Press "Enter" to skip to content

ସ୍ୱାଧୀନତା ଦିବସ ପାଇଁ ଆସିଲା ନୂଆ ଗାଇଡଲାଇନ । ଘୋଷଣା କରିଲେ ଗଣଶିକ୍ଷା ମନ୍ତ୍ରୀ ।।

ଆପଣମାନେ ସମସ୍ତେ ଜାଣିଥିବେ କରୋନା ମହାମାରୀର ଚତୁର୍ଥ ଲହର ଆସିବାକୁ ଯାଉଛି । ଆଉ ଏବେ ପୁଣି କରୋନା ସବୁଆଡ଼େ ଦେଖା ଦେଲାଣି । ଆଉ ଆଗକୁ ସ୍ଵାଧୀନତା ଦିବସ ପାଳନ ହେବ । ଆଉ ଏହା ପ୍ରତ୍ୟେକ ସ୍କୁଲ, କଲେଜ, ଅଫିସ, ରାଷ୍ଟ୍ରପତି ଭବନ, ସଂସଦ ସବୁ ସ୍ଥାନରେ ଏହା ପାଳନ ହେବ । ଆଉ ଏହି ସ୍ଵାଧୀନତା ଦିବସ ପାଳନ କରିବା ପାଇଁ ସ୍କୁଲକୁ ଛୋଟ ପିଲାମାନେ ମଧ୍ୟ ଯାଇଥାନ୍ତି ।

ଆଉ ଏବେ ଏବେ ଏକ ଖବର ସାମ୍ନାକୁ ଆସିଛି । ଆଉ ଏହି ଖବର ହେଉଛି, ସ୍ଵାଧୀନତା ଦିବସରେ କୋଭିଡ ପାଇଁ କଟକଣା ଲାଗିଲା । ଆଉ ଏହି ସୂଚନା ମଧ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଦେଇଛନ୍ତି । ଆଉ ସେ ଗଣମାଧ୍ୟମ ଆଗରେ କହିଛନ୍ତି, କୋଭିଡ ମହାମାରୀର ଚତୁର୍ଥ ଲହର ଆସିବାକୁ ଯାଉଛି । ଆଉ ଏହି ଲହର ପାଇଁ ଅଗଷ୍ଟ ମାସ ୧୫ ସ୍ଵାଧୀନତା ଦିବସ ପାଳନରେ ବା ପତାକା ଉତ୍ତୋଳନ ବେଳେ ପିଲାମାନେ ସ୍ଵାଧୀନତା ଦିବସ ପାଳନରେ ଭାଗ ନେବେ ନାହିଁ ।

ବା ଛାତ୍ରଛାତ୍ରୀମାନେ ସ୍କୁଲକୁ ଯିବେ ନାହିଁ । ଆଉ କେବଳ ଶିକ୍ଷକ ଆଉ ଶିକ୍ଷୟିତ୍ରୀ ମାନେ ଯାଇ କରି ସ୍ଵାଧୀନତା ଦିବସ ପାଳନ କରିବେ । ପତକା ଉତ୍ତୋଳନ କରିବେ ଶିକ୍ଷକ ଏବଂ ଶିକ୍ଷୟିତ୍ରୀ । ଆଉ କରୋନାର ଚତୁର୍ଥ ଲହରକୁ ଆଖି ଆଗରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଆଉ ସ୍ଵାଧୀନତା ଦିବସ ଜନଗହଳି ହୋଇଥିବା ହେତୁ ସରକାର ଛୋଟ ପିଲାମାନଙ୍କ ସୁରକ୍ଷା ପାଇଁ ଏହି ନିୟମ ବାହାର କରିଛନ୍ତି ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from UncategorizedMore posts in Uncategorized »

Be First to Comment

Leave a Reply

Your email address will not be published.