Press "Enter" to skip to content

Swetaଙ୍କ ଆ-ତ୍ମ-ହ-ତ୍ୟା ପଛର କାରଣ କଣ ? ଏଭଳି କରିବାକୁ ତାଙ୍କୁ କିଏ ଉଷୁକାଇ ଥିଲା ଜାଣନ୍ତୁ ।

ଆପଣ ମାନେ ଏବେ ଅନ୍ୟ ଏକ ଚର୍ଚ୍ଚିତ ଖବର ସମ୍ପର୍କ ରେ ବେଶ ଭଲ ଭାବରେ ଜାଣି ସାରିଥିବେ ଯାହାକି ହେଉଛି ସଫ୍ଟୱେର ଇଞ୍ଜିନିୟର ଶ୍ଵେତା ଉତ୍କଳ କୁମାରୀ ଙ୍କ ଆ-ତ୍ମ-ହ-ତ୍ୟା ଖବର ସମ୍ପର୍କ ରେ। ଏହି ଖବର ଏବେ ଚାରି ଆଡେ ଖୁବ୍ ପ୍ରସାରିତ ହେବାରେ ଦେଖିବାକୁ ମିଳିଛି କାରଣ ଏବେ ପର୍ଯ୍ୟନ୍ତ ମଧ୍ଯ ଏହା ପଛରେ ଥିବା ଅଭିଯୁକ୍ତ କିଏ ଜଣା ପଡ଼ି ନଥିବା ବେଳେ , ଶ୍ଵେତା ଙ୍କ ଆ-ତ୍ମ-ହ-ତ୍ୟା କାରଣ କଣ ତାହା ମଧ୍ୟ ଜଣା ପଡି ନାହିଁ। ହେଲେ ଅନୁମାନ କରାଯାଉ ଅଛିକି

ଶ୍ଵେତା ଏଭଳି ପଦକ୍ଷପ ପ୍ରେମ ପ୍ରତାରଣା ଯୋଗୁଁ ନେଇଥିବେ ବୋଲି।ଶ୍ଵେତା ଙ୍କ ପାରିବାର ଲୋକ ମାନେ ମଧ୍ୟ ଥାନାରେ ଏନେଇ ଏକ ଲିଖିତ ଅଭିଯୋଗ ଦେଇଛନ୍ତି । ସେମାନେ କହିଛନ୍ତି କି ଶ୍ଵେତା ଙ୍କୁ ଆ-ତ୍ମ-ହ-ତ୍ୟା କରିବା ପାଇଁ ବାଧ୍ୟ କରାଯାଇଛି। ଏବଂ ଏହା ପଛରେ ତାଙ୍କର ପୁରୁଷ ବନ୍ଧୁ ସୌମ୍ୟଜିତ ମହାପାତ୍ର ଙ୍କ ହାତ ଅଛି। ଗତ କିଛି ଦିନ ହେବ ସେ ଦୁହେଁ ପ୍ରେମ ସଂପର୍କ ରେ ଥିଲେ ଏବଂ ତାଙ୍କରି ଦ୍ଵାରା ସେ ନିର୍ଯାତିତ ହୋଇ ଏଭଳି ପଦକ୍ଷେପ ନେଇଛନ୍ତି ବୋଲି ପାରିବାର ଲୋକ ଦାବି ମଧ୍ୟ କରିଛନ୍ତି।

ଏବଂ ଏହା ମଧ୍ଯ କହିଛନ୍ତି ତାଙ୍କୁ ଅନେକ ସମୟରେ ବ୍ଲାକ ମେଲ୍ କରା ଯାଉଥିଲା। ଏଥି ଯୋଗୁଁ ଶ୍ଵେତା ଏଭଳି ନିଷ୍ପତ୍ତି ନେଇଛନ୍ତି। ଏବଂ ତାଙ୍କର ଯେଉଁ ମୃ-ତ ଦେହ ମିଳିଥିଲା ସେଠାରୁ ଏକ ଡାଇରୀ ମଧ୍ୟ ମିଳିଥିଲା। ସେ ଡାଇରୀ ରେ ଅନେକ କଥା ମଧ୍ୟ ଉଲ୍ଲେଖ ଥିଲା ଏହା ମଧ୍ୟ ଲେଖା ହୋଇଛି କି ସେ ଏକ ସଫ୍ଟୱେର ଇଞ୍ଜିନିୟର ସୌମ୍ୟଜିତ୍ ମହାପାତ୍ର ଙ୍କୁ ଭଲ ପାଉଥିଲେ। ଏବେ ପୋଲିସ୍ ଏହି ଡାଇରୀ ଆଧାର ରେ ହିଁ ଘଟଣା ର ତଦନ୍ତ କରୁଛି ଓ ଘଟଣା ର ସଠିକ୍ ତଦନ୍ତ ପରେ ହିଁ ଘଟଣା ର ପ୍ରକୃତ ସତ୍ୟାସତ୍ୟ କଣ ଜଣା ପଡ଼ିବ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published.