Press "Enter" to skip to content

ଅଭିନେତା Anubhav Mahanti ତାଙ୍କ ସ୍ତ୍ରୀ Barshaକୁ ନେଇ କହିଲେ ଗୋଟିଏ କଥା, ଯାହା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ଆପଣମାନେ ତ ସମସ୍ତେ ଓଲିଉଡ ଅଭିନେତା ଅନୁଭବ ମହାନ୍ତିଙ୍କର ଲାଇଭ ଭିଡିଓ ଦେଖିଥିଲେ । ଆଉ ଏବେ ଏହି ଲାଇଭ ଭିଡିଓକୁ ନେଇ ଅନୁଭବ ମହାନ୍ତି ଚର୍ଚ୍ଚାରେ ଅଛନ୍ତି । ଏବେ ଏବେ ସୋସିଆଲ ମିଡିଆରେ ଅନୁଭବ ମହାନ୍ତିଙ୍କର ଆଉ ଏକ ଭିଡିଓ ଭାଇରାଲ ହୋଇଛି । ଯେଉଁ ଭିଡିଓରେ ଅନୁଭବ ମହାନ୍ତି କିଛି କହୁଛନ୍ତି । ସେ କହୁଛନ୍ତି, ବିବାହ ପରେ ସମସ୍ତେ ଚାହାଁନ୍ତି ଆଉ ଗୋଟିଏ ଭଲ ପରିବାର ମିଳୁ ।

ଭଲ ପାଇବାରଟେ ନିଜର ହେଉ, ପିଲାଛୁଆ ହେଉ । ସବୁ ପୁରୁଷର ଇଚ୍ଛା ଥାଏ କି ଭଲରେ କାମ କରୁଥାଏ । ଖୁସିରେ ରୁହେ । ବଡ ହେଲା ପରେ ଭଲ ରୋଜଗାର କରିକି ଭଲ ପରିବାରଟେ ନିଜର ହେଉ । ପିଲାଛୁଆ ହୁଅନ୍ତୁ ସମସ୍ତେ ଚାହାଁନ୍ତି ନା । ମୁଁ ବି ଚାହିଁଲି କଣ ଭୁଲ କହିଲି ? ତୁମ ବୟସ କେତେ ହେଲାଣି ବର୍ଷା ? କାହିଁକି କନସିଭ କରିନ ଆଜି ପର୍ଯ୍ୟନ୍ତ ।

କାହିଁକି ପିଲା ହୋଇନି ଏବେ ପର୍ଯ୍ୟନ୍ତ ତମର ? ଜବାବ କାହିଁକି ଦେଉନ ? ମୋ ସାନ ଭାଇର ଝିଅ ସହିତ ଫଟୋ ଭିଡିଓ ଉଠେଇଛ, ତୁମ ନିଜ ବଡ ଭଉଣୀର ଝିଅ ସହ ଫଟୋ ଭିଡିଓ ଉଠେଇକି ତୁମେ ଲୋକଙ୍କ ମନରେ ଗୋଟେ ଭ୍ରମ ଆଣିବାକୁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିଛ କି ତୁମର ଛୁଆ ସେମାନେ । କିନ୍ତୁ ତମେ ତ ଆଜି ପର୍ଯ୍ୟନ୍ତ ମା ହେଇନ ?

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from OllywoodMore posts in Ollywood »
More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published.