Press "Enter" to skip to content

ଅଜବ ନିଶା : ହେଲିକପ୍ଟର କିଣିବା ପାଇଁ ପେଟିଏମ୍ ରେ ମାଗୁଛନ୍ତି ଭିକ ।

ଅଜବ ନିଶା, ପେଟାଏମରେ ଭିକ ମାଗିବି ହେଲିକାପ୍ଟର କିଣିବି।।

ଗୋଟିଏ ହେଲିକପ୍ଟର କିଣିବାର ସ୍ବପ୍ନ ନିହାତି ଭାବେ କିଛି ଧନୀ ଲୋକଙ୍କର ହିଁ ରହିଥାଏ। କିନ୍ତୁ କେବେ କ’ଣ ଭିକାରୀଟିଏ ଏଭଳି ସ୍ବପ୍ନ ଦେଖି ପାରିବ କି? କଥାଟା ହୁଏତ ଶୁଣିବାକୁ ଅବାସ୍ତବ ଲାଗିପାରେ। ହଁ ଆଜ୍ଞା ଏମିତି କିଛି ସ୍ବପ୍ନ ରଖିଛନ୍ତି ପୁଣି ଜଣେ ଭିକାରୀ।

ଇଏ ପୁଣି କେଉଁ ସାଧାରଣ ଭିକାରୀ ନୁହନ୍ତି ଇଏ ଡିଜିଟାଲ ଭିକାରୀ। ଆଜ୍ଞା ହଁ ଡିଜିଟାଲ ବାବା ପୁଣି ପେଟିଏମରେ ଭିକ ମାଗୁଛନ୍ତି। ଏଠାରେ ବାବାଜଣକ ନିଜର ସ୍ବପ୍ନ ତ ପୂରଣ କରିବାକୁ ଚାହାନ୍ତି, କିନ୍ତୁ ନିଜ ପରିଶ୍ରମରେ ନୁହେଁ ବରଂ ଭିକ ମାଗି।

ଏଠାରେ ଜାଣିବାକୁ ମିଳିଛି ଏହି ବାବାଜଣକ କେବଳ ଭିକ ମାଗା ମାଗି ନିଜର ଘର ସମ୍ପତ୍ତି ସବୁ କରିପାରିଛନ୍ତି। ଆଉ ଏବେ ପୁଣି ଲାଗି ପଡ଼ିଛନ୍ତି ତାଙ୍କର ସବୁଠାରୁ ବଡ଼ ସ୍ବପ୍ନକୁ ପୂରଣ କରିବାକୁ। ଆଉ ଯେଉଁଠି ପାଇଁ ସେ ରାତିଦିନ ପରିଶ୍ରମ କରି ପେଟିଏମରେ ପଇସା ମାଗିଚାଲିଛନ୍ତି।

ଏମିତି ଏକ କୈାତୁହଳପୂଣ୍ଣ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶ ଜିଲ୍ଲା ସାଗର ଜିଲ୍ଲା ସୁଖୀ ବିଧାନସଭା ଅଞ୍ଚଳରେ। ସାଗର ଜିଲ୍ଲାର ଏହି ବାବା ଛୁନଛୁନ୍ ବାବା ଭିକ ମାଗିବାର ଏପରି ତରିକାକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏବେ ଦେଖିବାକୁ ବାକି ରହିଲା ଛୁନଛୁନ ବାବା କେବେ ହେଲିକପ୍ଟର କିଣୁଛନ୍ତି।।

ଆମେପ୍ରତିଦିନଏମିତିସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published.