Press "Enter" to skip to content

IAS Questions – ଭାରତରେ ସର୍ବ ପ୍ରଥମେ କାହାର ଆଧାର କାର୍ଡ ତିଆରି ହୋଇଥିଲା ? ଦମ୍ ଥିଲେ ଉତ୍ତର ଦିଅନ୍ତୁ ।

ଆସନ୍ତୁ ଜାଣିବା ଢଗ ଢମାଳି ସମ୍ପର୍କିତ କିଛି ପ୍ରଶ୍ନ ଓ ଉତ୍ତର। ଯାହାକି ଆପଣ ମାନଙ୍କ ବାସ୍ତବ ଜୀବନରେ ଜାଣିବା ଏକାନ୍ତ ଆବଶ୍ୟକ ଅଟେ।
ବିଶ୍ବର ସବୁଠାରୁ ପୁରୁଣା ଧର୍ମ କଣ ଅଟେ?
ଉତ୍ତର – ସନାତନ ଧର୍ମ
ଭାରତ ଠାରୁ ପାକିସ୍ଥାନ କେବେ ଅଲଗା ହୋଇଥିଲା?
ଉତ୍ତର -୧୯୪୭ ଅଗଷ୍ଟ ୧୪
କେଉଁ ୠଷି ମାଆ ଗର୍ଭ ରୁ ବେଦ ପାଠ କରୁଥିଲେ?
ଉତ୍ତର – ଅଷ୍ଟ ବକ୍ର ୠଷି

କେଉଁ ଦେଶରେ ରାତିରେ ଚାଷ କାମ କରାଯାଏ?
ଉତ୍ତର – ନାର୍ବେ ଦେଶରେ
ଭାରତରେ କେଉଁ ରାଜ୍ୟରେ ଆଧାର କାର୍ଡ ବନା ଯାଇଥାଏ?
ଉତ୍ତର – କାଶ୍ମୀର ରେ
ମୁଁ ସମୁଦ୍ରରେ ଜନ୍ମ ନିଏ ହେଲେ ଆପଣଙ୍କ ଘରେ ରୁହେ କୁହନ୍ତି ତାହା କଣ?
ଉତ୍ତର – ଲୁଣ
ତାହା କେଉଁ ଜିନିଷ ଅଟେ ଯାହା ଯେତିକି ଅଧିକ ବଢ଼ିଥାଏ ତାହା ସେତିକି କମି ଥାଏ?
ଉତ୍ତର – ଆମ ବୟସ

କେଉଁ ଦେଶରେ ସବୁଠାରୁ ଅଧିକ ଧନି ଲୋକ ରହିଥାନ୍ତି?
ଉତ୍ତର – ଲଣ୍ଡନ ଦେଶରେ
ଗୋଟିଏ ଆମ୍ବ ଗଛ ତଳେ ଅନ୍ଧ, ମୁକ , ଛୋଟା ଓ କାଲା ବସିଛନ୍ତି ଆମ୍ବ ପଡିଲେ କିଏ ଧରିବ?
ଉତ୍ତର – ମୁକ
କେଉଁ ଗଛରେ କାଠ ନଥାଏ?
ଉତ୍ତର – କଦଳୀ
ଭାରତରେ କେଉଁ ଦେଶରେ ମହିଳା ମାନେ ପାଞ୍ଚ ଦିନ ବିନା କପଡା ରେ ରହିଥାନ୍ତି?
ଉତ୍ତର – ହିମାଚଳ ପ୍ରଦେଶ

ପଦ୍ମ ଚରଣ ରାୟ ଙ୍କୁ କେଉଁ ଉପାଧି ଦିଆ ଯାଇଥିଲା?
ଉତ୍ତର – ଉତ୍କଳ ଭୀମ ଉପାଧି
ଘଟଗାଁ କେଉଁ ମନ୍ଦିର ପାଇଁ ପ୍ରସିଦ୍ଧ ଅଟେ?
ଉତ୍ତର – ମାଆ ତାରିଣୀ ଙ୍କ ମନ୍ଦିର
ଧାମରା ନଗର କେଉଁ ଜିଲ୍ଲାରେ ଅବସ୍ଥିତ?
ଉତ୍ତର – ଭଦ୍ରକ
ସବୁ ଠାରୁ ଓଜନିଆ ଧାତୁ ର ନାମ କଣ?
ଉତ୍ତର – ଓଏସମିୟମ
୧୯୩୬ ମସିହା ଏପ୍ରିଲ ୧ ତାରିଖ ଦିନ ଓଡିଶା ପ୍ରଦେଶ ରେ କେତୋଟି ଜିଲ୍ଲା ଥିଲା?
ଉତ୍ତର – ୭ ଟି ଜିଲ୍ଲା
ଭାରତରେ ସର୍ବ ପ୍ରଥମେ କାହାର ଆଧାର କାର୍ଡ ତିଆରି ହୋଇଥିଲା?
ଉତ୍ତର- ରଞ୍ଜନ ସାନ୍ୱେନ୍

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ। ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from IAS Questions OdiaMore posts in IAS Questions Odia »

Be First to Comment

Leave a Reply

Your email address will not be published.