Press "Enter" to skip to content

ଏହି ହିରୋଇନଙ୍କର ମୃ-ତ୍ୟୁ ଘଟିଛି ! ଯାହାକୁ ନେଇ ଶୋକର ଛାୟା ଖେଳିଯାଇଛି ଜାଣନ୍ତୁ ସେ କିଏ

ଆଜି ଏହି ଅଭିନେତ୍ରୀଙ୍କର ମୃ-ତ୍ୟୁ ହୋଇଛି । ଏହି ଅଭିନେତ୍ରୀଙ୍କର ଅଚାନକ ଘଟିଲା ରହସ୍ୟଜନକ ମୃ-ତ୍ୟୁ । ତେବେ ଏହି ଅଭିନେତ୍ରୀଙ୍କର ଅନୁପସ୍ଥିତିକୁ ନେଇ ଶୋକର ଛାୟା ଖେଳିଯାଇଛି ସାରା ଭାରତବର୍ଷରେ । ତେବେ କଳା ଓ ସଂସ୍କୃତିର ଦେଶ ହେଉଛି ଭାରତ । ଏଠାରେ ଅନେକ କଳାକାର ରହିଛନ୍ତି ଏବଂ କଳା ସଂସ୍କୃତିକୁ ନେଇ ଭାରତ ସବୁବେଳେ ଆଗରେ ବା ନମ୍ବର ୱାନରେ ରହିଛି ।

ବର୍ତ୍ତମାନ କଳା ସଂସ୍କୃତି ଏବଂ ସମ୍ପୂର୍ଣ୍ଣ ଭାରତ ପାଇଁ ଆସିଯାଇଛି ଏକ ବଡ ଦୁଃଖଦ ଖବର । ଏହି ଅଭିନେତ୍ରୀଙ୍କର ହଠାତ୍ ମୃ-ତ୍ୟୁ ଘଟିଛି । ଆଉ ଏହାର ତଦନ୍ତ ପରେ ପୋଲିସ ଏହା ଆ-ତ୍ମ-ହ-ତ୍ୟା ବୋଲି ଜଣାଇଛନ୍ତି । ତେବେ ବେଙ୍ଗୋଲି ହିରୋଇନଙ୍କର ମୃ-ତ୍ୟୁ ଘଟିଛି ।

ଏହି ହିରୋଇନ୍ ଜଣକ ବେଙ୍ଗୋଲି ଧାରାବାହିକ “ମନ ମାନେନା” ରେ ଲିଡ୍ ରୋଲରେ ଅଭିନୟ କରୁଥିଲେ । ଦର୍ଶକମାନେ ତାଙ୍କ ଅଭିନୟକୁ ବେଶ୍ ପସନ୍ଦ କରୁଥିଲେ ଏହି “ମନ ମାନେନା” ଧାରାବାହିକରେ । ତେବେ ଏହି ଖବରକୁ ନେଇ ସାରା ବଙ୍ଗାଳୀ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି । ଏହି ଅଭିନେତ୍ରୀଙ୍କର ନାମ ହେଉଛି ପଲ୍ଲବୀ ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from OllywoodMore posts in Ollywood »

Be First to Comment

Leave a Reply

Your email address will not be published.