Press "Enter" to skip to content

ଫେରାର ବୋହୂ Nandiniଙ୍କୁ ନେଇ ଆସିଲା ଆଉ ଏକ Video ଯାହା ଏବେ Viral ହେଉଛି… ଦେଖନ୍ତୁ Video

ଆପଣମାନେ ତ ସମସ୍ତେ ଫେରାର ଧୋକାବାଜ୍ ବୋହୂ ଖବର ଜାଣିଥିବେ । ଆଉ ସେ ବାହାଘର ପରଦିନ ମନ୍ଦିର ନାଁ କହି ଫେରାର ହୋଇଯାଇଥିଲେ । ଆଉ ଏହି ଘଟଣାର ଏବେ ସାରା ରାଜ୍ୟରେ ଚର୍ଚ୍ଚା ଚାଲିଛି । ଏବେ ଏବେ ସାମ୍ନାକୁ ଆସିଛି ନନ୍ଦିନୀଙ୍କର ଆଉ ଏକ ଭିଡିଓ । ଯେଉଁଥିରେ ନନ୍ଦିନୀଙ୍କ ଭାବନା କଣ ତାହା ସ୍ପଷ୍ଟ ଜଣାପଡ଼ୁଛି । ମୁଁ ନନ୍ଦିନୀ, ମୋର ନିନ୍ଦା ମୁଁ। କେବେବି ହେବାକୁ ଦେବିନି । ସେଥିପାଇଁ ମୋତେ ଯେତେ ମିଛ କହିବାକୁ ପଡ଼ିବ ମୁଁ କହିବି ।

ଭାତ ଆଚାର, ସ୍ବାମୀ ଓଲାଟା, କଥା କହିଲେ ପାଟି ଲାଗେ, ମାଆ ବୋଳକରାଟା ମାଆ ଯାହା କହେ ତାହା କରେ । ରଙ୍ଗ ମିସ୍ତ୍ରୀଟା ମୋତେ କହିଲା ବିଲଡର ବୋଲି । ମୁଁ ତାକୁ ଆଗରୁ ଜାଣିନଥିଲି ଆଉ ସେଥିପାଇଁ ଶାଶୁଘର ଛାଡ଼ି ଚାଲି ଆସିଲି । କିନ୍ତୁ ଏସବୁ ପରେ ଯାହା ଜବାବ ରଖିଥିଲେ ନନ୍ଦିନୀଙ୍କ ସ୍ବାମୀ ବଳରାମ । ଆଉ ବିବାହ ପୂର୍ବରୁ ହ୍ୱାଟସଅପ ଚାଟ ମଧ୍ୟ ଦେଖାଇଥିଲେ । ଯେଉଁଥିରେ ନଜେ ନନ୍ଦିନୀ ବାହାଘର ପୂର୍ବରୁ ବେବୀ ବେବି ଡାକୁଥିଲେ । ଆଇ ମିସ୍ ୟୁ, ଆଇ ଲଭ୍ ୟୁ, ଆଇ କିସ୍ ୟୁ ବୋଲି ମଧ୍ୟ କହୁଥିଲେ ।

ଏମିତିକି ନିଜ ସୁନ୍ଦରିଆ ଫଟୋ ଦେଇ ଗୁଡ ନାଇଟ ଜାନୁ ବୋଲି କହୁଥିଲେ । ବୋଧହୁଏ ନନ୍ଦିନୀ ଭୁଲି ଯାଇଥିଲେ ଥରୁଟିଏ ଯଦି ମିଛ କୁହାଯାଏ ତାପରେ ମିଛ ଲମ୍ବି ଯାଇଥାଏ । କିନ୍ତୁ ଏବେ ନନ୍ଦିନୀଙ୍କ ବିରୋଧରେ ଥାନାରେ ଦୁଇ ଦୁଇଟି ଏତଲା । ଛଅ ଛଅଟି ଦଫା ଲାଗିଛି ନନ୍ଦିନୀଙ୍କ ବିରୋଧରେ । କିନ୍ତୁ ଏତିକି ବେଳେ ଗୋପନରେ ଲୁଚି ଯାଇଛନ୍ତି ନନ୍ଦିନୀ । ୧୨ ତାରିଖରେ ବାହା ହୋଇ ୧୩ ତାରିଖରେ ଫେରାର ହୋଇ ଯାଇଥିଲେ ନନ୍ଦିନୀ । ଆଉ ତାପରେ କେଉଁଠି ଗୋପନରେ ରହି ଯାଇଛନ୍ତି ନନ୍ଦିନୀ ।

ସେପଟେ ନନ୍ଦିନୀଙ୍କ ଶାଶୁଘର ଲୋକଙ୍କ କହିବା କଥା ଯଦି ସତ ହୁଏ, ନନ୍ଦିନୀ ଯଦି ସତରେ ସୁନା ଗହଣା ନେଇ ଫେରାଇ ହୋଇ ଯାଇଥିବେ ତେବେ ଏବେ ଗୋପନରେ ରହି ଭାବୁଥିବେ ଯିଏ ଯାହା କହୁ ମୋର ଢୋ । ଆଉ ସେପଟେ କାଳେ ନନ୍ଦିନୀଙ୍କ ଭେଣେଇ ବାରମ୍ବାର ନନ୍ଦିନୀଙ୍କ ସ୍ବାମୀଙ୍କୁ ଧମକ ଦେଉଛନ୍ତି । ଏତେସବୁ ପରେ ଖାଲି ଦେଖିବାକୁ ବାକି ରହିଲା ପୋଲିସ କେବେ ନନ୍ଦିନୀଙ୍କୁ ଧରିବାରେ ସଫଳ ହେଉଛି ? ଆଉ ପ୍ରକୃତ ସତ କଣ ତାହା କେବେ ସମସ୍ତଙ୍କ ସାମ୍ନାକୁ ଆସୁଛି ?

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from BREAKING NEWSMore posts in BREAKING NEWS »

Be First to Comment

Leave a Reply

Your email address will not be published.