Press "Enter" to skip to content

ରାତାରାତି social Mediaରେ Viral ହେଇ Anjali Arora ହେଲେ କୋଟିପତି, କେମିତି ହେଲେ ଜାଣନ୍ତୁ ।

ଆପଣ ମାନେ ଜଣାଶୁଣା ଛୋଟ ପରଦା ଅଭିନେତ୍ରୀ ଅଞ୍ଜଳି ଆରୋରା ପୁଣି ଥରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି | ଆମେ ସମସ୍ତେ ଜାଣୁ ଯେ ସୋସିଆଲ ମିଡିଆରେ ଅଞ୍ଜଳି ଆରୋରା ବହୁତ ସମୟରେ ଆକ୍ଟିଭ ରହିଥାନ୍ତି।ସେ ସୋସିଆଲ ମିଡ଼ିଆରେ ଅନେକ ପୋଷ୍ଟ ସେୟାର କରନ୍ତି | ଏବଂ ଅଞ୍ଜଳିର ଫଟୋ ଏବଂ ଭିଡିଓ ସେୟାର କରିବା ସହିତ ତାଙ୍କ ଫ୍ୟାନ ମାନେ ମଧ୍ୟ ତାଙ୍କୁ ଅନେକ ଭଲ ପାଇଥାନ୍ତି | ‘କାଚା ବାଦାମ’ ଗୀତରେ ତାଙ୍କ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଥିଲା।

ସୋସିଆଲ ମିଡିଆ ମାଧ୍ୟମରେ ନିଜର ପରିଚୟ ସୃଷ୍ଟି କରିଥିବା ଅଞ୍ଜଳି ଆରୋରା ଭିଡିଓ ସେୟାରିଂ ଆପ୍ ଟିକଟକରୁ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ। କରୋନା ପରେ ଅଞ୍ଜଲି ୟୁଟ୍ୟୁବ୍ ଏବଂ ଇନଷ୍ଟାଗ୍ରାମରେ ନିଜର ଭିଡିଓ ତିଆରି କରିବା ଆରମ୍ଭ କଲେ। ଏହା ପରେ ଅଞ୍ଜଳି ଇଣ୍ଟରନେଟରେ ବହୁତ ପ୍ରସିଦ୍ଧ ହେଲେ। ଅଞ୍ଜଲିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କର ବର୍ତ୍ତମାନ ପ୍ରାୟ 11.2 ମିଲିୟନ ଫଲୋୟର୍ ଅଛନ୍ତି।

ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ଅଞ୍ଜଳି ଆରୋରାଙ୍କ ମୋଟ ସମ୍ପତ୍ତି ପ୍ରାୟ ତିନି କୋଟି ଟଙ୍କା। ଏଥି ସହିତ, ତାଙ୍କର ମାସିକ ଆୟ ବିଷୟରେ କଥାବାର୍ତ୍ତା କରି ସେ ମୁଖ୍ୟତ ମଡେଲିଂ ଏବଂ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ମାଧ୍ୟମରେ ପ୍ରତିମାସରେ ତିନି ଲକ୍ଷ ପର୍ଯ୍ୟନ୍ତ ରୋଜଗାର କରନ୍ତି | ଏଥିସହ ସେ ତାଙ୍କର ଏକ ଇନଷ୍ଟାଗ୍ରାମ ପୋଷ୍ଟ ପାଇଁ ୫୦ହଜାରରୁ ଏକ ଲକ୍ଷ ଟଙ୍କା ଆଦାୟ କରୁଛନ୍ତି। ଏହା ବ୍ୟତୀତ, ଖବର ଅନୁଯାୟୀ, ସେ କଙ୍ଗନା ରାନାୱତଙ୍କ ଶୋ ଲକ୍ଅପ୍ ପାଇଁ ପ୍ରତି ସପ୍ତାହରେ ତିନି ରୁ ଚାରି ଲକ୍ଷ ଟଙ୍କା ଆୟ କରୁଥିଲେ।

କଙ୍ଗନା ରାନୱାତ ଙ୍କ ଶୋ ରୁ ହିଁ ସେ ଅଧିକ ପାପୂଲାରିଟି ହାସଲ କରିଥିଲେ। କାରଣ ସେହି ସୋ ମାଧ୍ୟମରେ ତାଙ୍କୁ ଅନେକ ଲୋକ ପସନ୍ଦ କରିଥିଲେ। ଆଉ ମଧ୍ଯ ସୂଚନା ଅନୁସାରେ ଅଞ୍ଜଳି ଆରୋରା ଙ୍କୁ ବିଗ୍ ବସ୍ ରେ ମଧ୍ଯ ଦେଖିବାକୁ ମିଳି ପାରେ ତେବେ ଦେଖା ଯାଉ ଅଞ୍ଜଳି ଙ୍କ ଯାତ୍ରା ଆଗକୁ କିଭଳି ରହୁଛି।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published.