Press "Enter" to skip to content

Exclusive : Dineshର କଥା ଶୁଣି ଆଉ ସହି ପାରିଲେନି Deepika, ଖୋଲି କହିଲେ ସମ୍ପର୍କର କିଛି ଅକୁହା କଥା ।

ଆପଣମାନେ ସମସ୍ତେ ତ ସାରା ରାଜ୍ୟରେ ଚର୍ଚ୍ଚା ହେଉଥିବା ଘଟଣା ବିଷୟରେ ସୂଚନା ପାଇଥିବେ । ଆଉ ଏବେ ସାରା ରାଜ୍ୟରେ ଦୀପିକା ଆଉ ଦିନେଶଙ୍କ ଚର୍ଚ୍ଚା ଚାଲିଛି । ଦିନକୁ ଦିନ ତାଙ୍କ କେଶ୍ର ନୂଆ ନୂଆ ମୋଡ଼ ଆସୁଛି । ଆଉ ସୋସିଆଲ ମିଡିଆରେ ତାଙ୍କର ଘଟଣା ସବୁ ଭାଇରାଲ୍ ହୋଇଥାଏ । ଆଉ ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେଉଛି ଯେଉଁଥିରେ ଦୀପିକା ଗଣମାଧ୍ୟମ ଆଗରେ ଦିନେଶ ଆଉ ତାଙ୍କ ସମ୍ପର୍କକୁ ନେଇ କିଛି କହିଛନ୍ତି ।

ସେ କହିଛନ୍ତି, ମୁଁ ୨୧ ଦିନ ହେଲା ଧାରଣାରେ ବସିଛି କିନ୍ତୁ ମୋତେ ନ୍ୟାୟ ମିଳିନାହିଁ । ଆଉ ମୁଁ ଏହି ଧାରଣାରେ ବସିବାର କାରଣ ହେଉଛି ମୁଁ ଯେତେବେଳେ ଶୁଣିଲି ଦିନେଶ ଆଉ ଜଣଙ୍କୁ ବିବାହ କରିବାକୁ ଯାଉଛନ୍ତି ସେତେବେଳେ ମୁଁ ଏହାର ବିରୋଧ କରି ଧାରଣାରେ ବସିଛି । ଆଉ ମୁଁ ଯେତେବେଳେ ଗର୍ଭବତୀ ହେଲି ସେତେବେଳେ ଦିନେଶଙ୍କୁ କହିଲି କୋର୍ଟ ମ୍ୟାରେଜ କରିବା ସେତେବେଳେ ଜାଣିଲି ଦିନେଶ ମୋତେ ଭଲ ପାଉଥିଲା ନା ମୋ ଦେହକୁ । ଆଉ ସେତେବେଳେ ମୁଁ ତାଙ୍କୁ ଚିହ୍ନିଥିଲି ।

ଆଉ ଗୋଟେ ଛୋଟ ଛୁଆକୁ ବି ଦିନେଶ ଦେଖିକି ତାଙ୍କର ମନ ବି ତରଳୁ ନାହିଁ । ଆଉ ମୋ ପୁଅକୁ ନ୍ୟାୟ ଦେବାପାଇଁ ମୁଁ ଧାରଣାରେ ବସିଛି । ଆଉ ଯଦି ଦିନେଶ ଆଉ କୁଆଡେ ବାହା ହୋଇଯିବେ ଆଉ ମୁଁ ତାଙ୍କର ଦ୍ଵିତୀୟ ପତ୍ନୀ ହେବି ସେଥିପାଇଁ ଏହାକୁ ରୋକିବା ପାଇଁ ମୁଁ ଧାରଣାରେ ବସିଛି । ଆଉ ଦିନେଶ ଯେଉଁ କହୁଛନ୍ତି ମୁଁ ତାଙ୍କ ସହିତ ଜୋର ଜବରଦସ୍ତି ସମ୍ପର୍କ ରଖିଲି ଆଉ ପ୍ରେଗନେଟ ହୋଇଛି । ଆଉ ଏହା ମୋର ଉଦ୍ଦେଶ୍ୟମୂଳକ ବୋଲି ସେ କହୁଛନ୍ତି । ଆଉ ସେ କଣ ଛୋଟ ଛୁଆକି ମୁଁ ତାଙ୍କୁ ଶିଖେଇବି ବା ବାଧ୍ୟ କରିବି ।

ଆଉ ଗୋଟେ ହାତରେ କଣ ତାଳି ବାଜେ କି । ଆଉ ଆମ ଦୁହିଁଙ୍କ ସହମତି କ୍ରମେ ଏହିସବୁ ଘଟିଛି । ଆଉ ମୁଁ ତାଙ୍କ ପଇସା ନେଇଛି ଆଉ ବୁଲି ଗଲେ ସେ ସବୁ ପଇସା ଦିଅନ୍ତି ଏମିତି ଦିନେଶ କହିଛନ୍ତି । ଆଉ ଏସବୁ ମିଛ କଥା ସେ ଜଣେ ବିଟେକ ଷ୍ଟୁଡେଣ୍ଟ୍ ଆଉ ସେ ପାଠ ପଢନ୍ତି ନା ପଇସା କଉଠୁ ଆଣିବେ ।

ତାହେଲେ ଏହାର ତଦନ୍ତ କରାଯାଉ ଆଉ କିଏ କେତେ ଟଙ୍କା ଦେଇଛି ସେଇଟା ଜଣାପଡ଼ିବ । ଆଉ ସେ ବହୁତ ପୋଜେସିଭ ଥିଲା ସେଥିପାଇଁ ସେ ମୋ ସହିତ ଯାଉଥିଲା । ଆଉ ମୁଁ କାହା ସହ କଥା ହେଲେ ସେ ଇନ୍ ସିକ୍ୟୁରିଟି ଫିଲ କରେ । ଆଉ ସେ କ୍ୟାମେରା ଲଗାଇଥିଲା ଆଉ ମୁଁ କରେ ସେ ତାର ମୋବାଇଲରେ ଦେଖିପାରେ ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published.