Press "Enter" to skip to content

ଅଭିନେତା Anubhav Mahanti, Barshaଙ୍କୁ ନେଇ ଏଭଳି କହିଲେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ଏବେ ସୋସିଆଲ ମିଡିଆରେ ଅଭିନେତା ଅନୁଭବ ମହାନ୍ତିଙ୍କର ଲାଇଭ ଭିଡିଓ ଭାଇରାଲ ହେବାରେ ଲାଗିଛି । ଆଉ ଏବେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଅଭିନେତା ଅନୁଭବ ମହାନ୍ତି ତାଙ୍କ ସ୍ତ୍ରୀ ବର୍ଷାଙ୍କୁ ଏଭଳି କହିଛନ୍ତି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସେ କହିଛନ୍ତି, ବର୍ଷା ମୁଁ ତୁମକୁ କହିବାକୁ ଚାହୁଁଛି, ମୋର ବହୁତ କିଛି କରି ସାରିଲଣି ତମେ । ସବୁ ଦିନ, ସବୁ ରାତି ସବୁ ସେକେଣ୍ଡରେ ତୁମର ଅଭ୍ୟାସ ହୋଇଗଲାଣି ତମେ ପୋଲିସ ଥାନା ଯାଇକି ମୋ ବିରୋଧରେ ଫେକ ଆଲିଗେଶନ ଲଗାଇବା । ଆଉ ତୁମର ଯେଉଁ ଅଡିଓ ଭିଜୁଆଲ ଭାଇରାଲ ହୋଇଥିଲା ।

ତମ ତିନି ଭଉଣୀ ଆଉ ମୁଁ ବି ଥିଲି ତମେ ତିନି ଭଉଣୀ ମୋତେ ଆଉ ମୋ ବାପାଙ୍କୁ ଯେଉଁଭଳି ଭାଷାରେ ଗାଳି ଦେଇଛ ସେହି ବିଷୟରେ ଟିକେ କୁହନା । ଲୋକଙ୍କୁ ତମେ କହିଦେଲ ଯେ, ସେଇଟା ତମ ଭଏସ ନୁହେଁ । ଆସ ଗୋଟେ ଫରେନ୍ସିକ ଲ୍ୟାବରେ ଟେଷ୍ଟ କରିବା ସେ ଭଏସ ତୁମର ନା ନାହିଁ । ଆଉ ମୁଁ ଚ୍ୟାଲେଞ୍ଜ ଦେଉଛି ମୋ ଚ୍ୟାଲେଞ୍ଜ ଗ୍ରହଣ କର । ଆଉ ଯଦି ଏହି ଭଏସ ତୁମର ମୋତେ ସ୍ଵାମୀ ବୋଲି ଡାକିବା ବନ୍ଦ କର । ମୋ ସିନ୍ଦୂର ମୋ ନାଁର ପିନ୍ଧି ଦେଉଛ ତାମାନେ ନୁହେଁ କି ମୁଁ ତୁମ ସ୍ବାମୀ ଆଉ ତୁମେ ମୋ ସ୍ତ୍ରୀ । ତୁମକୁ ଖରାପ ବି ଲାଗିବା କଥା ଯେଉଁ ଏଫ୍ୟାରରେ ତମେ ଆରମ୍ଭରୁ ଶେଷ ଯାଏଁ ଯାହା ତାହା ମୋ ବିଷୟରେ ଲେଖିଛ ।

ଆରମ୍ଭ ବି କରିଛ ଆଉ ଶେଷ ବି କରିଛ ଆଉ ଲେଖିଛ ୱାଇଫ ଅଫ ଅନୁଭବ ମହାନ୍ତି । ଧିକ୍, ଧୀକ୍ । ନାରୀ ଜାତିକୁ ଏମିତି ବଦନାମ୍ କରନି ବର୍ଷା । ନାରୀ କହିଲେ କେବଳ ତୁମକୁ ବୁଝାଏ ନାହିଁ, ତୁମ ଆଖପାଖରେ ଦେଖ ବହୁତ ନାରୀ ଅଛନ୍ତି ।ଯେଉଁମାନେ ବହୁତ ପରିଶ୍ରମ କରୁଛନ୍ତି ଆଉ ବହୁତ ଦୁଃଖ କଷ୍ଟ ସହିକି ବି ସେମାନେ ଏ ଜୀବନରେ ଆଗକୁ ବଢ଼ି ଚାଲିଛନ୍ତି ତୁମ ଭଳି ମିଛ କହିକି ନୁହଁ । ଆଉ ମୁଁ ଡିସାଇଡ କରି ସାରିଛି ମୁଁ ଆମ ମ୍ୟାଟର ଲଢ଼ିବି ଆଉ ଲଢ଼ିବି । ଦରକାର ପଡ଼ିଲେ ସୁପ୍ରିମ କୋର୍ଟ ପର୍ଯ୍ୟନ୍ତ ଯିବି କିନ୍ତୁ ସତକୁ ସାମ୍ନାକୁ ଆଣିବି ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published.