Press "Enter" to skip to content

ଶଶୁର ବୋହୂ ସମ୍ପର୍କରେ ଲାଗିଲା କଳେଙ୍କିର ଦାଗ, ପୁଅ ମାରିବା ପରେ ବୋହୂକୁ ବିବାହ କରିଲା ଶଶୁର ।

ପୁଣି ଶଶୁର ବୋହୂ ସମ୍ପର୍କରେ ଲାଗିଲା କଳେଙ୍କିର ଦାଗ । ପୁଅ ମାରିବା ପରେ ବୋହୂକୁ ବିବାହ କରିଲା ଶଶୁର । ବିବାହ କରିବା ଏକ ବଡ ଦାୟିତ୍ବ ହୋଇଥାଏ । ଏବଂ ଏହା ବହୁତ ବଡ଼ ପବିତ୍ର ସମ୍ପର୍କ ହୋଇଥାଏ । କିନ୍ତୁ ଆଜିକା ଦୁନିଆରେ ଏହା ଆଉ ହେଉନାହିଁ । ବିବାହ ଏକ ଖେଳ ଘର ହୋଇଗଲାଣି । ବିବାହ ପରେ ଏକ ନାରୀ ଯେତେବେଳେ ତାର ବାପାମାଙ୍କୁ ଛାଡ଼ି ଶଶୁର ଘରକୁ ଆସିଥାଏ । ସେତେବେଳେ ସେ ତାର ଶାଶୁ ଶଶୁରଙ୍କୁ ବାପା ମାଙ୍କର ସ୍ଥାନ ଦେଇଥାଏ । ଆଉ ଶାଶୁ ଶଶୁର ମଧ୍ୟ ଗୋଟିଏ ଝିଅ ପାଇଥାନ୍ତି ।

ଆଉ ଏମିତି ଏକ ଭିଡିଓ ଏବେ ଦେଖିବାକୁ ମିଳିଛି ଯେଉଁଥିରେ ଶଶୁରବୋହୂ ସମ୍ପର୍କରେ ଦାଗ ଲାଗିଛି । ଏକ ମନ୍ଦିରରେ ଦେଖିବାକୁ ମିଳିଥିଲା ବୋହୂ ଆଉ ଶଶୁର ବିବାହ କରି ଫେରିଥିଲେ । ଆଉ ସେଠାକୁ କିଛି ଲୋକ ଆସି ଏହାର ଭିଡିଓ କରିଥିଲେ ଆଉ ଅନେକ ପ୍ରଶ୍ନ ପଚାରିଥିଲେ । ଶଶୁର ଜଣକ କହିଥିଲେ ମୋ ପୁଅ ମରିଯିବା ପରେ ମୋର ଆଉ କେହି ନାହାଁନ୍ତି ଆଉ ମୁଁ ଏକୁଟିଆ ହୋଇଯାଇଥିଲି ଆଉ ମୋ ବୋହୂର ମଧ୍ୟ ତାର ସ୍ବାମୀ ଚାଲିଯିବା ପରେ କେହି ନାହାନ୍ତି । ଆଉ ସେଥିପାଇଁ ଆମେ ନିଷ୍ପତ୍ତି ନେଲୁ ବିବାହ କରିବାକୁ ।

ଆଉ ସେଠାକାର ଲୋକ ଶଶୁରକୁ ପଚାରିଥିଲେ ଝିଅ ହିସାବର ବୋହୂ ଆଉ ତାକୁ ବିବାହ କରୁଛ ତୁମକୁ ଲାଜ ଲାଗୁନି ? ଶଶୁର ଜଣକ କହିଥିଲେ ଘର କଥା ଘରେ ରହିବ ବୋଲି ଆମେ ବାହା ହେଉଛୁ । ଆଉ ବୋହୂ ଜଣଙ୍କୁ ମଧ୍ୟ ପ୍ରଶ୍ନ ପଚରା ଯାଇଥିଲା । ଆଉ ସେ କହିଥିଲେ କି ମୁଁ ମୋ ଇଚ୍ଛାରେ ବିବାହ କରୁଛି । ଆଉ ମୋତେ ଏଥିପାଇଁ ବାଧ୍ୟ କରାଯାଇ ନାହିଁ । ବୋହୂର ବୟସ ୨୫ ବର୍ଷ ହୋଇଥିବା ବେଳେ ଶଶୁରର ବୟସ ୪୫ ବର୍ଷ ବୋଲି ଜଣାପଡିଛି । ଯାହାକି ଖୁବ୍ ଲଜ୍ୟାଜନକ କଥା । ଆଉ ଶଶୁର ଜଣକ ଆମ ଘର କଥାରେ ମୁଣ୍ଡ ପୁରାଅନି କହି ବୋହୂକୁ ସେଥିରେ ନେଇ ସେଠାରୁ ଚାଲି ଯାଇଥିଲେ ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ଭାଇରଲ ଖବରMore posts in ଭାଇରଲ ଖବର »

Be First to Comment

Leave a Reply

Your email address will not be published.