Press "Enter" to skip to content

ଫିଲ୍ମରେ ସ୍ଥାନ ଦେବା କହି ଶାରୀରିକ ସମ୍ପର୍କ ରଖୁଥିଲେ, ମିଡିଆ ପଚାରିବାରୁ ମିଡିଆ ଉପରେ ରହିଲେ Akshay ।

ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ।ଆଉ ଅନେକ ପ୍ରକାରର ଘଟଣା ମଧ୍ୟ ଆଜିକା ଦୁନିଆରେ ଘଟି ଚାଲିଛି।ଆଉ ଏମିତି ଅନେକ ଘଟଣା ଘଟୁଛି ଯାହାକୁ ଦେଖିଲେ ଆପଣ ବି କହିବେ ଏମିତି କାହିଁକି ହେଲା ? ଆଉ ଏମିତି ଅନେକ ପ୍ରଶ୍ନ ମଧ୍ୟ ଆପଣଙ୍କ ମନକୁ ଆସିବ।ଆଉ ଏମିତି କିଛି ଖବର ଅଛି ଯାହାକୁ ଦେଖିଲା ପରେ ମନରେ ଅନେକ ପ୍ରକାରର ଭାବନା ଆସିବ।ଆଉ ଏମିତି କିଛି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି।ଆଉ ଏମିତି ଏକ ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ।

ବନ୍ଧୁଗଣ ଗୁରୁ ଶିଷ୍ୟଙ୍କ ସମ୍ପର୍କ ଦୁନିଆର ସବୁଠାରୁ ପବିତ୍ର ସମ୍ପର୍କ। ଶିଷ୍ୟ ଗୁରୁଙ୍କୁ ସଦାସର୍ବଦା ଦେବତାଙ୍କ ଆସନରେ ବସାଇ ଥାଏ। ସେହିପରି ଗୁରୁ ମଧ୍ୟ ସେହ୍ନ ଶ୍ରଦ୍ଧା ଦେଇ ନିଜ ଶିଷ୍ୟକୁ ମଣିଷ କରି ଗଢି ତୋଳନ୍ତି। କିନ୍ତୁ ଆଜିର ସମୟରେ ସେ ସମ୍ପର୍କ ଆଉ ସେପରି ପବିତ୍ର ହେଇ ନାହିଁ। କିଛି ନଷ୍ଟ ଚରିତ୍ରର ଗୁରୁ ଶିଷ୍ୟଙ୍କ ଦ୍ଵାରା ଏହି ସମ୍ପର୍କ ହେଇଯାଇଛି କଳୁଷିତ ଯାହାକି ଅତ୍ୟନ୍ତ ଦୁଃଖଦାୟକ।

ତେବେ ବନ୍ଧୁଗଣ ଆଜି ଆମେ ଆପଣମାନଙ୍କୁ ଗୁରୁ ଶିଷ୍ୟ ସମ୍ପର୍କର ଏମିତି ନଗ୍ନ ଚିତ୍ର ଦେଖାଇବାକୁ ଯାଉଛୁ ଯାହା ଜାଣିଲେ ଆପଣମାନେ ମଧ୍ୟ ଆଶ୍ଚର୍ଯ୍ୟ ହେବେ। ତେବେ ଘଟଣାଟି ହେଉଛି ଏହା ଯେ କଲେଜର ଜଣେ ପ୍ରାପ୍ତ ବୟସ୍କ ଶିକ୍ଷକ ସେହି କଲେଜର ଜଣେ ଛାତ୍ରୀଙ୍କୁ ଫିଲ୍ମରେ କାମଦେବାର ଲୋଭ ଦେଖାଇ ଶାରୀରିକ ସମ୍ପର୍କ ରଖିବା ସହିତ ସେ ସମୟର ଅଶ୍ଳୀଳ ଫଟୋ ରଖି ଛାତ୍ରୀ ଜଣଙ୍କୁ ବ୍ଳାକମେଲ କରୁଛନ୍ତି।

ଯାହାକୁ ନେଇ ଛାତ୍ରୀ ଜଣଙ୍କ ଅଭିଯୋଗ କରିଛନ୍ତି।ତେବେ ଏହି ଖବର ପ୍ରଚାରିତ ହେବା ପରେ ମିଡ଼ିଆମାନେ ଉକ୍ତ ଶିକ୍ଷକ ଅକ୍ଷୟ ପରିଜାଙ୍କ ପାଖରେ ପହଞ୍ଚି ତାଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ।ମିଡ଼ିଆର ଏମିତି ବ୍ୟବହାର ଦେଖି ଅକ୍ଷୟ ପରିଜା ଭୀଷଣ ମାତ୍ରାରେ ରାଗିଯାଇନ୍ତି।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ, ବାସ୍ତୁ, ସ୍ପେଶାଲଖବର, ଭାଈରାଲ ଖବର ଓଲିଉଡ, ବଲିଉଡ, ଦୈନନ୍ଦିନ ରାଶିଫଳ,ସାପ୍ତାହିକ, ମାସିକ, ରାଶିଫଳର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from BREAKING NEWSMore posts in BREAKING NEWS »

Be First to Comment

Leave a Reply

Your email address will not be published. Required fields are marked *