Press "Enter" to skip to content

“ପ୍ରେମ କରୁଥିଲା ବେଳେ ତ ମଜା ଲାଗୁଥିଲା ସେତେ ବେଳେ କଣ ଜାଣିପାରୁ ନ ଥିଲ ଛୁଆ ହୋଇଯିବ ବୋଲି” : Pramila ମାଉସୀ

ପହଁଚିଗଲେ ପ୍ରମିଳା ମାଉସୀ । ଆଉ ଏବେ କରିବେ ସବୁକିଛି ଫାଇନାଲ । ଆପଣମାନେ ଜାଣିଥିବେ ପ୍ରମିଳା ମାଉସୀଙ୍କର ସାହସ ଆଉ ତାଙ୍କର ଧର୍ଯ୍ୟକୁ । କିଭଳି ଭାବେ ଅତୀତ ଦିନରେ ସେ ସବୁକିଛି କରିଥିଲେ ତପସ୍ଵିନୀ ଆଉ ସୁମିତଙ୍କ ମିଶିଯିବା ପାଇଁ । ତେବେ ଏଠାରେ ପହଞ୍ଚିଛନ୍ତି ପ୍ରମିଳା ମାଉସୀ । ଆଉ ଏବେ ଦିନେଶ ଆଉ ଦୀପିକାଙ୍କୁ କରିଦେବେ ଏକାଠି । ବାହାଘର ପୂର୍ବରୁ ଦୁହେଁ ପ୍ରେମ କରୁଥିଲେ । ଦୀପିକା ଆଉ ଦିନେଶ ପ୍ରେମ ସମ୍ପର୍କରେ ଥିଲେ ।

ଆଉ ସେମାନେ ଶା-ରୀ-ରି-କ ସମ୍ପର୍କ ସହିତ ଲିଭ୍ ଇନ୍ ରିଲେସନସିପରେ ରହୁଥିଲେ । ଆଉ ଏବେ ଦୀପିକାଙ୍କ କୋଳରୁ ଜନ୍ମ ନେଇଛି ଛୁଆ । କିନ୍ତୁ ଛୁଆଟିକୁ ଗ୍ରହଣ କରିବାକୁ ଦିନେଶ ନାରାଜ । ଏବେ ଦିନେଶର ଘର ଆଗରେ ବସିଛନ୍ତି ଦୀପିକା । ସେ ଏକା ବସିଥିଲେ ଦୁଇ ରୁ ତିନିଦିନ କାଳ ।ତେବେ ଏପଟେ ପ୍ରମିଳା ମାଉସୀ ଏକଥା ଶୁଣି ସହି ପାରିଲେନି । ଦୌଡ଼ି ଆସିଲେ ତାଙ୍କ ପାଖକୁ । ଆଉ ଦୀପିକାକୁ ବୁଝାଇ କହିଲେ ତୁ ଡରନା ମାଆ ମୁଁ ତୋ ପଛରେ ଅଛି ତୁ ଆଗକୁ ବଢିଚାଲେ ।

ଏ ସଂଘର୍ଷ ଜାରି ରଖ, ଦିନେଶ ତତେ ମିଳିବ, ଦିନେଶ ତତେ ସ୍ତ୍ରୀର ପରିଚୟ ଦେବା ସହ ଏ ଛୁଆର ବାପା ବୋଲି ଦିନେଶ ନିଜେ ମାନିବ । ଦିନେଶ ଏହି ଛୁଆକୁ ନେଇ ସନ୍ଦେହ କରିଥିଲେ ବା ଗ୍ରହଣ କରିନଥିଲେ ସେହି ସମୟରେ ଦୀପିକା ବି ପଛକୁ ଘୁଞ୍ଚି ନଥିଲେ । ସେ ବି ଏନେଇ ଡିଏନଏ ପରୀକ୍ଷା କରିଥିଲେ । ଆଉ ପରୀକ୍ଷାରୁ ଏବେ ସେ ସୂଚନା ଦେଇଛନ୍ତି ଏହି ପିଲାଟି ଦିନେଶର । ତଥାପି ଦିନ ପରେ ଦିନ ଗଡି ଚାଲିଛି । ତପସ୍ଵିନୀଙ୍କ ଭଳି ଏବେ ଗେଟ୍ ସମ୍ମୁଖରେ ବସିଛନ୍ତି ଦୀପିକା ।

ଆଉ ଜଗି ରହିଛନ୍ତି କେତେବେଳେ ଖୋଲାଯିବ ଗେଟ୍ ଆଉ ଭିତରକୁ ପ୍ରବେଶ କରିବେ ସ୍ତ୍ରୀ ରୂପରେ । କିନ୍ତୁ ଗେଟ୍ ଖୋଲା ଯାଉନାହିଁ । ଏପଟେ ପୋଲିସ ବି ଜଗିଛି ଆଉ ଦୀପିକା ବି ବସି ରହିଛନ୍ତି ଗେଟ୍ ପାଖରେ । ତେବେ ପ୍ରମିଳା ମାଉସୀ ପହଞ୍ଚି ଯାଇଛନ୍ତି । ଆଉ ଧୈର୍ଯ୍ୟ ଏବଂ ସାହସର ସହିତ ତାଙ୍କୁ ବୁଝାଇଛନ୍ତି ତୁ ଡରନା ମାଆ ସଂଘର୍ଷ ଜାରି ରଖ, ତତେ ନିଶ୍ଚୟ ନ୍ୟାୟ ମିଳିବ । ଆଉ ଏହାସହ ସେ ଦିନେଶକୁ ଟାର୍ଗେଟ କଲା ପରି କହିଛନ୍ତି, ପ୍ରେମ କରୁଥିଲ, ହସ ପ୍ରମାଦ ହେଉଥିଲ, ସବୁକିଛି କରୁଥିଲ ।

ଆଉ ଯେତେବେଳେ ଛୁଆ ଜନ୍ମ ହୋଇଗଲା କାହିଁକି ପଛ ଘୁଞ୍ଚା ? କାହିଁକି ଲୁଚୁଛ ? ଏଭଳି କହିଥିଲେ ପ୍ରମିଳା ମାଉସୀ । ଏହା କହିବା ସହିତ ଦୃଢତା ସହ ସେ କହିଛନ୍ତି ତତେ ନ୍ୟାୟ ମିଳିବ ଆଉ ତତେ ନ୍ୟାୟ ମିଳିବାରେ ମୁଁ ବି ତତେ ସାହାଯ୍ୟ କରିବି । ଏ ସଂଘର୍ଷ ଜାରି ରହିବ । ତେବେ ଦେଖିବାକୁ ବାକି ରହିଲା କେତେଦିନ ଧରି ଏମିତି ଗେଟ୍ ସମ୍ମୁଖରେ ବସୁଛନ୍ତି ଦୀପିକା । ଆଉ ତାଙ୍କୁ କେବେ ଗ୍ରହଣ କରୁଛନ୍ତି ଦିନେଶ ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from BREAKING NEWSMore posts in BREAKING NEWS »

Be First to Comment

Leave a Reply

Your email address will not be published.