Press "Enter" to skip to content

କେତେ ବି ଗରମ ହେଉ ନା କାହିଁକି ଆପଣଙ୍କ ଟାଙ୍କି ପାଣି ସବୁବେଳେ ଥଣ୍ଡା ରହିବ, ଥରେ କରନ୍ତୁ ଏହି ଉପାୟ

ଖରାଦିନେ ସୂର୍ଯ୍ୟଙ୍କ କିରଣ ଏତେ ଅଧିକ ଯେ ସବୁକିଛି ଗରମ ହୋଇ ଯାଇଥାଏ । କିନ୍ତୁ ଯଦି ଆମେ ଗାଧୋଉଥିବା ପାଣି ଗରମ ହୋଇଯାଏ ତାହେଲେ ଆମକୁ ଭଲ ଲାଗିଥାଏ ଆଉ ଗାଧୋଇବାକୁ ଇଚ୍ଛା ହୋଇନଥାଏ । ସେଥିପାଇଁ କିଛି ଘରୋଇ ଉପାୟ ସାହାଯ୍ୟରେ ଘରେ ଲାଗିଥିବା ଟାଙ୍କି ପାଣିକୁ ଥଣ୍ଡା କରିବା । ସମସ୍ତଙ୍କ ଘରେ ତ ସିମେଣ୍ଟ ଟାଙ୍କି ଲଗାଯାଇନଥାଏ । କାହା ଘରେ ପ୍ଲାଷ୍ଟିକ ଟାଙ୍କି ଲଗାଯାଇଥାଏ ।

ସାଧାରଣତଃ ଅନ୍ୟ ଦିନମାନଙ୍କରେ ଥଣ୍ଡା ପାଣି ଆସିଥାଏ । କିନ୍ତୁ ଖରା ଦିନେ ସକାଳେ ଥଣ୍ଡା ପାଣି ବାହାରିଥାଏ ଆଉ ତାପରେ ଗରମ ପାଣି ବାହାରିଥାଏ । ଏମିତି କିଛି ଉପାୟ ଅଛି ଯାହାକୁ ଆପଣାଇଲେ ପ୍ଲାଷ୍ଟିକ ଟାଙ୍କି ପାଣି ମଧ୍ୟ ଖରାଦିନେ ଥଣ୍ଡା ପାଣି ବାହାରିଥାଏ । ସେଥିପାଇଁ ଆମକୁ ସୂର୍ଯ୍ୟକିରଣ ବଞ୍ଚାଇବା ପାଇଁ ଥର୍ମାଫୋଲ ସିଟକୁ ଏକ ଟେପ୍ ସାହାଯ୍ୟରେ ଟାଙ୍କି ବାହାରେ ଲଗାଇ ଦିଅନ୍ତୁ ।

ତାପରେ ଚାଉଳ ବସ୍ତାକୁ ତା ଉପରେ ବାନ୍ଧନ୍ତୁ । ଟାଙ୍କିକୁ ପୁରା କଭର କରିଦିଅନ୍ତୁ । ଆଉ ଏମିତି କରିଲେ ପାଣି ଥଣ୍ଡା ବାହାରିଥାଏ । ସକାଳେ ଆପଣଙ୍କୁ ସମୟ ମିଲିଲେ ଆପଣ ଏହା ଉପରେ କିଛି ପାଣି ଢାଳି ପୁରା ଓଦା କରିଦିଅନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କ ଟାଙ୍କିରୁ ଥଣ୍ଡା ପାଣି ଆସିବ । ଆଉ ଆପଣ ଆରାମରେ ଗାଧୋଇ ପାରିବେ, ଧୋଇ ହୋଇ ମଧ୍ୟ ପାରିବେ ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published.