Press "Enter" to skip to content

Ollywood Updates କଣ୍ଠଶିଳ୍ପୀ Human Sagar ପ୍ରଭୁ ଜଗନ୍ନାଥଙ୍କ ପାଇଁ ଗାଇଲେ ଗୀତ

ଆପଣମାନେ ତ ସମସ୍ତେ ଓଡ଼ିଆ ଜଗତର ଜଣେ ଜଣାଶୁଣା ଗୀତିକାର ହ୍ୟୁମାନ ସାଗରଙ୍କୁ ଭଲଭାବେ ଜାଣିଥିବେ । ସେ ବହୁତ ଭଲ ଗୀତ ଗାଇଥାନ୍ତି । ତାଙ୍କର ସ୍ୱରର ଯାଦୁରେ ସେ ସମସ୍ତଙ୍କୁ ବାନ୍ଧି କରି ରଖିଛନ୍ତି । ତାଙ୍କ ସ୍ବର ସମସ୍ତ ଓଡ଼ିଶାବାସୀଙ୍କୁ ଦିୱାନା କରିଛି । ଆଉ ତାଙ୍କ ସ୍ୱର ଶୁଣିବା ପାଇଁ ସମସ୍ତେ ବ୍ୟାକୁଳ ଅଛନ୍ତି । ସେ ସିନେମା ଗୀତ ଗାଇବା ସହିତ ଅନ୍ୟାନ୍ୟ ଗୀତ ମଧ୍ୟ ଗାଇଥାନ୍ତି । ହ୍ୟୁମାନ ସାଗରଙ୍କ କଣ୍ଠରେ ଛୋଟରୁ ବଡ ଲୋକମାନେ ମନ ଦେଇଦିଅନ୍ତି ।

ଆଉ ତାଙ୍କ ଗୀତ ଗାଇବା ଶୈଳୀ, ତାଙ୍କ ସ୍ବର ବହୁତ ସୁନ୍ଦର ହୋଇଥାଏ । ଲୋକମାନେ ସେ ଗାଇଥିବା ଗୀତକୁ ଗୁଣ ଗୁଣାନ୍ତି ମଧ୍ୟ । ଆଉ ସେ ପ୍ରାୟତଃ ଇମୋଶିନାଲ ପାଥେଟିକ ଗାଇଥାନ୍ତି । ଆଉ ତାଙ୍କୁ ନେଇ ଏବେ ଏକ ଅଭିଯୋଗ ଆସିଥିଲା କି ସେ ପ୍ରଭୁ ଜଗନ୍ନାଥଙ୍କ ଭଜନ ଗାଇବାକୁ ମନା କରୁଛନ୍ତି । ଆଜି ପର୍ଯ୍ୟନ୍ତ ସେ ପ୍ରଭୁ ଜଗନ୍ନାଥଙ୍କ ପାଇଁ କୌଣସି ଗୀତ ଗାଇ ନାହାଁନ୍ତି । କିନ୍ତୁ ଏବେ ଏବେ ସୋସିଆଲ ମିଡିଆରେ ହ୍ୟୁମାନ ସାଗରଙ୍କ ଦ୍ଵାରା କଣ୍ଠଦାନ ହୋଇଥିବା ପ୍ରଭୁ ଜଗନ୍ନାଥଙ୍କର ଏକ ଭଜନ ଭାଇରାଲ ହେଉଛି ।

ଏହି ଗୀତଟି ବହୁତ ସୁନ୍ଦର ଭାବରେ ରଚନା କରାଯାଇଛି । ଆଉ ଏହି ଭଜନକୁ ବହୁତ ଶ୍ରଦ୍ଧା ଆଉ ପ୍ରେମରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଗାଇଛନ୍ତି । ଏହି ଗୀତକୁ ରେକର୍ଡ କରାଯାଉଥିବା ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେଉଛି । ସେହି ଗୀତଟି ହେଉଛି “ଦଣ୍ଡବତ ହେଲି ମୁଁ କାଳିଆ ପାଖରେ” । ଏହି ଗୀତ ସମସ୍ତଙ୍କୁ ବହୁତ ପସନ୍ଦ ଆସିବ ଆଉ ତାଙ୍କ ନାଁରେ ଯେଉଁ ମଅଭିଯୋଗ ହୋଇଥିଲା ତାହା ସଂପୂର୍ଣ୍ଣ ମିଥ୍ୟା ବୋଲି ପ୍ରମାଣିତ ହେଲା ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from OllywoodMore posts in Ollywood »

Be First to Comment

Leave a Reply

Your email address will not be published.