Press "Enter" to skip to content

ଧାନ ରୋଇଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ।।

ଆପଣମାନେ ସମସ୍ତେ ତ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆଉ ସୋସିଆଲ ମିଡିଆରେ ଅନେକ ପ୍ରକାରର ଖବର ମଧ୍ୟ ପାଉଥିବେ । ସୋସିଆଲ ମିଡ଼ିଆ ହେଉଛି ଏଭଳି ଏକ ପ୍ଲାଟଫର୍ମ ଯାହାଦ୍ଵାରା ଆପଣମାନେ ଅନେକ କିଛି ଜିନିଷ ବିଷୟରେ ଜାଣି ପାରୁଥିବେ । ଆଉ ଏହି ସୋସିଆଲ ମିଡ଼ିଆ ଅଛି ବୋଲି ଆମେ ଦେଶ, ବିଦେଶ, ରାଜନୀତି ଏବଂ ଅନ୍ୟାନ୍ୟ ଜିନିଷ ବିଷୟରେ ସବୁ କଥା ଜାଣିପାରୁଛେ ।

ଆଉ ଆପଣମାନେ ନାରୀ ନେତ୍ରୀ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ତ ନିଶ୍ଚୟ ଜାଣିଥିବେ । ସେ ସବୁବେଳେ ସତ ସହ ଲଢନ୍ତି । ଆଉ ସବୁବେଳେ ସେ ଦୁଃଖୀ ଗରିବ ମାନଙ୍କର ସାଥ ଦିଅନ୍ତି । ସେ ଜଣେ ବହୁତ ଭଲ ନାରୀ ନେତ୍ରୀ ଅଟନ୍ତି । ଆଉ ସେ ଭୁବନେଶ୍ୱର ସହରର ସାଂସଦ ଅଟନ୍ତି । ଆଉ ସବୁବେଳେ ସେ ତାଙ୍କ କାମ ପାଇଁ ଲୋକମାନଙ୍କର ପ୍ରିୟ ହୋଇ ରୁହନ୍ତି । ସେ ତାଙ୍କ କାମକୁ ଗୁରୁତ୍ଵ ଦିଅନ୍ତି । ଲୋକମାନଙ୍କ ସେବା କରିବାକୁ ସେ ବହୁତ ଭଲପାଆନ୍ତି ।

ଏବେ ଚାରିଆଡ଼େ ଓଡ଼ିଶାରେ ଧାନ ରୋଇବା କାର୍ଯ୍ୟକ୍ରମ ଚାଲିଛି । ଅର୍ଥାତ୍ ଚାଷୀମାନେ ଧାନ ରୋଉଛନ୍ତି । ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ବେଗୁନିଆ ଯାଇଥିଲେ । ଆଉ ସେଠାରୁ ସେ ଫେରିବା ବେଳେ ବାଟରେ ଚାଷୀମାନେ ଧାନ ରୋଉଥିବାର ଦେଖିଲେ । ଆଉ ଆମ ନାରୀ ନେତ୍ରୀ ଅପରାଜିତା ଷଡ଼ଙ୍ଗୀ ଚାଷୀମାନଙ୍କ ସହ ମିଶି କାଦୁଅ ଜମିରେ ପଶି ଧାନ ତଳି ରୋଇଲେ । ଆଉ ଏହି ଖବର ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ଏହିଭଳି ନେତା ଆମ ରାଜ୍ୟ ଆଉ ଦେଶ ପାଇଁ ଗର୍ବ ଓ ଗୌରବ ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ। ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from UncategorizedMore posts in Uncategorized »

Be First to Comment

Leave a Reply

Your email address will not be published.