Press "Enter" to skip to content

ଉପରେ ଧଳା ଭିତରେ ଧଳା, ଦେହ ସୁଖ ନେଇ ଦେଉଥିଲେ ସିନେମାରେ ସୁଯୋଗ : Akshay Parija ।

ଦର୍ଶକବନ୍ଧୁ ଆପଣଙ୍କର ମନ ଥିବ, ଯେତେବେଳେ ଓଲିଉଡ଼ରେ କାଷ୍ଟିଙ୍ଗ କାଉଜ କଥା ଉଠିଥିଲା, ଯେତେବେଳେ ଓଲିଉଡ଼ରେ ସଜ୍ଜା ସଙ୍ଗିନୀର କଥା ଉଠିଥିଲା, ଯେତେବେଳେ ଓଲିଉଡ଼ରେ ବେଡ଼ ପାର୍ଟନର କଥା ଉଠିଥିଲା, ଠିକ ସେତିକିବେଳେ ଅନେକ କଳାକାର ମଧ୍ୟ ଛନ୍ଦି ହୋଇଥିଲେ । ଆଉ ସେତେବେଳେ ବରିଷ୍ଠ ପ୍ରଯୋଜକ ଅକ୍ଷୟ ପରିଜା କୋହୁଥିଲେ କି ମୋ ସିନେମାରେ ଏମିତି ଉଦେୟେନା । ହଁ ଦର୍ଶକବନ୍ଧୁ ସତରେ ତାଙ୍କ ସିନେମାରେ ଏମିତି ହୁଏନା । ହଁ ଦର୍ଶକବନ୍ଧୁ ତାଙ୍କ କ୍ୟାମେରା ଆଗରେ ଏମିତି ହୁଏନା । ହଁ ଦର୍ଶକବନ୍ଧୁ କ୍ୟାମେରା ପଛରେ ତାଙ୍କର ସବୁ ହୁଏ । କ୍ୟାମେରା ପଛରେ ଆଉ ବନ୍ଦ କୋଠରୀରେ ଅନ୍ଧାର ଘରେ ସବୁ କିଛି ଚାଲେ ଅଶ୍ଳୀଳ ସିନେମା ।

ଯାହା ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି । ଏ ମୋବାଇଲ ରୁ ସେ ମୋବାଇଲକୁ ଘୁରି ବୁଲୁଛି । ସୋସିଆଲ ମିଡିଆରେ ପ୍ରବଳ ବେଗରେ ଭାଇରାଲ ହେବାରେ ଲାଗିଛି । ଦର୍ଶକବନ୍ଧୁ ଆପଣ ସ୍କ୍ରିନରେ ଦେଖୁଥିବା ଏ ଫଟୋ ଗୁଡିକ ହେଉଛି ବରିଷ୍ଠ ପ୍ରଯୋଜକ ଅକ୍ଷୟ ପରିଜାଙ୍କର । ଆଉ ଯାହାକୁ ସେ ନିଜେ ଭାଇରାଲ କରିଥିବା ଯୁବତୀ ଜଣକ ଏବେ ଥାନାରେ ଅଭିଯୋଗ କରିଛନ୍ତି । ଆଉ ଏ ଭିଡ଼ିଓ ଭାଇରାଲ ହେବା ପରେ କାଷ୍ଟିଙ୍ଗ କାଉଜର ଶିକାର ହୋଇଥିବା ଯୁବତୀ ଜଣକ ଲକ୍ଷ୍ମୀସାଗର ଥାନାରେ ଏତଲା ଦେଇଛନ୍ତି । ଆଉ ଏ ଘଟଣାକୁ ନେଇ ଓଲିଉଡ଼ରେ ଏବେ ନାନାଧି ଚର୍ଚ୍ଚା । କିଏ କେତେ କଥା କୋହୁଛି । ସତରେ ଓଡ଼ିଆ ସିନେମାରେ ଏମିତିବି ହୁଏ ।

ଯେଉଁଠି ପ୍ରଯୋଜକମନେ ଅନ୍ଧାର ଘରେ, କ୍ୟାମେରା ପଛ ପଟରେ ଏମିତି ବି କାମ କରିବାକୁ ପଛାନ୍ତି ନାହିଁ । ଯୁବତୀମାନଙ୍କୁ ସିନେମାରେ ସୁଯୋଗ ଦେବା ପାଇଁ, ରାତାରାତି ହିରୋଇନ କରିବା ପାଇଁ ଆଉ ତାଙ୍କର ଫ୍ୟାନ ଓ ଫଲୋର୍ସ ବଢେଇବା ପାଇଁ ଏମିତିବି କାମ କରନ୍ତି ପ୍ରଯୋଜକମନେ । ନଦେଖିଲା ଲୋକ ଦେଖ, ନଶୁଣିବା ଲୋକ କାନ ଖୋଲି ଶୁଣ । ଏ ହେଉଛନ୍ତି ବରିଷ୍ଠ ପ୍ରଯୋଜକ ଅକ୍ଷୟ ପରିଜା । ଯେ ବାରମ୍ବାର କୁହନ୍ତି ଆମ ସିନେମାରେ ଏମିତି ହୁଏନି । ବାସ୍ତବିକ ଏ ଚିତ୍ରକୁ ଦେଖିବା ପରେ ଲାଗୁଛି ଠାକୁର ଘରେ କିଏ ନା ମୁଁ କଦଳୀ ଖାଇନି । ତେବେ ଦେଖିବାକୁ ବାକି ରହିଲା ବରିଷ୍ଠ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ବିରୋଧରେ କଣ ନିଆଯାଉଛି କାର୍ଯ୍ୟାନୁଷ୍ଠାନ ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from BREAKING NEWSMore posts in BREAKING NEWS »

Be First to Comment

Leave a Reply

Your email address will not be published. Required fields are marked *