Press "Enter" to skip to content

ଆଠ ଦିନ ହେଲାଣି ମୁଁ ଏଠି ବସିଛି, ମୋ ଛୋଟ ଛୁଆ ର ବାପା କିଏ ହେବ : ପ୍ରତିକ୍ରିୟା ଦେଲେ Deepika ।

ଏବେ ସାରା ରାଜ୍ୟରେ ଦୀପିକା ଏବଂ ଦିନେଶଙ୍କର ମାମଲାକୁ ନେଇ ଚାରିଆଡ଼େ ଚର୍ଚ୍ଚା ହେଉଛି । ଆଉ ଏହି ଘଟଣାର ଦିନକୁ ଦିନ ନୂଆ ନୂଆ ମୋଡ଼ ଆସୁଛି । ଆଉ ଏହି ଖବରକୁ ନେଇ ଏବେ ସମସ୍ତଙ୍କ ପାଟିରେ ଚର୍ଚ୍ଚା ଚାଲିଛି । ଆଉ ଏହି ଘଟଣାକୁ ନେଇ ଆସିଛି ଆଉ ଏକ ନୂଆ ତଥ୍ୟ । ଆଉ ଏବେ ଏହି ଘଟଣାକୁ ୮ ଦିନ ହୋଇଗଲାଣି ତଥାପି ଏହାର କୌଣସି ସମାଧାନ ହୋଇନାହିଁ । ଆଉ ଦୀପିକା ତାଙ୍କ ପ୍ରେମିକଙ୍କ ଘର ଆଗରେ ବା ଦିନେଶଙ୍କର ଘର ଆଗରେ ଧାରଣାରେ ବସିଛନ୍ତି ।ଆଉ ଦୀପିକାଙ୍କ ସହିତ ସମାଜସେବୀ ପ୍ରମିଳା ମାଉସୀ ମଧ୍ୟ ଯୋଗ ଦେଇଛନ୍ତି ।

ଆଉ ଦୀପିକାଙ୍କ ସହିତ ସେ ସବୁବେଳେ ଛିଡ଼ା ହୋଇଛନ୍ତି । ଆଉ ପ୍ରମିଳା ମାଉସୀ କହିଛନ୍ତି, ବର୍ଷା ତୋଫାନ ଆସିଲାଣି । ତଥାପି ଏଠାରେ ଦୀପିକା ଧାରଣାରେ ବସିଛି । ଆଉ ଗୋଟିଏ ଖୁସି ଖବର ଆସିଛି ଏଠାକାର ସ୍ଥାନୀୟ ଲୋକମାନେ ଏହି ବିଷୟରେ କଥା ହେବାକୁ କହିଛନ୍ତି । ଆଉ ଏଯାଏଁ ହୋଇନାହାନ୍ତି । କାଲି ଦିନେଶର ପରିବାର ଲୋକ ଦୀପିକା ନଥିବା ବେଳେ ତାଙ୍କ ମାଙ୍କ ନାଁରେ ଥାନାରେ ଅଭିଯୋଗ ଦେଇଛନ୍ତି । ଆଉ କେସ୍ କେସ ବାଟରେ, ଆଉ ଝିଅ ବସିଛି କିନ୍ତୁ ତାକୁ ଏଯାଏଁ ନ୍ୟାୟ ମିଳିନି । ଆଉ ଝିଅକୁ ଧାରଣାରୁ ଉଠାଇବା ପାଇଁ ତାର ଶାଶୁଘର ଲୋକେ ଅତ୍ୟାଚାର କରୁଛନ୍ତି ।

ଆଉ ସେ ପୁଅ କୁଆଡେ ଗଲା । ଖେଳ ଘର ଲାଗିଛି, ଭଲପାଉଥିଲା କାହିଁକି ? ଆଉ ମୋତେ ବି ବହୁତ ଗାଳି ଗୁଲଜ କରୁଛନ୍ତି ମୁଁ ଯେମିତି ଏଠାରୁ ପଳାଇବି । ଆଉ ଦୀପିକା କହିଛନ୍ତି, ଦିନେଶ ଆଉ ଜଣଙ୍କୁ ବିବାହ କରିବାକୁ ଯାଉଥିଲେ ଆଉ ମୁଁ। ଏହାକୁ ରୋକିବା ପାଇଁ ଆସିଥିଲି । ମୋ ଛୁଆର ବାପା କିଏ ହେବ ? ଆଉ ପ୍ରମିଳା ମାଆ ମୋ ସହିତ ଅଛନ୍ତି । ଆଉ ମୋ ମାଆ ନାଁରେ ମିଛ କେସ ଦେଇଛନ୍ତି । ଆଉ ଯିଏ ବ୍ଲାଉଜ୍ ଚିରୁଛି ତା ପାଇଁ କେସ ନାହିଁ କିନ୍ତୁ ମୋ ମାଆ ଖାଲି ପଚାରି ଦେଲା ମୋ ଝିଅ କୁଆଡେ ଯାଇଛି ତା ନାଁରେ କେସ ହେଇଛି । ଦେଖାଯାଉ ଆଗକୁ ଏହି କେସ କେଉଁ ମୋଡ଼ ନେଉଛି ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published.