Press "Enter" to skip to content

ସହୀଦ ହେବା ପରେ ମଧ୍ୟ ସୀମା ଜଗୁଛି ଯବାନଙ୍କ ଆତ୍ମା, ଘୋଡାରେ ବସି ରାତିରେ ଦେଉଛି ପହରା !

ସହୀଦ ହେବା ପରେ ମଧ୍ୟ ସୀମା ଜଗୁଛି ଯବାନଙ୍କ ଆତ୍ମା । ପ୍ରତିଟି ସମୟରେ ଶତ୍ରୁଙ୍କୁ ଦେଉଛି ଚଖମା । ଘୋଡାରେ ବସି ରାତିରେ ଦେଉଛି ସୀମାରେ ପହରା । ଏହା ସତ ଯେ ଯଦି ଜଣେ ସଚ୍ଚୋଟ ଯବାନ ସହୀଦ ହୋଇଯାଏ ତେବେ ତା ଭିତରୁ ଦେଶଭକ୍ତି କେବେ ହେଲା ଅଲଗା ହୋଇନଥାଏ । ହୁଏତ ଏହା ଉପରେ କିଛି ଲୋକ ବିଶ୍ୱାସ ନ କରିପାରନ୍ତି । ହେଲେ ଏହା ସମ୍ପୂର୍ଣ୍ଣ ସତ କଥା । ଆଉ ଏହି ଭିଡିଓରେ ଆପଣ ଏହାକୁ ଦେଖି ପାରିବେ ।

ଆଉ ଏହି ଭିଡିଓରେ ଜଣେ ଏମିତି ଭାରତୀୟ ଯବାନଙ୍କ କଥା କୁହାଯାଇଛି ଯିଏ ସହୀଦ ହେବା ପରେ ମଧ୍ୟ ସୀମା ଜଗୁଛନ୍ତିି । ଆଉ ଏହି ଯବାନଙ୍କର ମୃ-ତ୍ୟୁ ୧୯୬୮ ମସିହାରେ ହୋଇ ଯାଇଥିଲା । ହେଲେ ଆଜିବି ଏହି ବୀର ଯବାନଙ୍କ ଆତ୍ମା ଯାହାକି ଦେଶଭକ୍ତିରେ ପରିପୂର୍ଣ୍ଣ ଆଉ ତାଙ୍କର ଆତ୍ମା ଭାରତ ଆଉ ଚୀନର ସୀମାରେ ପହରା ଦେଉଛନ୍ତି । ଏହାସହ ଭାରତ ଏବଂ ଚୀନ ର ହେଉଥିବା ବୈଠକରେ ତାଙ୍କ ପାଇଁ ଗୋଟିଏ ଖାଲି ଚେୟାର ମଧ୍ୟ ରଖାଯାଉଛି ।

ଭାରତ ଆଉ ଚୀନର ସୀମା ବହୁତ ଉଚ୍ଚାରେ ରହିଛି । ଆଉ ଭାରତୀୟ ବୀର ଯବାନମାନଙ୍କ ଆଗରେ ଚୀନ୍ ସୈନ୍ୟମାନେ ସବୁବେଳେ ହାର ମାନନ୍ତି । ଆଉ ଏହି ଭାରତୀୟ ସହୀଦ ଯବାନ ଜଣକ ସବୁବେଳେ ସୀମା ଜଗିଥାନ୍ତି । ଏହି ଯବାନଙ୍କ ନାଁ ହେଉଛି ବାବା ହରବଜନ ସିଂ । ସେ ୧୯୬୮ ମସିହାରେ ସହୀଦ ହୋଇଥିଲେ ବି ତାଙ୍କ ଆତ୍ମା ଆଜିବି ସୀମା ଜଗୁଛି। ଆଉ ଭାରତୀୟ ସୈନିକ ମାନଙ୍କୁ ଯୁଦ୍ଧ ପୂର୍ବରୁ ସଚେତନ କରୁଛନ୍ତି । ଆଉ ତାଙ୍କର ଜନ୍ମ ୧୯୪୬ ମସିହା ଅଗଷ୍ଟ ୩୦ ତାରିଖରେ ହୋଇଥିଲା ।

ପାକିସ୍ତାନରେ ଜନ୍ମ ହୋଇ ମଧ୍ୟ ସେ ଭାରତୀୟ ସେନାରେ ଯୋଗ ଦେଇଥିଲେ । ସେ ୧୯୬୬ ମସିହାରେ ଚୀନ୍ ଆଉ ଭାରତ ସୀମାରେ ଜଗିବା ଆରମ୍ଭ କରିଥିଲେ । ଆଉ ସେ କିଛି ସାମଗ୍ରୀ ଆଣିବାକୁ ଯାଇଥିଲେ ଆଉ ସେଠାରେ ସେ ନଦୀରେ ପଡ଼ି ମୃ-ତ୍ୟୁବରଣ କରିଥିଲେ । ଆଉ ତାଙ୍କୁ ଖୋଜି ଖୋଜି କେହି ପାଉନଥିଲେ । ଆଉ ତାପରେ ଯବାନ ହରବଜନ୍ ଆଉ ଜଣେ ଯବାନଙ୍କ ସ୍ୱପ୍ନରେ ଆସି କହିଥିଲେ ତାଙ୍କ ମୃ-ତ ଦେହ କେଉଁଠି ଅଛି ।

ଆଉ ଏହାପରେ ସମସ୍ତେ ଜାଣିବା ପରେ ତାଙ୍କର ଶୋଭା ଯାତ୍ରା ଧୁମଧାମରେ ହୋଇଥିଲା । ଆଉ ସେ ଜଣେ ମହାନ୍ ଯବାନ ଅଟନ୍ତି । ଆଉ ସେ ଏବେବି ସୀମା ଜଗୁଛନ୍ତି । ଆଉ ସୀମାରେ ଘୋଡ଼ା ପାଦ ଚିହ୍ନ ପଡିଥିବାର ବି ଦେଖାଯାଇଛି । ଆଉ ସେ ଯବାନମାନଙ୍କୁ ସଚେତନ କରନ୍ତି । ସେ ମଧ୍ୟ ତାଙ୍କ ଡ୍ୟୁଟି କରନ୍ତି ଆଉ ରାତିରେ ସୀମା ଜଗନ୍ତି । ଆଉ ଏହିଭଳି ବୀର ଯବାନଙ୍କୁ ପାଇ ଆମେମାନେ ଗର୍ବିତ ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published.