Press "Enter" to skip to content

ମୋ ଝିଅକୁ ଛାଡି ମର୍ଡନ ଝିଅକୁ ଫସେଇ ରାଶଲୀଳା କରୁଛି ମୋ ଜ୍ୱାଇଁ…

ଜ୍ୱାଇଁଙ୍କ ପରକୀୟା ପ୍ରୀତି ସମ୍ପର୍କରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଶଶୁର। ଏମିତି ଏକ ଅଭିଯୋଗ ଆଣିଛନ୍ତି ପୁରୀ ଜିଲ୍ଲାର କାକଟପୁର ଅଂଚଳର ଜଣେ ବ୍ୟକ୍ତି। ବ୍ୟକ୍ତିଙ୍କ କହିବା ଅନୁସାରେ ତାଙ୍କ ଝିଅର ବାହାଘର ୧୦ ବର୍ଷ ହେଲାଣି। ୪ଟି ପିଲି ମଧ୍ୟ ଅଛି। କିନ୍ତୁ ଜ୍ୱାଇଁ ଅନ୍ୟ ୪ଜଣ ଝିଅମାନଙ୍କ ସହ ସମ୍ପର୍କରେ ଅଛି।

ଝିଅ ବାପଘରକୁ ଆସିବା ପରେ ତାକୁ ଶାଶୁ ଘର ଲୋକ ନିର୍ଯ୍ୟାତନା ଦେଉଛନ୍ତି। ତା ଉପରେ ଗରମ ପାଣି ଢ଼ାଳି ତାକୁ ମାରିଦେବାକୁ ଚେଷ୍ଟା କରିଥିଲେ। ଏପରିକି ବାହାଘରର ଏତେ ବର୍ଷ ପରେ ଯୈାତୁକ ବାବଦରେ ସେ ତାଙ୍କ ଶଶୁର ଠାରୁ ଟଙ୍କା ନେଇଛନ୍ତି।

ଏନେଇ ସେ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ତାଙ୍କର କୈାଣସି କଥା ଶୁଣୁ ନାହାନ୍ତି। ଏପଟେ ତାଙ୍କ ଝିଅର ଶଶୁର ତାକୁ ଧମକ ଦେଇ କହିଛନ୍ତି ମୁଁ ଆଉ ମୋ ପୁଅ ଦଶ ଦଶଟା ସ୍ତ୍ରୀ ରଖିବୁ। ତୁମେ ଆମର କିଛି କରିପାରିବ ନାହିଁ। କୋଉ ଥାନା କଚେରୀକୁ ଯାଉଛ ଯାଆ, ସବୁ ଆମ ହାତରେ।

ଯୈାତୁକ ବାବଦରେ ନେଇଥିବା ଟଙ୍କା ଫେରାଇବାକୁ ଝିଅର ଭରଣପୋଷଣ ପାଇଁ ଦାବି ସେ କରିଛନ୍ତି।

ଆମେପ୍ରତିଦିନଏମିତିସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published.