Press "Enter" to skip to content

Pramila ମା’ଙ୍କ ସହାୟତାରେ ମୁଁ ନ୍ୟାୟ ପାଇବି ସେ କାହା ଘର ଭାଙ୍ଗୁନାହାନ୍ତି ଆମକୁ ମିଛାରେ ଟାର୍ଗେଟ କରୁଛନ୍ତି : ବୟାନ ଦେଲେ Deepika

ମୋତେ ଭଲ ଲାଗୁଥିଲା ତା ଆଖି, ତା କଥା, ତା ହସ। ତା ନାକ ଅଗ ଟିକେ ନାଲି ପଡିଗଲେ ମୁଁ ସଙ୍ଗେ ସଙ୍ଗେ ତାକୁ କୋଳାଇ ପକାଉଥିଲି। ସେ ଯାଉଛି କହିଲେ ମୁଁ ତା ହାତ ଟାଣି ବସାଇ ଦେଉଥିଲି। ସନ୍ଧ୍ୟାର ନୀରବରତାରେ କେତେ ପ୍ରତିଶ୍ରୁତି ସହ ଆମର ଶାରୀରିକ ସମ୍ପର୍କ ରହିଥିଲା।

ହେଲେ ଏମିତି ଛୁଆକୁ ଜନ୍ମ ଦେଇ ଆମ ଘର ଆଗରେ ବସିଯିବ, ଆଉ ମୋତେ ପରିଚୟ ମାଗିବ, ଏତେ ଜିଦ୍ କରିବ ମୁଁ କେବେ ଭାବିନଥିଲି। ହଁ ମୁଁ ସମ୍ପର୍କ ରଖିଛି କିନ୍ତୁ ବାହାହେଇ ପାରିବିନି।

ହଁ ଆଜ୍ଞା ଏଭଳି ତ ବୋଧହୁଏ ଚିନ୍ତାଧାରା ଅଛି ଦିନେଶଙ୍କର। କାରଣ ଯୁବତୀ ଆଣିଥିବା ଅଭିଯୋଗ ଅନୁସାରେ ଯଦି ଦେଖିବେ ତେବେ ଯୁବତୀ କହିଛନ୍ତି ହାଇ ଷ୍ଟାଟସ୍ ଫ୍ୟାମିଲ୍ ଓ ବହୁତ ବଡ଼ ଘର ଲୋକ ଏଥିପାଇଁ ଗ୍ରହଣ କରିବାକୁ ନାରାଜ ଅଛନ୍ତି।

ପ୍ରେମ କରୁଥିବା ସମୟରେ ଦୀପିକା ଟିକିଏ ବି ସନ୍ଦେହ କରିପାରିନଥିଲେ ଯେ ଦିନ ଏମିତି ଆସିବ ଯେତେବେଳେ ଏ ସମ୍ପର୍କରୁ ଗୋଟିଏ ଛୁଆଟେ ଜନ୍ମହେବ ଆଉ ତାକୁ ଗ୍ରହଣ କରିବନି ଦିନେଶ।

ଆମେପ୍ରତିଦିନଏମିତିସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published.