Press "Enter" to skip to content

ସ୍କୁଲର ଶିକ୍ଷକଙ୍କ ନାଁରେ ଆସିଲା ସାଙ୍ଘାତିକ ଅଭିଯୋଗ ।।

ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆଉ ଏହି ସବୁ ଭିଡିଓରେ ଅନେକ ପ୍ରକାରର ଖବର ଯଥା ଦେଶ ବିଦେଶର କୋଣ ଅନୁକୋଣରେ ଘଟୁଥିବା ଘଟଣା ମଧ୍ୟ ଆପଣମାନେ ଜାଣିପାରିବେ । ଆଉ ଏବେ ଏକ ଘଟଣା ସାମ୍ନାକୁ ଆସିଛି । ଯେଉଁଥିରେ ଗୋଟିଏ ସ୍କୁଲର ଜଣେ ଶିକ୍ଷକ ତାଙ୍କ ଛାତ୍ରକୁ ପରିବା ଆଣିବା ପାଇଁ ପଠାଇଛନ୍ତି । ଆଉ ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ୍ ହେଉଛି ।

ଏହି ଭିଡିଓ ଏବେ ଜଣେ ଲୋକ ରେକର୍ଡ କରିଛନ୍ତି । ଆଉ ସେଥିରେ ସେ ସେହି ପିଲାଟିକୁ ପଚାରିଲେ କୁଆଡେ ଯାଇଥିଲୁ ପିଲାଟି କହିଲା ସାର୍ ପଠାଇଥିଲେ ପରିବା ଆଣିବାକୁ । ଆଉ ତାପରେ ପିଲାଟିକୁ ପଚାରିଲେ ତତେ ସବୁଦିନେ ସାର୍ ଏମିତି ପରିବା ଆଣିବାକୁ ପଠାନ୍ତି । ସେହି ପିଲାଟି ତୃତୀୟ ଶ୍ରେଣୀରେ ପଢୁଥିଲେ । ସେହି ପିଲାଟି ପାଠ ପଢିବା ବଦଳରେ ସବୁବେଳେ ବାହାରକୁ ଯାଇ ପରିବା ଆଣିଥାଏ । ଆଉ ଏହି ସମ୍ପର୍କରେ ସାରଙ୍କୁ ପଚାରିବା ପରେ ସାର୍ କିଛି କହିଛନ୍ତି ।

ପ୍ରଧାନ ଶିକ୍ଷକ ବିଜୟ ସାର୍ କହିଛନ୍ତି ଆମ ସ୍କୁଲ ପାଖରେ ତାଙ୍କ ବଡ ବାପାଙ୍କ ଦୋକାନ । ଆଉ ମୋତେ ସେ ଫୋନ କରିଥିଲେ ମୁଁ ବ୍ୟସ୍ତ ଥିଲି ଆଉ ସେଥିପାଇଁ ତାକୁ କହିଲି ଯାଆ ତୋର ବଡବାପା ଦୋକାନରୁ ସଉଦା ଆଣିବୁ । ଏହି ଅଭିଯୋଗ ମିଥ୍ୟା ଅଟେ । ଆଉ ବିଦ୍ୟାଳୟ ସାମ୍ନାରେ ଏକ ପୋଖରୀ ଅଛି ତାର ପାଚେରୀ ନାହିଁ । ଛୋଟ ପିଲାମାନେ ସଉଦା ପାଇଁ ଗଲା ବେଳେ ତାଙ୍କର ଜୀବନ ପ୍ରତି ବିପଦ ଅଛି। ଏହାପରେ ସାର୍ କହିଛନ୍ତି ସେହି ରାସ୍ତା ଜନଗହଳି ପୂର୍ଣ୍ଣ ସ୍ଥାନ ଆଉ ଆଜି ମୁଁ ବ୍ୟସ୍ତ ଥିଲି ବୋଲି ସଉଦା ଆଣିବାକୁ ଯାଇ ପାରିଲି ନାହିଁ । ଆଉ ଏମିତି କେବେ ହେବନି ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published.