Press "Enter" to skip to content

Delete ହେବା ଆଗରୁ ଦେଖି ନିଅନ୍ତୁ Anjali Aroraଙ୍କ MMS Viral Video ।

ଆପଣ ମାନେ ସୋସିଆଲ ମିଡ଼ିଆର କ୍ୱିନ ଅଞ୍ଜଳି ଆରୋରା ଙ୍କ ସମ୍ପର୍କ ରେ ନିଶ୍ଚିତ ଭାବରେ ଜାଣିଥିବେ। ପ୍ରଥମେ ସେ ଟିକଟକ ରେ ନିଜ ଭିଡିଓ ବାନାଉଥିଲେ ଏବଂ ସେତେବେଳେ ତାଙ୍କର ମଧ୍ୟ ଏତେ ଫଲୋୟର ନଥିଲେ। ହେଲେ ସେ ଭିଡିଓ ଗୁଡିକ ଖୁବ୍ ସୁନ୍ଦର ବନାଉ ଥିଲେ ତାହା ପରେ ତାଙ୍କ ସେହି ଭିଡିଓ ଗୁଡିକୁ ଦର୍ଶକ ମାନେ ଖୁବ୍ ପଶନ୍ଦ କରିବାକୁ ଲାଗିଲେ। ଏବଂ ତାଙ୍କ ସେହି ଭିଡିଓ ଗୁଡିକ ଖୁବ୍ ଭାଇରଲ୍ ହେବାରେ ଲାଗିଲା।

ଏବଂ ଲୋକ ମାନେ ମଧ୍ୟ ତାଙ୍କୁ ପଶନ୍ଦ କରି ତାଙ୍କୁ ଫଲୋ କରିବାକୁ ଲାଗିଲେ। ଧୀରେ ଧୀରେ ତାଙ୍କ ଫଲୋୟାର ବଢ଼ିବାକୁ ଲାଗିଲା ଏବଂ ସେ ଫେମସ୍ ହେବାକୁ ଲାଗିଲେ। ହେଲେ ତାହା ପରେ ଭରତ ସରକାର ଭାରତରୁ ଟିକଟକ କୁ ବ୍ୟାନ୍ କରିଦେଲେ। ହେଲେ ସେତେବେଳକୁ ଅଞ୍ଜଳି ଫେମସ ହୋଇ ସାରିଥିଲେ। ସେଥି ପାଇଁ ସେ ୟୁଟ୍ୟୁବରେ ଓ ଇଷ୍ଟାଗ୍ରାମ ରେ ଭିଡିଓ ବନାଇବାକୁ ଲାଗିଲେ। ଏବଂ ସେଗୁଡ଼ିକ ମଧ୍ୟ ଭାଇ ରେଲ୍ ହେଲା।

ନିକଟରେ ସେ କଚ୍ଚା ବାଦାମ ଓ ଭାଜା ବାଦାମ ଗୀତରେ କରିଥିବା ଭିଡିଓ ଟି ସୋସିଆଲ ମିଡିଆରେ ମଧ୍ୟ ଖୁବ୍ ଭାଇ ରାଲ ହେବାରେ ଲାଗିଥିଲା। ଏବଂ ନିକଟରେ ଏବେ ସେ ଏକ ରୀୟଲିଟି ଶୋ ଲକ୍ ଅପ୍ ରେ ମଧ୍ଯ ଯାଇଥିଲେ ସେଥି ରେ ମଧ୍ୟ ତାଙ୍କ ଚରିତ୍ର କୁ ଲୋକ ମାନେ ଖୁବ୍ ପଶନ୍ଦ କରିଥିଲେ। ସେଥି ପାଇଁ ସୋସିଆଲ ମିଡିଆ ରେ ତାଙ୍କର ମଧ୍ଯ ମିଲିୟନ ମିଲିୟନ ଫଲୋୟର ଅଛନ୍ତି।

ହେଲେ ଏବେ ନିକଟରେ ସୋସିଆଲ ମିଡିଆରେ ଅଞ୍ଜଳି ଆରୋରା ଙ୍କ ଏକ ପ୍ରାଇଭେଟ୍ ଭିଡିଓ ଭାଇରଲ ହେବାରେ ଲାଗିଛି। ଏବଂ ଲୋକ ମାନେ ଏହାକୁ ଦେଖି ତାଙ୍କୁ ଟ୍ରୋଲ କରିବା ମଧ୍ୟ ଆରମ୍ଭ କରି ସାରିଲେଣି। ଏବଂ ତାଙ୍କୁ ନାହିଁ ନଥିବା କଥା ମଧ୍ଯ କହୁଛନ୍ତି ହେଲେ ଅଞ୍ଜଳି ଆରୋରା ଙ୍କ କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ । ତେବେ ଏ ଭିଡିଓ ତାଙ୍କର କି ନାହିଁ ସେନେଇ ସନ୍ଦେହ ଉପୁଜିଛି।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published.