Press "Enter" to skip to content

Truck ଉପରେ କରୁଥିଲେ Stand ଆଉ ତା ପରେ ହେଲା ଏଭଳି ଅବସ୍ଥା

ଷ୍ଟଣ୍ଡ କରିବା ପଡ଼ିଲା ମାହାଙ୍ଗା । ଚଳନ୍ତା ଗାଡ଼ିରେ କରୁଥିଲେ ପୁସ୍ଅପ୍ । ଶକ୍ତିମାନ ହେବାର ଇଚ୍ଛା ଆଉ ହୋଇପାରିବେନି ବିରାଜମାନ । ଶକ୍ତି ଦେଖାଇବା ଚକର୍ ରେ ତଳେ ପଡ଼ି ଆହାତ ହେଲେ ଯୁବକ । ଚଳନ୍ତା ଗାଡ଼ି ଉପରେ କରୁଥିଲେ ପୁସ୍ଅପ୍ । ଏବେ ଖଣ୍ଡିଆ ହୋଇ ପଡିଛନ୍ତି ଘରେ । ଉତ୍ତରପ୍ରଦେଶ ଲକ୍ଷ୍ନୌ ରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ଯୁବକଙ୍କ କାର୍ଯ୍ୟ କୁ ନେଇ ଏବେ ସବୁଠି ଚର୍ଚ୍ଚା । ଏହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭୈରାଲ ହୋଇଛି । ଭିଡ଼ିଓରେ ଦେଖିବାକୁ ମିଳିଛି ଯେ ଯୁବକ ଜଣକ ଏକ ଅଳିଆ ଗାଡ଼ିରେ ପୁସ୍ଅପ୍ ମରୁଛନ୍ତି ।

କିଛି ସମୟ ପୁସ୍ଅପ୍ ମାରିବା ପରେ,ଗାଡ଼ି ଉପରେ ଛିଡ଼ା ହୋଇ ଶକ୍ତିମାନ ପରି ଘୁରିବାକୁ ଚେଷ୍ଟା କରୁଛନ୍ତି । ଗାଡ଼ିଟି ସ୍ପିଡ ରେ ଚାଲିଛି ହେଲେ ଯୁବକ ଜଣକ ଆଦୌ ଭୟଭୀତ ହେଉନାହାଁନ୍ତି । ଏଭଳି ଦୁଃସାହସିକ କାମ କିଛି ସମୟ ଧରି କରିବା ପରେ ଘଟିଲା ଅଘଟଣ । ଏହା ପରେ ସେ ଗାଡିରୁ ତଳେ ଖସି ପଡୁଛନ୍ତି ।

ଯୁବକ ଜଣକ ତଳେ ଖସିପଡ଼ିବା ପରେ ତାଙ୍କ ଶରୀରରେ ଖଣ୍ଡିଆ ହୋଇଥିବା ଦେଖିବାକୁ ମିଳିଛି । ପ୍ରଥମେ ଭିଡ଼ିଓଟିର ଅଧା ଅଂଶ ଭୈରାଲ୍ ହେଉଥିଲା । ଭିଡ଼ିଓରେ କେବଳ ପୁସ୍ଅପ୍ କରୁଥିବାର ଦେଖିବାକୁ ମିଳିଥିଲା । ଲୋକେ ତାଙ୍କର ଖୁବ୍ ପ୍ରଶଂସା କରୁଥିଲେ । ମାତ୍ର ଏବେ ସଂପୂର୍ଣ୍ଣ ଭିଡିଓ ଟି ସାମ୍ନାକୁ ଆସିଛି । ଗୋମତୀ ନଗରର ଏହି ସ୍ୱେତା ଶ୍ରୀବାସ୍ତବ ତାଙ୍କ ଟୁଇଟର ଆକାଉଣ୍ଟ ରେ ଭିଡିଓଟିକୁ ସେୟର କରିଛନ୍ତି । ସେ ଭିଡିଓଟିକୁ ସେୟାର କରି ଲେଖିଛନ୍ତି ବନୁଥିଲେ ଶକ୍ତିମାନ ଏବେ କିଛି ଦିନ ପାଇଁ ହେବେନି ବିରାଜମାନ ।

ଏପରି ଭୟଙ୍କର ଷ୍ଟଣ୍ଡ କରନ୍ତୁ ନାହିଁ । ଭୈରାଲ୍ ଭିଡିଓଟି ଶନିବାର ରାତିର ବୋଲି କୁହାଯାଉଛି ।ମାତ୍ର ୨୪ ସେକେଣ୍ଡ ର ଏହି ଭିଡିଓ କୁ ଏବେ ସୁଧା ଅନେକ ଲୋକ ଦେଖି ସାରିଲେଣି । ଭିଡିଓ ରେ ଅନେକ ଲୋକ ପ୍ରତିକ୍ରିୟା ଦେଇଛନ୍ତି । କିଛି ଲୋକ ଯୁବକ ଜଣକ ଉଚିତ୍ ଦଣ୍ଡ ପାଇଥିବା କହିଥିବା ବେଳେ ଆଉ କିଛି ଲୋକ ଯୁବଗୋଷ୍ଠୀ କୁ ଷ୍ଟଣ୍ଡ କରିବାର ବୋହୁତ ସୌକ ବୋଲି କହିଛନ୍ତି ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ଭାଇରଲ ଖବରMore posts in ଭାଇରଲ ଖବର »

Be First to Comment

Leave a Reply

Your email address will not be published.