Press "Enter" to skip to content

Deepika Live କୁ ଆସି ହାତ ଯୋଡ଼ି ନେହୁରା ହେଲେ ଆଉ କହିଲେ ଏଭଳି କଥା ।

ଆପଣମାନେ ସମସ୍ତେ ତ ସାରା ରାଜ୍ୟରେ ଚର୍ଚ୍ଚା ହେଉଥିବା ଘଟଣା ବିଷୟରେ ସୂଚନା ପାଇଥିବେ । ଆଉ ଏବେ ସାରା ରାଜ୍ୟରେ ଦୀପିକା ଆଉ ଦିନେଶଙ୍କ ଚର୍ଚ୍ଚା ଚାଲିଛି । ଦିନକୁ ଦିନ ତାଙ୍କ କେଶ୍ର ନୂଆ ନୂଆ ମୋଡ଼ ଆସୁଛି । ଆଉ ସୋସିଆଲ ମିଡିଆରେ ତାଙ୍କର ଘଟଣା ସବୁ ଭାଇରାଲ୍ ହୋଇଥାଏ । ଆଉ ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେଉଛି ଯେଉଁଥିରେ ଆପଣ ଦେଖିବାକୁ ପାଇବେ କେ ଦୀପିକା ଲାଇଭ ଭିଡିଓ କରି କିଛି କଥା କହିଛନ୍ତି ।

ସେ କହିଛନ୍ତି, ନମସ୍ତେ ମୁଁ କେ ଦୀପିକା କହୁଛି ବେହେରା ସାହିରୁ । ଦେଖନ୍ତୁ ଆଜିକୁ ମୁଁ ଧାରଣାରେ ବସିବାର ୨୧ ଦିନ ହେଲାଣି କିନ୍ତୁ ଏପର୍ଯ୍ୟନ୍ତ ମୋତେ କିଛି ନ୍ୟାୟ ମିଳିନାହିଁ । ଆଉ ଯେଉଁ ସାମ୍ବାଦିକ ଭାଇମାନେ ଥିଲେ ସେମାନଙ୍କ ଥ୍ରୋରେ ମୋତେ କିଛି ନ୍ୟାୟ ମିଳିବ ବୋଲି ମୁଁ ଆଶାରେ ଥିଲି । ଆଉ ଆପଣମାନେ ହିଁ ମୋତେ ହାତ ଛଡ଼ା କରି ଦେଉଛନ୍ତି । ତୁମ ଯୁଗରୁ ମୋତେ କିଛି ନ୍ୟାୟ ମିଳିବ ବୋଲି ମୁଁ ଆଶାରେ ଥିଲି ।

ଆଉ ମୁଁ ଆପଣଙ୍କୁ ରିକ୍ୱେଷ୍ଟ କରୁଛି ଏହି ଜନିରେ ମୋତେ ସାହାଯ୍ୟ କରନ୍ତୁ । ଆଉ ଆପଣମାନଙ୍କ ସାହାଯ୍ୟରେ ମୋତେ ନ୍ୟାୟ ମିଳିବ ବୋଲି ମୁଁ ଆଶା କରୁଛି । ମୋତେ ସପୋର୍ଟ କରନ୍ତୁ । ମୋ ପାଖକୁ ଆସି ମୋର ଭିଡିଓ ନିଅନ୍ତୁ । ଆଉ ଆପଣମାନଙ୍କ ଦ୍ଵାରା ସାଧାରଣ ଜନତାଙ୍କ ପାଖରେ ମୋର ଦୁଃଖ ପହଞ୍ଚୁଛି । ଆଉ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି ଆପଣମାନେ ଆସନ୍ତୁ ଆଉ ମୋର ସମାଧାନର ବାଟ ବାହାର କରନ୍ତୁ । ଆଉ ମୋତେ ସାହାଯ୍ୟ କରନ୍ତୁ ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published.