Press "Enter" to skip to content

Schoolର ଶିକ୍ଷକ ହୋଇ ମଧ୍ୟ ସ୍କୁଲ ଛୁଟି କରି କରୁଛନ୍ତି ଏଭଳି କାମ, ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆଉ ସୋସିଆଲ ମିଡିଆରେ ଅନେକ ପ୍ରକାରର ଖବର ମଧ୍ୟ ଭାଇରାଲ ହୋଇଥାଏ । ଆଉ ଏହି ଖବରକୁ ନେଇ ସାରା ରାଜ୍ୟ ଆଉ ଦେଶ ବିଷୟରେ ଆମେମାନେ ଜାଣି ପରିଥାଉ । ଆଉ ଏବେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ଆପଣ ପାଇପାରିବେ । ଆଜିକାଲି ଶିକ୍ଷାକୁ ନେଇ ସରକାର ବହୁତ ଗୁରୁତ୍ଵ ଦେଉଛନ୍ତି । ଆଉ ଶିକ୍ଷାକୁ ଉନ୍ନତ କରିବା ପାଇଁ ସରକାର ଅନେକ ପ୍ରକାରର ଚେଷ୍ଟା ମଧ୍ୟ କରୁଛନ୍ତି । ଆଉ ନୂଆ ନୂଆ ସ୍କିମ ବାହାର କରୁଛନ୍ତି ।

କିନ୍ତୁ ଆଜିକା ସମାଜରେ ଏମିତି କିଛି ଶିକ୍ଷକ ଅଛନ୍ତି ଯେଉଁମାନଙ୍କ ପାଇଁ ସମସ୍ତ ଶିକ୍ଷକ ସମାଜ ବଦନାମ୍ ହେଉଛି । ଆଉ ଶିକ୍ଷକ ହେଉଛନ୍ତି ଶିକ୍ଷା ଦାତା କିନ୍ତୁ ଶିକ୍ଷକ ଯଦି ସ୍କୁଲ ତାଙ୍କ ଇଚ୍ଛାରେ ଛୁଟି କରିବେ ତାହେଲେ କଣ ହେବ ଆମ ଏହି ସମାଜ । ଆଉ ଏବେ ଏକ ଘଟଣା ସାମ୍ନାକୁ ଆସିଛି । ଆଉ ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେଉଛି । ଆଉ ଏହି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲାରେ । ସ୍କୁଲରେ ପାଠ ପଢୁଥିବା ଜଣେ ପିଲାର ଅଭିଭାବକ ଆସିଛନ୍ତି ।

ଆଉ ସେ ଅଭିଯୋଗ କରିଛନ୍ତି କି, ଶିକ୍ଷକ ଅଧାରୁ ସ୍କୁଲ ଛୁଟି କାହିଁକି କରିଲେ । ଆଉ ସ୍କୁଲକୁ ନିଶା ସେବନ କରି କାହିଁକି ଆସୁଛନ୍ତି । ଆଉ ଏହାପରେ ସେହି ପ୍ରଧାନ ଶିକ୍ଷକ କହିଛନ୍ତି ମୋତେ BEO କହିଛନ୍ତି ସ୍କୁଲ ଛୁଟି କରିବାକୁ । ଆଉ ମେଘ, ବର୍ଷା ପାଣି ପବନ ସେଥିପାଇଁ ସ୍କୁଲ ଛୁଟି କରିଦେଲି । ଆଉ ମୋ ଇଚ୍ଛା ମୁଁ ସ୍କୁଲରେ ଶୋଇବି । ଆଉ ଆପଣ କିଏ ଏହି କଥା ପଚାରୁଛନ୍ତି । ଏହିଭଳି ଭାବରେ ସ୍କୁଲର ପ୍ରଧାନ ଶିକ୍ଷକ ଏବଂ ଅଭିଭାବକଙ୍କ ମଧ୍ୟରେ କଥା ହୋଇଛି । ଆଉ ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published.