Press "Enter" to skip to content

Ollywood Updates ; ଏବେ ଏବେ ଆସିଲା ବଡ ଦୁଃଖ ଖବର ଓଲିଉଡ ଦୁନିଆ ରୁ ବିଦାୟ ନେଲେ ଏହି କଳାକାର ।।

ଆଉ ନାହାନ୍ତି ବିଶିଷ୍ଟ ଲେଖକ ରଞ୍ଜିତ ପଟ୍ଟନାୟକ । ସେ ଦୀର୍ଘ ଦିନ ହେବ ଲିଭର ସିରୋସିସ୍ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ । ଲିଭର ଫେଲିଅରରୁ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ରହିଛି । କଟକ ଜିଲ୍ଲା ସିଡିଏ ୯ ରେ ପରିବାର ସହିତ ରହୁଥିଲେ ରଞ୍ଜିତ । ଏକାଧିକ ଓଡ଼ିଆ ସିନେମା, ଟିଭି ସିରିଏଲ୍ ଓ ନାଟକର ସେ ଥିଲେ ଲେଖକ । ତାଙ୍କ ବିୟୋଗ ଚଳଚ୍ଚିତ୍ର ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ।

ବିଶିଷ୍ଟ ଲେଖକ ରଞ୍ଜିତ ପଟ୍ଟନାୟକଙ୍କର ପ୍ରଥମ ଲେଖା ହେଉଛି ବର୍ଷା ମାଇଁ ଡାର୍ଲିଙ୍ଗ ଫିଲ୍ମ୍ । ସେ ୨୦୦୪ ମସିହାରୁ ଆଜି ପର୍ଯ୍ୟନ୍ତ ସେ ଓଡ଼ିଆ ସିନେମା, ଟିଭି ସିରିଏଲ୍ ଏବଂ ନାଟକ ଲେଖି ଆସୁଥିଲେ । ଆଉ ତାଙ୍କ ଲେଖା ଲୋକମାନଙ୍କୁ ବହୁତ ଭଲ ଲାଗେ । ଆଉ ତାଙ୍କ ଲେଖା ବହୁତ ହିଟ୍ ମଧ୍ୟ ହୋଇଥାଏ । ତାଙ୍କ ଲିଖିତ ଫିଲ୍ମ୍, ସିରିଏଲ୍ ଏବଂ ନାଟକ ପ୍ରାୟ ସବୁ ସୁପରହିଟ ହୋଇଛି ଆଉ ଭଲ ନାଁ ମଧ୍ୟ କମେଇଛି ।

ଆଉ ତାଙ୍କ ବିୟୋଗରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ପାଇଁ ଏକ ଅପୂରଣୀୟ କ୍ଷତି ହୋଇଗଲା । ଆଉ ତାଙ୍କ ସ୍ଥାନ କେହି ବି ପୂରଣ କରିପାରିବେ ନାହିଁ । ସେ ଜଣେ ସଦହୃଦୟର ମଣିଷ ଥିଲେ । ଆଉ ତାଙ୍କ ଲେଖା ଦର୍ଶକମାନଙ୍କୁ ବହୁତ ଭଲ ଲାଗିଥାଏ । ବିଶିଷ୍ଟ ଲେଖକ ରଞ୍ଜିତ ପଟ୍ଟନାୟକଙ୍କର ପରଲୋକରେ ଆଜି ସମଗ୍ର ଓଡ଼ିଆ ସିନେ ଜଗତ, ଅଭିନେତା ଆଉ ଅଭିନେତ୍ରୀ ଏବଂ ସାଧାରଣ ଲୋକଙ୍କ ମନରେ ଶୋକର ଛାୟା ଖେଳିଯାଇଛି ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

https://fb.watch/ePbkXS1vMe/

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from UncategorizedMore posts in Uncategorized »

Be First to Comment

Leave a Reply

Your email address will not be published.