Press "Enter" to skip to content

ବ୍ୟକ୍ତି ଜଣକ ଝାଡା ଯାଇଥିଲେ ଆଉ ତାଙ୍କ ସହିତ ଘଟିଲା ଏମିତି କିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆଉ ଅନେକ ପ୍ରକାରର ଘଟଣା ମଧ୍ୟ ଆଜିକା ଦୁନିଆରେ ଘଟି ଚାଲିଛି । ଆଉ ଏମିତି ଅନେକ ଘଟଣା ଘଟୁଛି ଯାହାକୁ ଦେଖିଲେ ଆପଣ ବି କହିବେ ଏମିତି କାହିଁକି ହେଲା ? ଆଉ ଏମିତି ଅନେକ ପ୍ରଶ୍ନ ମଧ୍ୟ ଆପଣଙ୍କ ମନକୁ ଆସିବ । ଆଉ ଏମିତି କିଛି ଖବର ଅଛି ଯାହାକୁ ଦେଖିଲା ପରେ ମନରେ ଅନେକ ପ୍ରକାରର ଭାବନା ଆସିବ । ଆଉ ଏମିତି କିଛି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ।

ଆପଣମାନେ ସମସ୍ତେ ନ୍ୟୁଜ୍ ଆଉ ଅନେକ ପ୍ରକାର ଉପାୟରେ ଦେଖିଥିବେ କି ଅପରେସନ ସମୟରେ ଡାକ୍ତର ଏବଂ ନର୍ସମାନେ ତାଙ୍କର ଅସାବଧାନତା ହେତୁ ରୋଗୀ ପେଟରେ କପଡ଼ା, ସୂତା, ଛୁଞ୍ଚି, କଇଁଚି, ଏବଂ ଅନ୍ୟାନ୍ୟ ଅସ୍ତ୍ର ଛାଡ଼ି ଦେଇଥାନ୍ତି ।

ଆଉ ଏମିତି ଅନେକ ଘଟଣା ଆପଣମାନେ ଅନେକ ସୁଣିଥିବେ ଆଉ ଦେଖିଥିବେ ମଧ୍ୟ । ଆଉ ଏମିତି ଏକ ଘଟଣା ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଘଟଣାଟି ହେଉଛି ଜଣେ ବ୍ୟକ୍ତିଙ୍କ ପେଟରେ ଷ୍ଟିଲ ଗ୍ଲାସ୍ ମିଳିଛି ।

ଆଉ ସେହି ବ୍ୟକ୍ତି ଜଣକ ପେଟରେ ଷ୍ଟିଲ ଗ୍ଲାସ୍ ମିଳିଥିବା ଖବର ଏବେ ସାରା ରାଜ୍ୟରେ ଚହଳ ପକାଇଛି । ଆଉ ଏହି ଘଟଣା ଘଟିଛି ସେହି ବ୍ୟକ୍ତି ଜଣକ ଝାଡା ଯିବା ସମୟରେ । ଆଉ ସେହି ବ୍ୟକ୍ତି ଜଣକ ଗଣମାଧ୍ୟମରେ କହିଛନ୍ତି, ମୁଁ ଯେତେବେଳେ ଝାଡା ଯାଇଥିଲି ସେହି ସମୟରେ କିଛି ବ୍ୟକ୍ତି ମୋ ପ୍ରାଇଭେଟ୍ ପାର୍ଟରେ ଏହି ଷ୍ଟିଲ ଗ୍ଲାସକୁ ପସାଇ ଦେଇଥିଲେ ।

ଆଉ ଏହି ଖବର ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁ ଥାଇପାରେ । କିନ୍ତୁ ଏହି ଘଟଣା ସତ୍ୟ ଅଟେ । ଆଉ ଏବେ ଏହି ବ୍ୟକ୍ତି ଜଣକ ଡାକ୍ତରଙ୍କ ସହାୟତାରେ ଅପରେସନ ହୋଇ ଏହି ଷ୍ଟିଲ ଗ୍ଲାସକୁ ନିଜ ପେଟ ଭିତରୁ ବାହାର କରିଛନ୍ତି । ଆଉ ଏବେ ସେହି ବ୍ୟକ୍ତି ଜଣକ ସୁସ୍ଥ ଅଛନ୍ତି ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published.