ଆପଣମାନେ ତ ସମସ୍ତେ ଓଲିଉଡ ଷ୍ଟାର ଅନୁଭବ ମହାନ୍ତିଙ୍କୁ ଭଲଭାବେ ଜାଣିଥିବେ । ସେ ତାଙ୍କ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ଏକ ସ୍ଵତନ୍ତ୍ର ଜାଗା ତିଆରି କରିଛନ୍ତି । ଗତ ଦୁଇ ତିନି ଦିନ ପୂର୍ବରୁ ଅଭିନେତା ଅନୁଭବ ମହାନ୍ତି ଲାଇଭ ଆସି ଏକ ଲାଇଭ ଭିଡିଓ କରିଥିଲେ । ଆଉ ଯାହାକୁ ସେ ତାଙ୍କ ସୋସିଆଲ ଆକାଉଣ୍ଟରେ ସେୟାର କରିଥିଲେ । ଆଉ ସେହି ଭିଡିଓରେ ଅନୁଭବ ମହାନ୍ତି ତାଙ୍କ ଲାଇଫ, ତାଙ୍କ ସ୍ତ୍ରୀ ବିଷୟରେ କହିଥିଲେ ।
ସେ ସେହି ଭିଡିଓରେ କହିଥିଲେ କି ବର୍ଷା ଆଜି ପର୍ଯ୍ୟନ୍ତ କାହିଁକି ମା ହୋଇନାହାନ୍ତି । ଆଉ ଏବେ ଏବେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ସେ କହିଛନ୍ତି ମୁଁ ଅନୁଭବ ମହାନ୍ତି । ମୁଁ ମୋ ହୋସ ଆବାଜାରେ କହୁଛି ମୁଁ ପୁରା କନ୍ଫିଡେଣ୍ଟରେ କହୁଛି ମୁଁ ମେଡିକାଲ ଟେଷ୍ଟ କରିବାକୁ ରାଜି ଅଛି । କିନ୍ତୁ ବର୍ଷା ପ୍ରିୟଦର୍ଶିନୀ କଣ ରାଜି ଅଛନ୍ତି ମେଡିକାଲ ଟେଷ୍ଟ କରିବାକୁ ?
ଯଦି ତୁମେ ରେଡି ଅଛ ତାହେଲେ ପ୍ଲିଜ୍ ଆସ ଆଉ ମେଡିକାଲ ଟେଷ୍ଟ କର । ତାପରେ ଜଣାପଡ଼ିବ କେଉଁଠି ଭୁଲ ଅଛି ? ମୋ ମୋର ମେଡିକାଲ ଚେକ୍ ଅପ୍ କରିବାକୁ ରେଡି ଅଛି ନା ବର୍ଷା ଆପଣ ବି ରେଡି ହୁଅନ୍ତୁ । ଆଉ କୁହନ୍ତୁ ଆପଣ ବି ରେଡି ଅଛନ୍ତି ଆଉ ପ୍ରସ୍ତୁତ ଅଛନ୍ତି ଟେଷ୍ଟ ପାଇଁ । ପ୍ରାଟିକାଲ ଟେଷ୍ଟ ହେଲା ପରେ ସବୁ ସାମ୍ନାକୁ ଆସିବ । ଲାଇ ଡିଟେକ୍ଟର ଟେଷ୍ଟରେ ମୁଁ ବସିବି ଆଉ ତମେ ବି ବସିବ । ଆଉ ତାପରେ ପ୍ରମାଣ ହେଇଯିବ କିଏ ମିଛ କହୁଛି ଆଉ କିଏ ସତ କହୁଛି ।
ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।
ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।
Be First to Comment