Press "Enter" to skip to content

ଅଭିନେତା Anubhav Mahanti Live ରେ ଆସି କାନ ଧରି କ୍ଷମା ମାଗିଲେ, କଣ ପାଇଁ କ୍ଷମା ମାଗିଲେ ଜାଣନ୍ତୁ

ଓଲିଉଡ ଜଗତର ଅଭିନେତା ଅନୁଭବ ମହାନ୍ତିଙ୍କୁ ଆପଣମାନେ ତ ସମସ୍ତେ ଜାଣିଥିବେ । ସେ ଏବେ ଲାଇଭ ଭିଡିଓ କରି ତାଙ୍କ ସୋସିଆଲ ଆକାଉଣ୍ଟରେ ପୋଷ୍ଟ କରୁଛନ୍ତି । ଆଉ ସେ ସେଥିରେ ତାଙ୍କ ପର୍ଶୋନାଲ ଲାଇଫ ବିଷୟରେ କହୁଛନ୍ତି । ତାଙ୍କର ଆଉ ଏକ ଭିଡିଓ ଆସିଛି ଯେଉଁଥିରେ ସେ ତାଙ୍କ ବିବାହକୁ ନେଇ କିଛି କହୁଛନ୍ତି । ଆଉ ସେ କହିଛନ୍ତି, ୨୦୧୩ ମସିହାରେ ବର୍ଷା ଆଉ ମୋର ବାହାଘର ଠିକ୍ ହୋଇଥିଲା । ଆଉ ଆମ ଘରଲୋକ ଚାହୁଁନଥିଲେ ମୁଁ ବର୍ଷାଙ୍କୁ ବିବାହ କରେ ।

ଆଉ ସେମାନେ ବର୍ଷା ବିଷୟରେ କିଛି ଶୁଣିଥିଲେ ଆଉ ମୁଁ କହିଲି ନା ବର୍ଷା ଏମିତି ନୁହଁନ୍ତି ସେ ବହୁତ ଭଲ ମଣିଷ । ଆଉ ମୁଁ ତାଙ୍କୁ ବହୁତ ଭଲପାଏ ଆଉ ତାଙ୍କୁ ହିଁ ବିବାହ କରିବି । ଆଉ ତାପରେ ଅନୁଭବ କହିଛନ୍ତି ବର୍ଷାଙ୍କୁ ଅପମାନ ଦେବାର ମୋର କୌଣସି ଅଧିକାର ନାହିଁ । ମୋତେ କ୍ଷମା କରିବେ ଆଜ୍ଞା, ମୁଁ କାନ ଧରି ହାତ ଯୋଡ଼ି କ୍ଷମା ମାଗୁଛି । ଆଉ ମୋର ସେମିତି କିଛି ଉଦ୍ଦେଶ୍ୟ ନାହିଁ ଯଉଟା ସତ ମୁଁ ସେଇଟା କହୁଛି ଆଉ ଏହା ମୁଁ ମୋ ପିଟିସନରେ ମଧ୍ୟ ଲେଖିଛି । ଯେଉଁଟା ଲୋକମାନେ ଜାଣିନାହାନ୍ତି । ଆଉ ଗଣମାଧ୍ୟମ ଏହାକୁ ଚର୍ଚ୍ଚା ବି କରିନାହାନ୍ତି ।

୨୦୧୪ ମସିହାରେ ଆମର ବିବାହ ପରେ ବର୍ଷା ମୋତେ କହିଲେ ଛୋଟ ବେଳୁ ମୋର ଶାରୀରିକ ସମ୍ପର୍କ ପ୍ରତି ଡର ଅଛି । ଆଉ ମୋତେ କିଛି ସମୟ ଦିଅ ତୁମକୁ ମୋ ସ୍ଵାମୀ ହିସାବରେ ମାନସିକ ଆଉ ଶାରୀରିକ ଉପାୟରେ ସ୍ବୀକାର କରିବା ପାଇଁ । ମୋତେ ବହୁତ ଆଶ୍ଚର୍ଯ୍ୟ ଲାଗିଲା । ଆଉ ଏଇଟା ମୋର ପ୍ରଥମ ବିବାହ । ଆଉ ମୁଁ ଭାବିଲି ଆମେ ଏତେ ଭଲ ପାଇଛୁ ଏକାଠି ଗୋଟିଏ ରୁମରେ ରହିବୁ, ଏକାଠି ଶୋଇବୁ, କେମିତି ସେ ରହିବେ । ଆଉ ସ୍ବାମୀ ସ୍ତ୍ରୀ ମଧ୍ୟରେ ପ୍ରେମ ସଂପର୍କ ଥାଏ ।

ଆଉ ସେ ମୋତେ କହିଲେ ୨ କି ୩ ମାସ ସମୟ ଦିଅ । ମୁଁ କହିଲି ୨ କି ୩ ମାସ ଅପେକ୍ଷା କରିବି ସତ କିନ୍ତୁ ଏତେବି ଅପେକ୍ଷା କରିବନି ଯେମିତି ମୁଁ କଷ୍ଟ ପାଇବି । ମୋର ଆଶା ଆଉ ବିଶ୍ବାସ ଥିଲା କି ୨,୩ ମାସ କହୁଛନ୍ତି ସିନା ଏହା ପସିବୁଲ ନୁହେଁ । ଆପଣମାନଙ୍କ ମନରେ ଏବେ ପ୍ରଶ୍ନ ଆସୁଥିବ କି, ଆମେ ଦୁଇଜଣ ଫିଲ୍ମ୍ ଇଣ୍ଡଷ୍ଟ୍ରିରେ କାମ କଲୁ, ଆଉ ଆମର ଭଲପାଇବାର ୬ ବର୍ଷ ପରେ ଆମେ ବିବାହ କରିଲୁ ତା ଭିତରେ କଣ ଏମିତି କିଛି ହେଇନି ?

କିନ୍ତୁ ଆଜ୍ଞା ବର୍ଷା ହେଉଛନ୍ତି ଫିଲ୍ମ୍ ଇଣ୍ଡଷ୍ଟ୍ରିରେ ମୋ ଠାରୁ ସିନିୟର୍, ସୁ ସେ ଜଣେ ଚାଇଲ୍ଡ ଆର୍ଟିଷ୍ଟ । ଆଉ ମୁଁ ତାଙ୍କଠୁ ଜୁନିଅର ଫିଲ୍ମ୍ ଇଣ୍ଡଷ୍ଟ୍ରିରେ । ଆଉ ମୁଁ ଯେତେବେଳେ ବର୍ଷାଙ୍କୁ ଦେଖିଲି ସେ ଜଣେ ଓଡ଼ିଆ ଝିଅ ଆଉ ଆମ ହୋମ୍ ଟାଉନର । ମୁଁ ତାଙ୍କୁ ବହୁତ ସମ୍ମାନ କରେ । ଆଉ ସେ ମୋତେ ହାତ ଧରିବାକୁ ଦିଅନ୍ତି ନାହିଁ । ଆଉ ମୁଁ ତାଙ୍କୁ ବହୁତ ଭଲ ପାଇଲି । ଆଉ ତାଙ୍କୁ ବିବାହ କରିବାକୁ ଭାବିଲି । ଆଉ ବିବାହ ବି କରିଲି । ମୁଁ କଣ ଜାଣିଥିଲି ଏଇ ଘଟଣା ଏତେ ବଡ ହେବ ଆଉ ଏଭଳି ରୂପ ନେବ ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published.