Press "Enter" to skip to content

ଝିଅ ମୋର ନାଳ ପାଖରେ ବସିଛି, ହୃଦୟଟା ଟିକେ ଫାଟିଯିବା ଦରକାର: Pramila Tripathi ।

ଏଥିମଧ୍ୟରେ ବିତି ଯାଇଛି ଦୀର୍ଘ ଏକୋଇଶି ଦିନ। ପ୍ରେମିକଙ୍କ ଘର ଆଗରେ ଧାରଣା ଦେଇଛନ୍ତି ଜଣେ ପ୍ରେମିକା ପାଖରେ ରହିଛି ଉଣେଇଶ ମାସର ପୁଅ। ପୁଅକୁ ବାପାର ପରିଚୟ ଦେବା ଓ ନିଜକୁ ସ୍ତ୍ରୀର ମାନ୍ୟତା ଦେବାପାଇଁ ଦାବି ନେଇ ପ୍ରେମିକା ଧାରଣରେ‌ ବସିଛନ୍ତି। ହଁ ଆଜ୍ଞା ଆଜ୍ଞା ଆମେ କେ ଦିପୀକାଙ୍କ ବିଷୟରେ ହିଁ କହୁଛୁ।

ଆପଣମାନେ ତ ଜାଣିଥିବେ ଦୀପିକାଙ୍କ ଏ ସଘର୍ଷରେ ସମାଜସେବୀ ପ୍ରମିଳା ତ୍ରିପାଠୀ ଆସି ତାଙ୍କ ସାଥ୍ ଦେଇଥିଲେ। ଆଉ ଏ ପର୍ଯ୍ୟନ୍ତ ସେ ଦୀପିକାଙ୍କ ସାଥୀରେ ଅଛନ୍ତି। କିନ୍ତୁ ଏତେ ଦିନ ପରେ ମଧ୍ୟ ଦିନେଶ କି ତାଙ୍କ ପରିବାର ଲୋକଙ୍କ ହୃଦୟ ତରଳିଲା ନାହିଁ। ସେମାନେ ଏକ ପ୍ରକାର ପଥର ପାଲଟି ଯାଇଛନ୍ତି।

ଏହାକୁ ନେଇ ପ୍ରମିଳା ମା ପ୍ରବଳ ରାଗିଯାଇଛନ୍ତି। ଏ ସମ୍ପର୍କରେ ପ୍ରମିଳା ମା ମିଡ଼ିଆରେ କ’ଣ କହିଛନ୍ତି ଆସନ୍ତୁ ଜାଣିବା, ଆପଣମାନେ ତ ଦେଖୁଛନ୍ତି ୨୧ ଦିନ ହେଲାଣି ଗୋଟେ ଯାତ୍ରା ଚାଲିଛି। ବରଂ ବାହାର ଲୋକମାନେ ଆସି ସାହାଯ୍ୟ କରୁଛନ୍ତି। ସେମାନେ ଘର ଭିତରେ ଅଏଶ କରୁଛନ୍ତି ଝିଅଟା ମୋର ନାଳ ପାଖରେ ଶୋଉଛି, ପଥର ହେଲେ ବି ଫାଟିଯିବ, ସେମାନଙ୍କର କି ହୃଦୟ କେ ଜାଣି।

ଝିଅ ପ୍ରତି ସେମାନଙ୍କର ଟିକିଏ ବି ଦୟା ନାହିଁ। ଏ ଜୀବନରେ କ’ଣ ଅଛି ଲୋକମାନେ ଗୋଟେ ପିମ୍ପୁଡ଼ି କୁ ବି ମାରିଦେଲେ ବିକଳ ପାଉଛନ୍ତି, ହେଲେ ସେମାନେ ଗୋଟେ ମଣିଷକୁ ମାରିବାକୁ ଆସିଥିଲେ। ମୋ ଝିଅ ଆଉ ନାତିକୁ ନ୍ୟାୟ ନ ମିଳିବା ଯାଏ ମୁଁ ଏଠୁ ହଟିବିନି।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published.