Press "Enter" to skip to content

ବଦଳି ଗଲା ଗାଇଡ଼ ଲାଇନ ସ୍ୱାଧୀନତା ଦିବସ ପାଇଁ । ସବୁ ପିଲା ଯୋଗ ଦେବେ ,ଘୋଷଣା କରିଲେ ଗଣଶିକ୍ଷା ମନ୍ତ୍ରୀ ।।

ଆପଣମାନେ ସମସ୍ତେ ଜାଣିଥିବେ କରୋନା ମହାମାରୀର ଚତୁର୍ଥ ଲହର ଆସିବାକୁ ଯାଉଛି । ଆଉ ଏବେ ପୁଣି କରୋନା ସବୁଆଡ଼େ ଦେଖା ଦେଲାଣି । ଆଉ ଆଗକୁ ସ୍ଵାଧୀନତା ଦିବସ ପାଳନ ହେବ । ଆଉ ଏହା ପ୍ରତ୍ୟେକ ସ୍କୁଲ, କଲେଜ, ଅଫିସ, ରାଷ୍ଟ୍ରପତି ଭବନ, ସଂସଦ ସବୁ ସ୍ଥାନରେ ଏହା ପାଳନ ହେବ । ଆଉ ଏହି ସ୍ଵାଧୀନତା ଦିବସ ପାଳନ କରିବା ପାଇଁ ସ୍କୁଲକୁ ଛୋଟ ପିଲାମାନେ ମଧ୍ୟ ଯାଇଥାନ୍ତି ।

ଆଉ ଏବେ ଏବେ ଏକ ଖବର ସାମ୍ନାକୁ ଆସିଛି । ଆଉ ଏହି ଖବର ହେଉଛି ଗତକାଲି ଶିକ୍ଷ୍ୟାମନ୍ତ୍ରୀ କହିଥିଲେ ଯେ ସ୍ଵାଧୀନତା ଦିବସରେ କୋଭିଡ ପାଇଁ କଟକଣା ଲାଗିଲା । ଆଉ ସେ ଗଣମାଧ୍ୟମ ଆଗରେ କହିଛନ୍ତି, କୋଭିଡ ମହାମାରୀର ଚତୁର୍ଥ ଲହର ଆସିବାକୁ ଯାଉଛି । ଆଉ ଏହି ଲହର ପାଇଁ ଅଗଷ୍ଟ ମାସ ୧୫ ସ୍ଵାଧୀନତା ଦିବସ ପାଳନରେ ବା ପତାକା ଉତ୍ତୋଳନ ବେଳେ ପିଲାମାନେ ସ୍ଵାଧୀନତା ଦିବସ ପାଳନରେ ଭାଗ ନେବେ ନାହିଁ ।

ବା ଛାତ୍ରଛାତ୍ରୀମାନେ ସ୍କୁଲକୁ ଯିବେ ନାହିଁ । ଆଉ କେବଳ ଶିକ୍ଷକ ଆଉ ଶିକ୍ଷୟିତ୍ରୀ ମାନେ ଯାଇ କରି ସ୍ଵାଧୀନତା ଦିବସ ପାଳନ କରିବେ । ପତକା ଉତ୍ତୋଳନ କରିବେ ଶିକ୍ଷକ ଏବଂ ଶିକ୍ଷୟିତ୍ରୀ । ଆଉ କରୋନାର ଚତୁର୍ଥ ଲହରକୁ ଆଖି ଆଗରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଆଉ ସ୍ଵାଧୀନତା ଦିବସ ଜନଗହଳି ହୋଇଥିବା ହେତୁ ସରକାର ଛୋଟ ପିଲାମାନଙ୍କ ସୁରକ୍ଷା ପାଇଁ ଏହି ନିୟମ ବାହାର କରିଛନ୍ତି ।

କିନ୍ତୁ ଏବେ ଏବେ ଖବର ଆସି ପହଞ୍ଚିଛି ଯେ ଶିକ୍ଷ୍ୟାମନ୍ତ୍ରୀ ନିଜ ନିଷ୍ପତ୍ତି ବଦଳାଇ ପିଲା ମାନଙ୍କର ମୌଳିକ ଅଧିକାର ଫେରାଇ ଦେବେ।ସ୍ବାଧୀନତା ଦିବସରେ ସବୁ ପିଲା ଯୋଗ ଦେଇ ଏହି ଦିନକୁ ସ୍ମରଣଯୋଗ୍ୟ କରି ଯାହା ପାଇଁ ସ୍ବାଧୀନତା ଫେରି ପାଇଛନ୍ତି ତାଙ୍କ ପାଇଁ ୨ମିନିଟ ନୀରବ ପ୍ରାର୍ଥନା କରିବେ ଶିକ୍ଷକ ଙ୍କ ସହ

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from UncategorizedMore posts in Uncategorized »

Be First to Comment

Leave a Reply

Your email address will not be published.