ଦନୀୟ ଅଟେ ।

ଆଉ ଏମିତି କିଛି ଘଟଣା ସାମ୍ନାକୁ ଆସୁଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।ଆଉ ଆଜିକା ଯୁଗରେ ଲୋକମାନେ ଏଭଳି ଅନେକ କାମ କରୁଛନ୍ତି ଯାହା ନିନ୍ଦନୀୟ ଅଟେ ।ଆଉ ଏମିତି ଅନେକ ଘଟଣା ଏବେ ଘଟୁଛି ଯାହା କରିବା ପୂର୍ବରୁ ଲୋକମାନେ ଟିକେ ନିଜ ଇଜ୍ଜତ କି ପରିବାରର ଇଜ୍ଜତ କଥା ଭାବୁନାହାଁନ୍ତି ।ଆଉ ସମାଜରେ ଏଭଳି କିଛି ଘଟଣା ଘଟୁଛି ଯାହା ଶୁଣିଲେ ଯେ କେହି ବି ମନରେ ଅନେକ କଥା ଭାବିବେ ।ଆଉ ଏମିତି ଏକ ଘଟଣା ଏବେ ସମସ୍ତଙ୍କ ସାମ୍ନାକୁ ଆସିଛି ।

ଆଉ ଏହି ଘଟଣା କୌଣସି ଏକ ଅଞ୍ଚଳରେ ଘଟିଛି ।ଆଉ ରାସ୍ତା କଡ଼ରେ ଲୋକମାନେ ଆଉ ପୋଲିସ ରୁଣ୍ଡ ହେଇଥିବାର ଆପଣ ଏହି ଭିଡିଓରେ ଦେଖିପାରିବେ ।ଆଉ ଏହି ଘଟଣାରୁ ଜଣାପଡୁଛି କି ଜଣେ ମହିଳା ଧାରଣାରେ ବସିଛନ୍ତି ।ଆଉ ସେ ରାତି ସାରା ଧାରଣାରେ ବସିଛନ୍ତି ।ଆଉ ଅଧରାତିରେ ପୋଲିସ ମହିଳା ବସିଥିବା ଧାରଣା ସ୍ଥଳରେ ପହଞ୍ଚିଥିଲେ ।ଆଉ ଏହାପରେ ସେଠାରେ ପାଟି ତୁଣ୍ଡ ହୋଇଥିଲା ।ଆଉ ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ୍ ହେଉଛି ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *