Press "Enter" to skip to content

ଆଜି Deepika କୁ ମିଳିବ ନ୍ୟାୟ, ଆଉ ତାଙ୍କ ସିନ୍ଦୂର ଫେରି ଆସିବ : Deepika |

ଆଜି ମତେ ନ୍ୟାୟ ମିଳିଯିବ । ଆଜି ମୁଁ ମୋ ଅଧିକାର ପାଇଯିବି । ମୋ ଦୀନେଶ ମତେ ମିଳିଯିବ । ମୋ ପୁଅକୁ ତା ବାପା ମିଳିଯିବ । ମୋ ଦୁନିଆ ପୁଣି ହସି ଉଠିବ । ମୋ ସିନ୍ଦୁର ଲାଲ ଟକମକ ହୋଇ ଜଳି ଉଠିବ । ଆଜି ଦୁନିଆ ଦେଖିବ ଆଜି ମୋ ମଥାରେ ସିନ୍ଦୁର ଥିବ । ମୋ ସ୍ୱାମୀ ମୋ ପାଖରେ ଥିବ । ଦୀନେଶ ମୋ ପାଖକୁ ଆସିବେ ମତେ କୋଳେଇ ନେବେ । ଆଉ ସବୁଦିନ ପାଇଁ ମତେ ନିଜର କରିଦେବେ । ହଁ ଆଂଜ୍ଞା ଆଜି ହେଉଛି ସ୍ୱାଧୀନତା ଦିବସ । ଏହି ସ୍ୱାଧୀନତା ଦିବସ ଉପଲକ୍ଷେ ଦୀପିକା ଯେଉଁ ଆଶା କରିଛନ୍ତି ହୁଏତ ସେ ଆଶା ପୁରଣ ହେବାକୁ ଯାଉଛି । କାରଣ ଦୀପିକା କିଛିଦିନ ତଳେ ଗୋଟିଏ କଥା କହିଥିଲେ । ସ୍ଥାନୀୟ ବିଧାୟକ ମତେ କଥା ଦେଇଛନ୍ତି ।

କିଛି ସମାଧାନ କରିବେ ହୁଏତ ଏହି ସମାଧାନ ହୋଇପାରେ ଦୀନେଶ ତାଙ୍କ ପାଖକୁ ଫେରିଆସି ପାରନ୍ତି । ଆଉ ସବୁଦିନ ପାଇଁ ଦୀନେଶ ଦୀପିକାଙ୍କୁ ନିଜର କରିଦେଇ ପାରନ୍ତି । କାରଣ ଆପଣ ଦେଖିଥିବେ ଗତ କାଲି ଗୋଟିଏ ଭିଡ଼ିଓ ଭାଇରାଲ ହୋଇଥିଲା । ସେ ଭିଡ଼ିଓ ରେ କିଛି ଦୃଶ୍ୟ ଏମିତି ରହିଥିଲା ଦୁହିଁଙ୍କ ପ୍ରେମ ସମ୍ପର୍କ ପରି । ଦୁହେଁ ଯେତେବେଳେ ଜଣେ ଜଣଙ୍କୁ ପାଖରେ ପାଉଥିଲା କେମିତି ଆଚରଣ ଆଉ ବ୍ୟବହାର ଥିଲା ।

ଯେମିତି ପାଗଳ ପରି ଭଲ ପାଇବା ଥିଲା । ଆଉ ସେ ଭଲ ପାଇବା ଏତେ ସହଜରେ ଦୀନେଶ କେବେ ଭୁଲି ପାରିବେନି । ଆଉ ଆଜି ସ୍ୱାଧୀନତା ଦିବସ ଆଉ ଏହି ଅବସରରେ ସମସ୍ତେ ନିଜର ଆଜି ଅଧିକାର ପାଇଛନ୍ତି । ଆଜିର ଦିନରେ ନିଜ ଅଧିକାରକୁ ସମସ୍ତେ ଉପଭୋଗ କରୁଛନ୍ତି ।

ଖୋଲା ଆକାଶ ତଳେ ସମସ୍ତେ ବଂଚୁଛନ୍ତି । ଆଉ ନିଜର ସ୍ୱାଧୀନତାର ସହ ସବୁ କିଛି କରୁଛନ୍ତି । ତେବେ ଦୀପିକା କାହିଁକି ନୁହେଁ । ହୁଏତ ଦୀପିକାଙ୍କୁ ଆଜି ତାଙ୍କ ଅଧିକାର ମିଳିଯିବ । ଆଉ ତାଙ୍କ ସୁନାର ସଂସାର ହୁଏତ ଗଢି ଉଠିବ । ତେବେ ଆଜି ତ ସ୍ୱାଧୀନତା ଦିବସ ।

ଏହି ଉପଲକ୍ଷେ ଯାହା ଦୀପିକା ଆଶା କରିଛନ୍ତି । ହୁଏତ ତାଙ୍କ ଆଶା ପୂରଣ ହେଇଯାଉ । ତେବେ ଦେଖିବାକୁ ବାକି ରହିଲା ଦୀନେଶ ଆଜି ସ୍ୱାଧୀନତା ଦିବସ ଉପଲକ୍ଷେ ଦୀପିକାଙ୍କୁ କଣ କିଛି ଭେଟି ଦେବା ପ୍ଲାନ ରେ ଅଛନ୍ତି କି? ଯାହାକି ଦୀପିକା ଆଶ୍ଚର୍ଯ୍ୟ ହୋଇଯିବେ ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published.