ଆସିଛି କିଛି G K questions।। Odia ଢ଼ଗ ଢ଼ମାଳି ।। ଆସନ୍ତୁ ଜାଣିବା ଏହି Question ଆଉ Answer ।।
୧- ବ୍ୟାଙ୍କକୁ ଓଡ଼ିଆରେ କଣ କୁହନ୍ତି ?
ଉତ୍ତର- ଅଧିକୋଷ
୨- ମାଛ କାହା ଦ୍ଵାରା ନିଃଶ୍ୱାସ ନିଅନ୍ତି ?
ଉତ୍ତର- ଗାଲି
୩- ମହଲ ର ସହର କାହାକୁ କୁହାଯାଏ ?
ଉତ୍ତର- କୋଲକାତା
୪- ବ୍ୟାଙ୍କରେ ନୋଟ ଜାରି କରିଥିବା ପ୍ରଥମ ଦେଶ କଣ ଥିଲା ?
ଉତ୍ତର- ସ୍ଵିଡେନ
୫- ବିଶ୍ଵର ସବୁଠୁ ଗଭୀର ହ୍ରଦ କଣ ଅଟେ ?
ଉତ୍ତର- ବୈକାଲ ହ୍ରଦ
୬- ସଂସଦର ଉଚ୍ଚ ସଦନ କଣ ହୋଇଥାଏ ?
ଉତ୍ତର- ରାଜ୍ୟସଭା
୭- ଭାରତର ସବୁଠୁ ବଡ ମସଜିଦ କଣ ଅଟେ ?
ଉତ୍ତର- ଜାମା ମସଜିଦ
୮- ସବୁଠୁ ଭୟାନକ ପିମ୍ପୁଡ଼ି କଣ ହୋଇଥାଏ ?
ଉତ୍ତର- ବୁଲଡଗ
୯- ପର୍ବର ନଗର କାହାକୁ କୁହାଯାଏ ?
ଉତ୍ତର- ମଦୁରାଇ
୧୦- ପ୍ରଥମ ଭାରତୀୟ ଫିଲ୍ମ୍ କଣ ଥିଲା ?
ଉତ୍ତର- ରାଜା ହରିଶ୍ଚନ୍ଦ୍ର
୧୧- ଭାରତର ସେକ୍ସପିୟର କାହାକୁ କୁହନ୍ତି ?
ଉତ୍ତର- କାଳିଦାସ
୧୨- କେଉଁ ଦେଶରେ ଗୋଟିଏ ହେଲେ ବି 5 ଷ୍ଟାର ହୋଟେଲ ନାହିଁ ?
ଉତ୍ତର- ମ୍ୟାକ୍ସିକୋ
୧୩- ପୃଥିବୀରେ ମୋଟରେ କେତୋଟି ମହାଦ୍ଵୀପ ଅଛି ?
ଉତ୍ତର- ୭ଟି
୧୪- ପୂର୍ଣ୍ଣ ସ୍ବରାଜର ନାମ କିଏ ଦେଇଥିଲା ?
ଉତ୍ତର- ଜବାହରଲାଲ ନେହେରୁ
୧୫- ଭାରତର ପ୍ରଥମ ଟିଭି ସିରିଏଲ୍ କଣ ଥିଲା ?
ଉତ୍ତର- ହମ ଲୋଗ
୧୬- ଗୋଟିଏ ଆମ୍ବ ଗଛ ତଳେ ଅନ୍ଧ, ମୁକ, ଛୋଟା ଆଉ କାଲା ବସିଛନ୍ତି, ଆମ୍ବ ପଡ଼ିଲେ ପ୍ରଥମେ କିଏ ଉଠେଇବ ?
ଉତ୍ତର- ମୁକ
୧୭- କେଉଁ ରୋଗ ହେଲେ ମଣିଷର ରକ୍ତର ରଙ୍ଗ ସବୁଜ ହୋଇଯାଏ ?
ଉତ୍ତର- Sulfhemoglobinemia
୧୮- ରାତିରେ ପୁରେଇଲେ ଟାଣ ରହେ ସକାଳେ ଖୋଲିଲେ ନରମି ଯାଏ ସେଇଟା କଣ ?
ଉତ୍ତର- କଞ୍ଚା ମଟର ରାତିରେ ପାଣିରେ ପକେଇଲେ ଟାଣ ରୁହେ ସକାଳେ ହେଲେ ନରମି ଯାଏ
ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।
Be First to Comment