Press "Enter" to skip to content

Airbag ର କାମ କଣ ଏବଂ କେମିତି ବ୍ୟବହାର କରାଯାଏ ଜାଣନ୍ତୁ

ସିଟ ବେଲ୍ଟ ଗାଡ଼ି ଆକ୍ସିଡେଣ୍ଟରୁ ମଣିଷକୁ ବଞ୍ଚାଇଥାଏ । କିନ୍ତୁ ଏହା ଛାତି ଉପରେ ପ୍ରଭାବ ପକାଇଥାଏ । ଏବେ ଯେଉଁ ମର୍ଡନ ସିଟ ବେଲ୍ଟ ବାହାରିଛି ତାହା ମଣିଷର ମୁଣ୍ଡ ଆଉ ଛାତିକୁ ଭଲରେ ରଖିଥାଏ । ହାଇ ସ୍ପିଡ ଆକ୍ସିଡେଣ୍ଟରେ ଏହି ସିଟ ବେଲ୍ଟ ମଧ୍ୟ କାମ କରିନଥାଏ । ସେଥିପାଇଁ ଏୟାର ବ୍ୟାଗକୁ ବୈଜ୍ଞାନିକମାନେ କାର ଆଦିରେ ରଖିଛନ୍ତି ଆକ୍ସିଡେଣ୍ଟରୁ ମୁକ୍ତି ପାଇବା ପାଇଁ । ପ୍ରଥମେ ଯେତେବେଳେ ଏହା ଡିଜାଇନ୍ କରାଯାଇଥିଲା ତାହା ଭୁଲ ହୋଇଥିଲା । ମିଷ୍ଟର ହାଲାନ୍ କେଲଭିନ ଏହି ଡିଜାଇନକୁ ସଲ୍ଭ୍ କରିଛନ୍ତି ।

ସେ ପ୍ରଥମେ ବଲ ଇନ୍ ଟ୍ୟୁବ୍ ସେନ୍ସରକୁ ବ୍ୟବହାର କରିଥିଲେ । ସେ ଏହା ଦ୍ଵାରା ଏୟାର ବ୍ୟାଗ୍ ସାହାଯ୍ୟରେ ଆକ୍ସିଡେଣ୍ଟରୁ କିପରି ଲୋକ କ୍ଷତିଗ୍ରସ୍ତ ହେବ ନାହିଁ ସେହି ସମ୍ପର୍କରେ ସେ ଏହା ମାଧ୍ୟମରେ ବିଶ୍ଳେଷଣ କରିଛନ୍ତି । ସେ ଏଥିରେ ସୋଡ଼ିୟମ ଅଂଜାଇଟ ନାମକ କେମିକାଲକୁ ବ୍ୟବହାର କରିଥିଲେ । ଏହି କେମିକାଲ ଅଧିକ ଉତ୍ତାପ ହେଲେ ଗ୍ୟାସ୍ ଆକାରରେ ପରିଣତ ହୋଇଥାଏ । ଏହାକୁ ବଲ୍ ସେନ୍ସରରେ ରଖାଯାଇଥାଏ । ୧୯୯୮ ମସିହାରେ ଏହା କ୍ରାଇସଲର ଦ୍ଵାରା ତାଙ୍କର ମଡେଲ କାରରେ ଏହି ଡିଜାଇନ୍ କରାଯାଇଥିଲା ।

ଆଉ ଏହା ବହୁତ ସକ୍ସେସ ଫୁଲ ହୋଇଥିଲା । ଆଉ ଏହାପରେ ଏହି ଡିଜାଇନ୍ ଚାଲିଲା । ଏହି ଡିଜାଇନରେ ଏହି କେମିକାଲ ଥିବାରୁ ଏହା ଗ୍ୟାସ୍ ଦ୍ଵାରା ଏୟାର ବ୍ୟାଗକୁ ଫୁଲାଇଥାଏ । କୌଣସି କାରଣରୁ ଏହି ଏୟାର ବ୍ୟାଗ୍ ଫାଟି ଯାଇଥାଏ । ଆଉ ଏହାଦ୍ବାରା ଗାଡ଼ିରେ ଥିବା ଲୋକମାନଙ୍କୁ ଆଘାତ ହୋଇଥାଏ । ଏବେ ସୋଡିୟମ ଅଞ୍ଜାଇମ୍ ବଦଳରେ ଗୁଆନିନାଇଟ ନାଇଟ୍ରେଟ ବ୍ୟବହାର କରାଯାଉଛି । ଆଜିକାଲି ଆଡଭାନ୍ସ ଟେକ୍ନୋଲୋଜି ଦ୍ଵାରା ଗାଡ଼ି ମଡେଲିଂ କରାଯାଉଛି ।

୨ ମିଲି ସେକେଣ୍ଡରେ ଏହା ଏକ୍ସଫ୍ଲୋରକୁ ଜଳାଇ ଦେଇଥାଏ । ୨୦ କି ୩୦ ସେକେଣ୍ଡରେ ଏୟାର ବ୍ୟାଗ୍ ଫୁଲିବା ଆରମ୍ଭ କରିଥାଏ । ଆଉ ଏହି ଏୟାର ବ୍ୟାଗ୍ ୧୦୦ ମିଲି ସେକେଣ୍ଡ ପାଇଁ ଖୋଲା ରହିଥାଏ । ଏହା ଷ୍ଟେରିଂ ଉପରେ ରହିଥାଏ । ସିଟ ବେଲ୍ଟ୍ ପିନ୍ଧିଥିଲେ ଏହା କାମ କରିଥାଏ । କିନ୍ତୁ ଅଧିକ ସ୍ପିଡରେ ଗାଡ଼ି ଚଲାଇବା ଜୀବନ ନେଇପାରେ । ସେଥିପାଇଁ ଗାଡ଼ି ଧୀରେ ଧୀରେ ଚଳାନ୍ତୁ ଆଉ ସିଟ ବେଲ୍ଟ ବାନ୍ଧନ୍ତୁ ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ଭାଇରଲ ଖବରMore posts in ଭାଇରଲ ଖବର »

Be First to Comment

Leave a Reply

Your email address will not be published.