Press "Enter" to skip to content

IAS Questions ରାତିରେ ପୁରେଇଲେ ଟାଣ ରହେ ସକାଳେ ଖୋଲିଲେ ନରମି ଯାଏ ସେଇଟା କଣ ? ଦମ୍ ଥିଲେ ଉତ୍ତର ଦିଅନ୍ତୁ

ଆସିଛି କିଛି G K questions।। Odia ଢ଼ଗ ଢ଼ମାଳି ।। ଆସନ୍ତୁ ଜାଣିବା ଏହି Question ଆଉ Answer ।।

୧- ବ୍ୟାଙ୍କକୁ ଓଡ଼ିଆରେ କଣ କୁହନ୍ତି ?
ଉତ୍ତର- ଅଧିକୋଷ

୨- ମାଛ କାହା ଦ୍ଵାରା ନିଃଶ୍ୱାସ ନିଅନ୍ତି ?
ଉତ୍ତର- ଗାଲି

୩- ମହଲ ର ସହର କାହାକୁ କୁହାଯାଏ ?
ଉତ୍ତର- କୋଲକାତା

୪- ବ୍ୟାଙ୍କରେ ନୋଟ ଜାରି କରିଥିବା ପ୍ରଥମ ଦେଶ କଣ ଥିଲା ?
ଉତ୍ତର- ସ୍ଵିଡେନ

୫- ବିଶ୍ଵର ସବୁଠୁ ଗଭୀର ହ୍ରଦ କଣ ଅଟେ ?
ଉତ୍ତର- ବୈକାଲ ହ୍ରଦ

୬- ସଂସଦର ଉଚ୍ଚ ସଦନ କଣ ହୋଇଥାଏ ?
ଉତ୍ତର- ରାଜ୍ୟସଭା

୭- ଭାରତର ସବୁଠୁ ବଡ ମସଜିଦ କଣ ଅଟେ ?
ଉତ୍ତର- ଜାମା ମସଜିଦ

୮- ସବୁଠୁ ଭୟାନକ ପିମ୍ପୁଡ଼ି କଣ ହୋଇଥାଏ ?
ଉତ୍ତର- ବୁଲଡଗ

୯- ପର୍ବର ନଗର କାହାକୁ କୁହାଯାଏ ?
ଉତ୍ତର- ମଦୁରାଇ

୧୦- ପ୍ରଥମ ଭାରତୀୟ ଫିଲ୍ମ୍ କଣ ଥିଲା ?
ଉତ୍ତର- ରାଜା ହରିଶ୍ଚନ୍ଦ୍ର

୧୧- ଭାରତର ସେକ୍ସପିୟର କାହାକୁ କୁହନ୍ତି ?
ଉତ୍ତର- କାଳିଦାସ

୧୨- କେଉଁ ଦେଶରେ ଗୋଟିଏ ହେଲେ ବି 5 ଷ୍ଟାର ହୋଟେଲ ନାହିଁ ?
ଉତ୍ତର- ମ୍ୟାକ୍ସିକୋ

୧୩- ପୃଥିବୀରେ ମୋଟରେ କେତୋଟି ମହାଦ୍ଵୀପ ଅଛି ?
ଉତ୍ତର- ୭ଟି

୧୪- ପୂର୍ଣ୍ଣ ସ୍ବରାଜର ନାମ କିଏ ଦେଇଥିଲା ?
ଉତ୍ତର- ଜବାହରଲାଲ ନେହେରୁ

୧୫- ଭାରତର ପ୍ରଥମ ଟିଭି ସିରିଏଲ୍ କଣ ଥିଲା ?
ଉତ୍ତର- ହମ ଲୋଗ

୧୬- ଗୋଟିଏ ଆମ୍ବ ଗଛ ତଳେ ଅନ୍ଧ, ମୁକ, ଛୋଟା ଆଉ କାଲା ବସିଛନ୍ତି, ଆମ୍ବ ପଡ଼ିଲେ ପ୍ରଥମେ କିଏ ଉଠେଇବ ?
ଉତ୍ତର- ମୁକ

୧୭- କେଉଁ ରୋଗ ହେଲେ ମଣିଷର ରକ୍ତର ରଙ୍ଗ ସବୁଜ ହୋଇଯାଏ ?
ଉତ୍ତର- Sulfhemoglobinemia

୧୮- ରାତିରେ ପୁରେଇଲେ ଟାଣ ରହେ ସକାଳେ ଖୋଲିଲେ ନରମି ଯାଏ ସେଇଟା କଣ ?

ଉତ୍ତର- କଞ୍ଚା ମଟର ରାତିରେ ପାଣିରେ ପକେଇଲେ ଟାଣ ରୁହେ ସକାଳେ ହେଲେ ନରମି ଯାଏ

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from IAS Questions OdiaMore posts in IAS Questions Odia »

Be First to Comment

Leave a Reply

Your email address will not be published.